ବାଲିମେଳା ବନ ବିଭାଗ ଦ୍ୱାରା ଉଦ୍ଧାର ହେଲା ଘଡ଼ିଆଳ: ମାଛ ମାରିବା ବେଳେ ଦେଖିଥିଲେ ସ୍ଥାନୀୟ ଲୋକେ
ମାଲକାନଗିରି ଜିଲ୍ଲା ଷୋମନାଥପୁର ପଞ୍ଚାୟତ ଅନ୍ତର୍ଗତ ସଦାଶିବପୁର ଗ୍ରାମ ନିକଟସ୍ଥ ସାମୁହିକ ପୋଖରୀରୁ ଏକ ଘଡ଼ିଆଳ କୁମ୍ଭୀର ଉଦ୍ଧାର କରାଯାଇଛି । ସୂଚନା ଅନୁଯାୟୀ ଆଜି ସକାଳ ୧୨ ସମୟରେ କିଛି ଗ୍ରାମବାସୀ ଗ୍ରାମ ପୋଖରୀରୁ…