ସ୍ତ୍ରୀର ଆଧାର କାର୍ଡରେ ଗର୍ଲଫ୍ରେଣ୍ଡ୍ ସହ ହୋଟେଲରେ ଚେକ୍ ଇନ୍ କରି ଫସିଲେ ସ୍ୱାମୀ, ମାମଲା ରୁଜୁ
ପୁନେ: ବିବାହିତା ମହିଳା କିମ୍ବା ପୁରୁଷଙ୍କର ଅନ୍ୟତ୍ର ସମ୍ବନ୍ଧ ଥିବା ଖବର ନୂଆ ନୁହେଁ । ଏହିପରି ଅନେକ ଘଟଣା ସାମନାକୁ ଆସୁଛି । ସେହିଭଳି ଏକ ମାମଲା ସାମନାକୁ ଆସିଥିବା ବେଳେ ଏଥିରେ ଅଜବ ତରିକାରେ ଫସିଛନ୍ତି ସ୍ୱାମୀ…