ରାଜଧାନୀରେ ଚାଲିଥିଲା ଚୋରା ମଦ କାରବାର: ଚଢ଼ାଉ ବେଳେ ୧୨ ଲିଟର ମଦ ଜବତ, ୨ ଗିରଫ
ବାରଙ୍ଗ (ଭାସ୍କର ନ୍ୟୁଜ୍): ବାରଙ୍ଗ ଥାନା ଅନ୍ତର୍ଗତ ପାଟପୁର ଗ୍ରାମରେ ବାରଙ୍ଗ ପୋଲିସ ଚଢାଉ କରି ବେଆଇନ ଚୋରା ଦେଶୀ ମଦ ଜବତ କରିଛି । ଚଢାଉ ସମୟରେ ୧୨ଲିଟର ମଦ ଜବତ କରିଥିଲା । କାରବାର ହେଉଥିବା କୌଣସି ସୂତ୍ରରୁ…