ପୁଷ୍ପା ଟ୍ରେଣ୍ଡରେ ସାମିଲ ହେଲେ ବିରାଟ କୋହଲି: କ୍ୟାଚ ନେବା ପରେ ନାଚିଲେ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ସୁପରହିଟ୍ ତେଲୁଗୁ ଫିଲ୍ମ ପୁଷ୍ପାର ଭିଡିଓ ବର୍ତ୍ତମାନ ଟ୍ରେଣ୍ଡରେ ରହିଛି । ପ୍ରଥମେ ବାଂଲାଦେଶ ପ୍ରିମିୟର ଲିଗରେ ଜଣେ ବୋଲର ଏହି ଷ୍ଟାଇଲ ଦେଖାଇଥିଲେ । ପରେ ଡେଭିଡ୍ ୱାର୍ଣ୍ଣର ଓ ରବୀନ୍ଦ୍ର ଜାଡେଜାଙ୍କ…

Indian Coast Guard Recuritment 2022: ଦଶମ ପାସଙ୍କ ପାଇଁ ଭାରତୀୟ କୋଷ୍ଟ ଗାର୍ଡରେ ନିଯୁକ୍ତି ସୁଯୋଗ, ଜଲଦୀ କରନ୍ତୁ ଆବେଦନ

ଭାରତୀୟ କୋଷ୍ଟ ଗାର୍ଡରେ ସିଭିଲିୟନ ପଦରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରାଯାଉଛି । ଇଚ୍ଛୁକ ଏବଂ ଯୋଗ୍ୟ ଆଶାୟୀ ଏହି ପଦରେ ଆବେଦନ କରିବା ପାଇଁ ଅଫିସିଆଲ ୱେବସାଇଟ jionindiancoastguard.gov.in କୁ ଯାଇ ଆବେଦନ…

ସ୍ତ୍ରୀ’ର କଟାମୁଣ୍ଡ ଧରି ବୁଲିଲା ସ୍ୱାମୀ: ପରକୀୟା ପ୍ରୀତି ସନ୍ଦେହରେ କଲା ହତ୍ୟା

ନୂଆଦିଲ୍ଳୀ: ସାତ ଜନ୍ମ ପାଇଁ ହାତ ଧରି ବିବାହ କରିଥିବା ସ୍ତ୍ରୀକୁ ଭୁଲିଗଲା ସ୍ୱାମୀ। ପାଲଟିଗଲା ପିଶାଚ। ନର ରାକ୍ଷସ ସାଜି ନିଜ ସ୍ତ୍ରୀକୁ ହିଁ ଅତି ନିର୍ମମ ଭାବେ ଗଲା କାଟି କଲା ହତ୍ୟା। କେବଳ ସେତିକି ନୁହେଁ ହତ୍ୟା…

AIDSରୁ ରକ୍ଷା ପାଇବା ପାଇଁ mRNA ଉପରେ ଆଧାରିତ HIV ଭ୍ୟାକ୍ସିନ ପରୀକ୍ଷଣ କଲା ମଡର୍ଣ୍ଣା

ନୂଆଦିଲ୍ଲୀ: ଆମେରିକୀୟ ଫାର୍ମାସ୍ୟୁଟିକାଲ ଓ ବାୟୋଟେକ୍ନୋଲୋଜି କମ୍ପାନୀ ମଡର୍ଣ୍ଣା ଏମଆରଏନଏ ଉପରେ ଆଧାରିତ ଏଚଆଇଭି ଭ୍ୟାକ୍ସିନର କ୍ଲିନିକାଲ ପରୀକ୍ଷଣ ଆରମ୍ଭ କରିଛି । ମଡର୍ଣ୍ଣା ଓ ଇଣ୍ଟରନ୍ୟାସନ୍ୟାଲ ଏଡସ୍…

ଏଣିକି ବିଦେଶ ଫେରନ୍ତାଙ୍କ ପାଇଁ ୧୪ ଦିନିଆ କ୍ୱାରେଣ୍ଟାଇନ୍: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନୂଆ ଗାଇଡଲାଇନ୍

ନୂଆଦିଲଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନୂଆ ଗାଇଡଲାଇନ୍ ଜାରି କରାଯାଇଛି । ଏଣିକି ବିଦେଶ ଫେରନ୍ତା ଯାତ୍ରୀମାନଙ୍କୁ ୧୪ ଦିନ ପାଇଁ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ । ଆସନ୍ତା ୧୪ ତାରିଖରୁ ଏହି ନୂଆ…

ୟୁପି ଲଖୀମପୁର ହିଂସାକାଣ୍ଡ ମାମଲା: ଜେଲରୁ ମୁକୁଳିଲେ ମୁଖ୍ୟ ଅଭିଯୁକ୍ତ କେନ୍ଦ୍ରମନ୍ତ୍ରୀଙ୍କ ପୁଅ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଆଜି ମତଦାନ ଆରମ୍ଭ ହୋଇଥିବା ବେଳେ ଏହି ସମୟରେ ଏକ ନୂଆ ଅପଡେଟ୍ ଆସିଛି । ଲଖୀମପୁର ଖେରୀ ହିଂସାକାଣ୍ଡ ମାମଲାରେ ଗିରଫ ହୋଇଥିବା କେନ୍ଦ୍ରମନ୍ତ୍ରୀଙ୍କ ପୁଅଙ୍କୁ ଜାମିନ୍ ମିଳିଛି । କେନ୍ଦ୍ର…

ବିଜେପିରେ ମିଶିଲେ ଗ୍ରେଟ୍ ଖଲି

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି(ବିଜେପି)ରେ ଆଜି ସାମିଲ ହୋଇଛନ୍ତି ବିଖ୍ୟାତ ରେସଲର୍ ଗ୍ରେଟ୍ ଖଲି । ଆଜି ଦିଲ୍ଲୀରେ ବିଜେପି ମୁଖ୍ୟାଳୟକୁ ଆସି ଦଳରେ ସାମିଲ ହୋଇଛନ୍ତି ଖଲି । ଦିଲ୍ଲୀପ ସିଂହ ରାଣା ଡବ୍ଲୁଡବ୍ଲୁଇ…

ନିର୍ବାଚନ ନେଇ ସର୍ବଦଳୀୟ ବୈଠକ: ୧୦୭ ପୌର ପରିଷଦ ଅଧ୍ୟକ୍ଷ ଓ ୩ଟି ମେୟର୍ ପଦ ପାଇଁ ହେବ ନିର୍ବାଚନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୌର ନିର୍ବାଚନକୁ ନେଇ ମାହୋଲ ସରଗରମ ରହିଛି । ଚଳିତ ଥର ୧୧୦ ପୌରାଞ୍ଚଳରେ ନିର୍ବାଚନ ହେବ । ୧୦୭ ପୌର ପରିଷଦ ଅଧ୍ୟକ୍ଷ ଓ ୩ଟି ମେୟର୍ ପଦ ପାଇଁ ହେବ ନିର୍ବାଚନ । ପ୍ରଥମ ଥର ପାଇଁ ଅଧ୍ୟକ୍ଷ…

EVMରେ ହେବ ପୌର ନିର୍ବାଚନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ଥର ପୌର ନିର୍ବାଚନ ଇଲୋକ୍ଟ୍ରୋନିକ୍ ଭୋଟିଂ ମେସିନ୍ ଇଭିଏମ୍ ରେ ହେବ । ସର୍ବଦଳୀୟ ବୈଠକ ଅବସରରେ ରାଜ୍ୟ ନିର୍ବାଚନ କମିଶନର ଏହି ସୂଚନା ଦେଇଛନ୍ତି । ଗୋଟିଏ ବୁଥ୍ ରେ ୨ଟି ଲେଖାଏଁ…

ସ୍ଥାନାନ୍ତର ହେବ ୟୁନିଟ୍-୧ ପରିବା ମାର୍କେଟ, ଜାଣନ୍ତୁ କେଉଁଠିକୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସ୍ଥାନାନ୍ତର ହେବ ଭୁବନେଶ୍ୱର ୟୁନିଟ୍-୧ ପରିବା ହୋଲସେଲ୍ ମାର୍କେଟ୍ । ଭୁବନେଶ୍ୱର ଉପକଣ୍ଠ ଭବବାନପୁର ସ୍ଥାନାନ୍ତର କରାଯିବ ୟୁନିଟ୍-୧ ପରିବା ହାଟ । ଏନେଇ ଆଜି ସୂଚନା ମିଳିଛି । ହୋଲସେଲ୍…