ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ବିଜେପି ଘୋଷଣା କଲା ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ମାସ ୧୩ ଓ ୨୦ ତାରିଖରେ ଦୁଇଟି ପର୍ଯ୍ୟାୟରେ ୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହା ମଧ୍ୟରେ ବିଜେପି ପ୍ରଥମ ପର୍ଯ୍ୟାୟରେ ୬୬ ଜଣ ପ୍ରାର୍ଥୀଙ୍କ…

ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ଯୁଦ୍ଧକାଳୀନ ଭିତ୍ତିରେ ଶେଷ ହେଲା ବିଦ୍ୟୁତ ସରବରାହ ମରାମତି କାର୍ଯ୍ୟ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଓଡ଼ିଶାରେ ବାତ୍ୟା 'ଦାନା' ସ୍ଥଳଭାଗ ଛୁଇଁବା ପରେ ଭଦ୍ରକ, ବାଲେଶ୍ଵର, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର ବୈଦୁତିକ ଭିତ୍ତିଭୂମି ବହୁଳ ଭାବେ ପ୍ରଭାବିତ ହୋଇଛି ।…

ଟିମ୍ ଇଣ୍ଡିଆର ଲଜ୍ଜାଜନକ ରେକର୍ଡ! ୨୩ ବର୍ଷ ପରେ ଟେଷ୍ଟ ଇତିହାସରେ ପ୍ରଥମ ଘଟଣା, ଦ୍ୱିତୀୟ ଟେଷ୍ଟ ବି ହାତଛଡ଼ା କରିପାରେ ଭାରତ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଘରୋଇ ଟିମ୍ ପ୍ରଥମ ଟେଷ୍ଟର ପ୍ରଥମ ଇନିଂରେ ମାତ୍ର ୪୬ ରନରେ ଅଲଆଉଟ୍ ହୋଇଯାଇଥିଲା । ଫଳରେ ଭ୍ରମଣକାରୀ ଦଳ ନ୍ୟୁଜିଲାଣ୍ଡ ୮ ୱିକେଟରେ ବିଜୟୀ ହୋଇଥିଲା । ତେବେ ପ୍ରଥମ…

ନଭେମ୍ବର ୧୧ରେ ହେବ ଅନୁବାଦକ ପଦର ପ୍ରିଲିମିନାରୀ ପରୀକ୍ଷା: ଓଡ଼ିଶା ହାଇକୋର୍ଟ ତରଫରୁ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ହାଇକୋର୍ଟର ଅନୁବାଦକ ପଦର ନିଯୁକ୍ତିକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଗତ ଅଗଷ୍ଟ ମାସରେ ଅନୁବାଦକ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ସେପ୍ଟେମ୍ବର ୨ରୁ ୧୭ ତାରିଖ…

ଡେରିରେ ହେଉପଛେ ଚେତିଲେ ଫାରୁକ, ପାକିସ୍ତାନକୁ ସୁଧୁରିବାକୁ ଦେଲେ ଚେତାବନୀ

ଶ୍ରୀନଗର: ନାସନାଲ କନଫେରେନ୍ସ ମୁଖ୍ୟ ଫାରୁକ ଅବଦ୍ଦୁଲ୍ଲା ଜମ୍ମୁ କାଶ୍ମୀରରେ ବଢୁଥିବା ଆତଙ୍କା ଆକ୍ରମଣକୁ ନେଇ ପାକିସ୍ତାନକୁ ଦାୟି କରିଛନ୍ତି । ଆକ୍ରମଣ ବନ୍ଦ କରିବାକୁ ଦେଇଛନ୍ତି ଚେତାବନୀ । ବନ୍ଧୁ ହେବାକୁ ଅନ୍ୟ…

ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାର ବିରୋଧରେ ସିବିଆଇର ଆବେଦନ ଖାରଜ କଲେ ସୁପ୍ରିମ୍ କୋର୍ଟ

ନୂଆଦିଲ୍ଲୀ: ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ, ତାଙ୍କ ଭାଇ ଏବଂ ପିତାମାତାଙ୍କ ବିରୋଧରେ ଲୁକ୍ ଆଉଟ୍ ସର୍କୁଲାର ଜାରି କରିବାକୁ ସିବିଆଇ, ମହାରାଷ୍ଟ୍ର ସରକାର ଏବଂ ଇମିଗ୍ରେସନ ବ୍ୟୁରୋ ପକ୍ଷରୁ ଦାୟର କରାଯାଇଥିବା…

ମହାକାଳେଶ୍ୱରଙ୍କ ମନ୍ଦିରରେ ଆତସବାଜି ଉପରେ କଟକଣା

ଉଜ୍ଜୟିନୀ: ଉଜ୍ଜୟିନୀର ପ୍ରସିଦ୍ଧ ମହାକାଳେଶ୍ୱର ମନ୍ଦିରରେରେ ଚଳିତ ବର୍ଷ ଦୀପାବଳି ପ୍ରତିକାତ୍ମକ ରୂପେ ଦୀପାବଳି ପାଳନ କରିବାକୁ ନିଷ୍ପତ୍ତି ନେଇଛି ମନ୍ଦିର ସମିତି ।୩୧ ଅକ୍ଟୋବରରେ ବାବା ମହାକାଳଙ୍କ ଦରବାରରେ ଗୋଟିଏ…

(Video) ବେଙ୍ଗାଲୁରୁରେ ଟ୍ରାଫିକ୍ ଜାମ୍ ଅସମ୍ଭାଳ! ୨ କିମି ରାସ୍ତା ଯିବାକୁ ଲାଗିଲା ୩ ଘଣ୍ଟା, ଲୋକମାନେ କାର ଛାଡ଼ି ଚାଲିଚାଲି ଘରକୁ ଗଲେ

ନୂଆଦିଲ୍ଲୀ: ଆପଣମାନେ କୌଣସି ଜରୁରୀ କାମରେ ଗାଡ଼ିରେ ଯାଉଥିବା ସମୟରେ ଯଦି ଦୁର୍ଭାଗ୍ୟବଶତଃ ଟ୍ରାଫିକ୍ ଜାମ୍ ହୁଏ, ତେବେ କଥା ସରିଲା । ଆପଣମାନେ ଯେତେ ପ୍ରୟାସ କଲେ ବି ଟ୍ରାଫିକ୍ ସମସ୍ୟାରୁ ମୁକୁଳି ପାରିବେ ନାହିଁ ।…

ବିଜେପି ଛାଡ଼ି ଏନସିପିରେ ସାମିଲ ହେଲେ ଦୁଇ ବଡ଼ ନେତା: ମହାରାଷ୍ଟ୍ରର ମେଣ୍ଟ ରାଜନୀତିରେ ଚାଲିଛି କ’ଣ…

ନୂଆଦିଲ୍ଲୀ: ଆସନ୍ତା ମାସ ୨୦ ତାରିଖରେ ମହାରାଷ୍ଟ୍ର ବିଧାନସଭା ୨୮୮ ଆସନ ପାଇଁ ମତଦାନ ଗ୍ରହଣ କରାଯିବ । ତା’ପରେ ନଭେମ୍ବର ୨୩ ତାରିଖରେ ଫଳାଫଳ ପ୍ରକାଶ ପାଇବ । ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଏହା ମଧ୍ୟରେ ବିଜେପି…

ଦୁଷ୍ଟାମୀ ପାଇଁ କାନ ମୂଳକୁ ମାରିଲେ ଟ୍ୟୁସନ ଶିକ୍ଷକ; ଭେଣ୍ଟିଲେଟରରେ ଭର୍ତ୍ତି ହେଲା କୁନି ଝିଅ

ମୁମ୍ୱାଇ: ଓଡ଼ିଆରେ ଗୋଟେ କଥା ଅଛି କଥାରେ ରାଗ ବ୍ରହ୍ମ ଚଣ୍ଡାଳ। ରାଗିଗଲେ ଯେ ଜଣେ ମଣିଷ ତାର ହିତାହତ ଜ୍ଞାନ ହରାଇ ବସେ, ତାହାର ଏକ ଉଦାହରଣ ଏଠି ଦେଖିବାକୁ ମିଳିଛି। ଏହି ଖବର ସମଗ୍ର ଦେଶରେ ଖେଳେଇ ହୋଇଯାଇଛି ଏବଂ…