ଆପଣ Dalmia, UltraTech ଓ ACC ଆଦି କମ୍ପାନୀର ସିମେଣ୍ଟରେ ଘର କରିଛନ୍ତି କି? ହୋଇଯାଆନ୍ତୁ ସାବଧାନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତକାଲି କଟକ ଜିଲ୍ଲାର ଜଗତପୁର ପୀରବଜାରସ୍ଥିତ ଏକ ସିମେଣ୍ଟ କାରଖାନାକୁ ପୋଲିସ ସିଲ୍ କରିଥିଲା । ଅପମିଶ୍ରଣ ଓ ନକଲି ସିମେଣ୍ଟ ପ୍ରସ୍ତୁତ କରାଯାଉଥିବା ଭଳି ଗୁରୁତର ଅଭିଯୋଗ ଉକ୍ତ…