ଗର୍ଭନିରୋଧ: ଜାଣନ୍ତୁ ସମସ୍ତ ପଦ୍ଧତି ଏବଂ ପାଶ୍ୱର୍ପ୍ରତିକ୍ରିୟା

ଗର୍ଭଧାରଣ ପ୍ରକ୍ରିୟାକୁ ନିବାରଣ କରିବା କିମ୍ବା ଗର୍ଭଧାରଣ ସମ୍ଭାବନାକୁ ପ୍ରତିହତ କରିବାର କ୍ରିୟାକୁ ଗର୍ଭନିରୋଧ କୁହାଯାଏ । ପୁରୁଷର ଶୁକ୍ରାଣୁ ଓ ନାରୀର ଡିମ୍ବାଣୁ କୁ ମିଳନ କରାଈନଦେବାକୁ ହିଁ ଗର୍ଭନିରୋଧର…

ଏକାଠି ନଜର ଆସିବେ ହ୍ରିତିକ, ସଲମାନ, ଶାହାରୁଖ: ଦର୍ଶକଙ୍କୁ ମିିଳିବ ‘ଆଭେଞ୍ଜର ଏଣ୍ଡଗେମ୍’ ଭଳି ଅନୁଭୂତି

ମୁମ୍ବାଇ: ‘ପଠାନ’ ରେ ଶାହାରୁଖ ଖାନ୍ ଙ୍କ ଚରିତ୍ର, ‘ଟାଇଗର’ ରେ ସଲମାନ ଖାନଙ୍କ ଚରିତ୍ର ଏବଂ ହ୍ରିତିକ ରୋଶନଙ୍କ ‘କବୀର’ ଚରିତ୍ରକୁ ଏକାଠି ଦେଖିବାକୁ ଅପେକ୍ଷା କରିଛନ୍ତି ଫ୍ୟାନ୍ । ଏହାରି ମଧ୍ୟରେ ଅନୁମାନ କରାଯାଉଛି…

Video: ବିଜୟ ଚୌକରେ ପାଳିତ ହେଲା ବିଟିଂ ଦ ରିଟ୍ରିଟ୍, ଆକାଶରେ କମାଲ କଲେ ୧୦୦୦ ସ୍ୱଦେଶୀ ଡ୍ରୋନ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ମହା ସମାରୋହରେ ପାଳିତ ହୋଇ ଯାଇଛି ବିଟିଂ ଦ ରିଟ୍ରିଟ୍ । ବିଜୟ ଚୌକରେ ପାଳିତ ହୋଇଥିବା ଏହି ସମାରୋହ ଉତ୍ସବରେ ୧୦୦୦ରୁ ଅଧିକ ମେଡ ଇନ ଇଣ୍ଡିଆ ଡ୍ରୋନ କମାଲ ଦେଖାଇଥିଲେ ।…

ଟିକାକରଣରେ ଆଉ ଏକ ମାଇଲଖୁଣ୍ଟ: ଦେଶରେ ୧ କୋଟି ପାର କଲା ବୁଷ୍ଟର ଡୋଜ୍

ନୂଆଦିଲ୍ଲୀ: ଦେଶରେ କୋଭିଡ ଟିକାକରଣ କ୍ଷେତ୍ରରେ ଆଜି ଆଉ ଏକ ମାଇଲଖୁଣ୍ଟ ସ୍ଥାପନ ହୋଇଛି । ଦେଶରେ ୧କୋଟିରୁ ଅଧିକ ଯୋଗ୍ୟ ହିତାଧିକାରୀଙ୍କୁ ବୁଷ୍ଟର ଡୋଜ୍ ଟିକା ପ୍ରଦାନ କରାଯାଇଛି ।  ଦେଶରେ ଗତ ୧୦ତାରିଖରୁ…

ଆଗକୁ ପରୀକ୍ଷା: ଅନଲାଇନ ପାଠପଢ଼ା ନେଇ ବଢ଼ୁଛି ଚିନ୍ତା

ଭୁବନେଶ୍ୱର: ପ୍ରାୟ ୨ ବର୍ଷରୁ ଅଧିକ ସମୟ ଧରି କାୟା ବିସ୍ତାର କରିଥିବା କରୋନା ମହାମାରୀ ଯୋଗୁଁ ବିଶେଷ ଭାବରେ ପ୍ରଭାବିତ ଶିକ୍ଷାକ୍ଷେତ୍ର । ଶିକ୍ଷାନୁଷ୍ଠାନ ଗୁଡ଼ିିକ ବନ୍ଦ ରହିଥିବାରୁ ବିକଳ୍ପ ବ୍ୟବସ୍ଥା ଅନଲାଇନରେ…

ବର ବିବାହରେ ମାଗିଲା କ୍ରେଟା କାର, କନ୍ୟା ବାହାଘର ବନ୍ଦ କରି ଥାନାରେ ଦେଲା ଏତଲା

ନୂଆଦିଲ୍ଲୀ: ବାହାଘର ଚୂଡାନ୍ତ ହୋଇ ସାରିଥିଲା। ସେଥିପାଇଁ ବର ଏବଂ କନ୍ୟା ପକ୍ଷଙ୍କ ତରଫରୁ ପ୍ରସ୍ତୁତି ଜୋରସୋରରେ ଚାଲିଥିଲା। ତେବେ ଅଚାନକ ବର ଘର ପକ୍ଷରୁ ଯୌତୁକ ଦାବି ବଢିବାରେ ଲାଗିଲା। ବର ପକ୍ଷ ଯୌତୁକରେ…

(ଭିଡିଓ) ୭୦୦୦ ଟଙ୍କା ପାଇଁ ନବଜାତକୁ ବିକିଦେଲା ବାପା: ଅଭିଯୋଗ ପରେ ଉଦ୍ଧାର ହେଲା ଶିଶୁକନ୍ୟା

ଯାଜପୁର ଜିଲ୍ଲା ଧର୍ମଶାଳା ଥାନା କୋତପୁର ପଂଚାୟତର ସାନରାଇପଡା ଗ୍ରାମରେ ଅଭାବନୀୟ ଘଟଣା। ଜନ୍ମିତ ଶିଶୁକନ୍ୟାକୁ ୭ହଜାର ଟଙ୍କାରେ ବିକି ଦେଲା ବାପା। ସାନରଇପଡା ଗ୍ରାମର ରାମଚନ୍ଦ୍ର ବେହେରାଙ୍କ ଝିଅ କାଂଚନ ଗତ ୨୭…

ମୂଷା ଠାରୁ ବ୍ୟାପିଥିଲା କି ଓମିକ୍ରନ? ଆଶ୍ଚର୍ଯ୍ୟକର ଖୁଲାସା କଲେ ବୈଜ୍ଞାନିକ

ନୂଆଦିଲ୍ଲୀ: କରୋନା ଭାଇରସର ନୂତନ ଭାରିଆଣ୍ଟ ଓମିକ୍ରନ ବର୍ତ୍ତମାନ ବ୍ୟାପିବାରେ ଲାଗିଛି । ଯଦିଓ ଏହା ଅଧିକ ସଂକ୍ରମିତ କରୁଛି ତଥାପି ଏହା ଡେଲଟା ଭାରିଆଣ୍ଟ ଅପେକ୍ଷା କମ ବିପଜ୍ଜନକ । ସମଗ୍ର ଦୁନିଆରେ କରୋନାର ମାମଲା…

ପଞ୍ଜାବ ନିର୍ବାଚନ; କେଜ୍ରିୱାଲଙ୍କ ବଡ଼ ବୟାନ, କହିଲେ ଧର୍ମ ପରିବର୍ତ୍ତନ ବିରୋଧରେ ହେଉ ଆଇନ, କିନ୍ତୁ…

ପଞ୍ଜାବରେ ନିର୍ବାଚନ ପ୍ରଚାର ଜୋର ଧରିବାରେ ଲାଗିଛି । ଅବଶ୍ୟ ରାଜନୈତିକ ରାଲି ଉପରେ କରୋନା ଯୋଗୁଁ କଟକଣା ଲାଗିଛି । କିନ୍ତୁ ବିଭିନ୍ନ ମାଧ୍ୟମରେ ନେତାମାନେ ନିର୍ବାଚନୀ ପ୍ରଚାର କରୁଛନ୍ତି । ସବୁଠାରୁ ଅଧିକ ପ୍ରେସ୍…

କେଉଁ ଦଳ ପାଖରେ ରହିଛି କେତେ ସମ୍ପତ୍ତି: ସାମ୍ନାକୁ ଆସିଲା ଏଡିଆର ରିପୋର୍ଟ

ନୂଆଦିଲ୍ଲୀ: ରାଜନୈତିକ ଦଳମାନଙ୍କ ମଧ୍ୟରେ କାହାର କେତେ ସଂପତ୍ତି ରହିଛି ଏନେଇ ଏଡିଆର ରିପୋର୍ଟରେ ପ୍ରକାଶ ପାଇଛି ତଥ୍ୟ । ଉଭୟ ଜାତୀୟ ଏବଂ ଆଞ୍ଚଳିକ ଦଳମାନଙ୍କର ସମ୍ପତ୍ତି କେତେ ରହିଛି ତାହା ରିପୋର୍ଟରେ ଉଲ୍ଲେଖ…