CHARIDHAM

ବାଇଗଣ କିଆରିରେ ଗାଈପଶିବାରୁ ମାରପିଟ୍‌, ଗାଈ ମାଲିକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ବାଲିପାଟଣା (ଭାସ୍କର ନ୍ୟୁଜ୍‌): ବାଲିପାଟଣା ଥାନା ଅନ୍ତର୍ଗତ ପୂବାଗଡ଼ରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି । ବିଲରେ ପଶି ଗାଈ ବାଇଗଣ ଖାଇଯିବାରୁ ପାଟିତୁଣ୍ଡ ପରେ ମାର୍‌ ପିଟ୍‌ରେ ପରିଣତ ହୋଇ ଜଣଙ୍କ ମୁଣ୍ଡ ଫାଟି…

ଟିକା ନନେଲେ କାଫେ-ରେଷ୍ଟୁରାଣ୍ଟକୁ ପ୍ରବେଶ ନିଷେଧ, ଓମିକ୍ରନ ଭାରିଆଣ୍ଟ୍ ସହିତ ଲଢ଼ିବା ପାଇଁ ସରକାରଙ୍କ ନୂଆ ରଣନୀତି

ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ କରୋନାର ନୂତନ ଭାରିଆଣ୍ଟ ଓମିକ୍ରନ ତାଣ୍ଡବ ରଚିବାରେ ଲାଗିଛି । ସଂକ୍ରମଣର ବେଗ ଦିନକୁ ଦିନ ବୃଦ୍ଧି ପାଉଛି । ଖାସ୍ କରି ୟୁକେ, ଆମେରିକା, ଫ୍ରାନ୍ସ, ଦକ୍ଷିଣ ଆଫ୍ରିକା, ବ୍ରିଟେନ୍ ଆଦି…

ନିର୍ଜନ ଜାଗାରେ ଅଙ୍ଗନୱାଡି କର୍ମୀ ଗ୍ରହଣ କରୁଛନ୍ତି ପେଟି ପେଟି ଜିନିଷ, ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ସାଧାରଣରେ ଚର୍ଚ୍ଚା

ଚିକିଟି, (ଭାସ୍କର ନ୍ୟୁଜ୍‌): ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଚିକିଟି ବ୍ଲକର ଅଜବ ନୀତି ସମସ୍ତଙ୍କୁ ଚକିତ କରିଦେଇଛି । ସୂଚନା ପ୍ରକାରେ ସୋମବାର ସାନ୍ଧ୍ୟ ସମୟରେ ଚିକିଟି ପେଙଋର ଋଷିଦଲି ପାହାଡ଼ ନିକଟରେ ଏକ ନିଛାଟିଆ…

ଆଜିଠୁ ହାଇକୋର୍ଟରେ ହେବ ଶୁଣାଣି, ଦୁଇ ଜଣିଆ ଖଣ୍ଡପୀଠ ଓ ଜଣିକିଆ ଖଣ୍ଡପୀଠରେ କେବଳ ଅତି ଜରୁରୀ ମାମଲାର ହେବ ଶୁଣାଣି

କଟକ (ଭାସ୍କର ନ୍ୟୁଜ୍‌):  ଆଜିଠୁ ଓଡ଼ିଶା ହାଇକୋର୍ଟ ପୁଣି ଥରେ କାର୍ଯ୍ୟକ୍ଷମ ହେବ । ହାଇକୋର୍ଟ କର୍ମଚାରୀ ସମେତ ହାଇକୋର୍ଟର ଅନ୍ୟାନ୍ୟ ଜୁଡିସିଆଲ୍‌ ଷ୍ଟାଫ୍‌ କରୋନାରେ ଆକ୍ରାନ୍ତ ହେବା କାରଣରୁ ଗତ ୧୩ ତାରିଖରୁ ୧୭…

ଜାନୁଆରୀ ୨୩ ବେଳକୁ ଦେଶରେ କରୋନା ପିକ୍, ଦୈନିକ ଚିହ୍ନଟ ହେବ ୭ ଲକ୍ଷ ମାମଲା

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି । ବର୍ତ୍ତମାନ ଦେଶରେ ଦୈନିକ ୨ ଲକ୍ଷରୁ ଅଧିକ କରୋନା ପଜିଟିଭ୍ ଚିହ୍ନଟ ହେଉଛନ୍ତି । ଗତକାଲି ୨ ଲକ୍ଷ ୫୮ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିଲେ ।…

ରେଭେନ୍‌ସା ମହାନଦୀ କ୍ୟାମ୍ପସ୍‌ କେବେ ! ଶିଳାନ୍ୟାସକୁ ପୁରିଲା ୬ ବର୍ଷ

କଟକ (ଭାସ୍କର ନ୍ୟୁଜ୍‌): ରେଭେନ୍‌ସା ବିଶ୍ୱବିଦ୍ୟାଳୟର ଦି୍ୱତୀୟ କ୍ୟାମ୍ପସ୍‌’ର ଶିଳାନ୍ୟାସକୁ ଇତି ମଧ୍ୟରେ ଦୀର୍ଘଦିନ ବିତିଲାଣିା କଟକର ସାଟେଲାଇଟ୍‌ ସିଟି ମର୍କନନଗର ସେକ୍ଟର ୧୩ ନିକଟସ୍ଥ ବ୍ରଜବିହାରୀପୁର ଠାରେ…

ଭୁବନେଶ୍ୱର ସିଭ୍‌ଲ କୋର୍ଟରେ କରୋନା ଆତଙ୍କ: ଏକାଧିକ କର୍ମଚାରୀ ସଂକ୍ରମିତ ଚିହ୍ନଟ, ୨ ଦିନ ପାଇଁ କାର୍ଯ୍ୟାଳୟ ସିଲ୍

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍) : ଭୁବନେଶ୍ୱର ସିଭ୍‌ଲ କୋର୍ଟରୁ ପୁଣି ଆତଙ୍କ ଖେଳାଇଲା କରୋନା।  ଏକାଧିକ କର୍ମଚାରୀ କୋଭିଡ଼ ପଜିଟିଭ୍‌ ବାହାରିବା ପରେ କୋର୍ଟକୁ  ସିଲ୍‌ କରିଛି ବିଏମ୍‌ସି ।  ଦୁଇ ଦିନ ଅର୍ଥାତ ୧୮…

ପତ୍ନୀ ଐଶ୍ୱର୍ଯ୍ୟା ରଜନୀକାନ୍ତଙ୍କ ଠାରୁ ଅଲଗା ହେଲେ ସୁପରଷ୍ଟାର ଧନୁଷ

ମୁମ୍ବାଇ : ତାମିଲ୍ ସୁପରଷ୍ଟାର ଧନୁଷ ଓ ପତ୍ନୀ ଐଶ୍ୱର୍ଯ୍ୟା ରଜନୀକାନ୍ତଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଘଟିଛି । ଦୀର୍ଘ ୧୮ ବର୍ଷ ବୈବାହିକ ଜୀବନ ବିତାଇବା ପରେ ଉଭୟ ପରସ୍ପରଠାରୁ ଅଲଗା ରହିବା ପାଇଁ ନିଷ୍ପତ୍ତି…

ନିର୍ବାଚନ ପୂର୍ବରୁ ଅଘୋଷିତ ସରପଞ୍ଚ ପଦବୀ ନିଲାମ ପ୍ରସଙ୍ଗ, ନିର୍ବାଚନ କମିଶନଙ୍କ ଜବାବ ତଲବ

ବଲାଙ୍ଗୀର, (ଭାସ୍କର ନ୍ୟୁଜ) : ଚଳିତ ପଞ୍ଚାୟତ ନିର୍ବାଚନ ନାମାଙ୍କନ ଦାଖଲ ପୂର୍ବରୁ ଅଘୋଷିତ ସରପଞ୍ଚ ଚୟନ ହୋଇଛି । ସରପଞ୍ଚ ଚୟନ ପାଇଁ ଆପଣା ଯାଇଛି ନୂଆ ଫଣ୍ଡା । ନିଲାମ ମାଧ୍ୟମରେ ସରପଞ୍ଚ ଚୟନ କରାଯାଇଛି ।…

କରୋନା ନୂଆ ଭାରିଆଣ୍ଟକୁ ମାତ୍‌ ଦେବ ଭାରତୀୟ ଟିକା, ହ୍ୟୁମାନ ଟ୍ରାଏଲ ଖୁବ୍‌ ଶୀଘ୍ର

ପୁନେ : କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ମୁକାବିଲା କରିବା ପାଇଁ ଭାରତରେ ପ୍ରଚଳିତ ଟିକାକୁ ନେଇ ବିଶେଷଜ୍ଞମାନେ ବିଭିନ୍ନ ମତ ଦେଉଥିବା ବେଳେ ଖୁବ ଶୀଘ୍ର ଆଉ ଏକ ଭାରତୀୟ ଟିକା ବଜାରକୁ ଆସିବାକୁ ଯାଉଛି । ପୁନେସ୍ଥିତ…