Breaking News DSP ପାହ୍ୟାକୁ ପଦୋନ୍ନତି ପାଇଲେ ୫୯ Police Inspector, ଦେଖନ୍ତୁ ଲିଷ୍ଟ Manas Pradhan Dec 29, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ପୋଲିସ ବିଭାଗରେ କାର୍ଯ୍ୟରତ ୫୯ ଜଣ ଇନ୍ସପେକ୍ଟର ଡିଏସପି ପାହ୍ୟାକୁ ପ୍ରମୋସନ ପାଇଛନ୍ତି । ଏହି ତାଲିକାରେ ଅଛନ୍ତି ଜୟନାରାୟଣ ପଟେଲ, ହୃଦାନନ୍ଦ ବେହେରା, ଶ୍ରୀନିବାସ ସାମଲ,…
Breaking News ଗୋଟିଏ ପଟେ ଓମିକ୍ରନ ବଢ଼ୁଛି, ଅନ୍ୟପଟେ ରାଜ୍ୟରେ ସ୍କୁଲ ଖୋଲୁଛି, ଏହା ସଂକ୍ରମଣ ବଢ଼ାଇବନି ତ Manas Pradhan Dec 29, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ବର୍ତ୍ତମାନ ସମଗ୍ର ବିଶ୍ୱରେ ଚିନ୍ତା ବଢ଼ିଯାଇଛି । ଇତିମଧ୍ୟରେ ଓଡ଼ିଶାରେ ବତ୍ତର୍ମାନ ସୁଦ୍ଧା ୮ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି ।…
Featured ପିକ୍ନିକ୍ ପାଇଁ ସୌନ୍ଦର୍ଯ୍ୟକରଣ ଓ ବାଉଁଶ ପୋଲ ନିର୍ମାଣ, ଜାଣନ୍ତୁ ଏହି ସ୍ଥାନଟି କେଉଁଠି… Abinash Kumar Dhal Dec 29, 2021 ମାଲକାନଗିରି (ଭାସ୍କର ନ୍ୟୁଜ୍): ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ସଦର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗାଙ୍ଗରାଜ ଗୁମା ନିକଟରେ ଥିବା ନଦୀରେ, ମନରେଗା ମାଧ୍ୟମରେ ବଡ଼ ବଡ଼ ପଥରରେ ଚିତ୍ର ଆଙ୍କିବା ସହ ଝରଣାରେ ବାଉଁଶ…
Breaking News ଓମିକ୍ରନ୍ ଆତଙ୍କ, ୧୧ ହଜାରରୁ ଅଧିକ ଫ୍ଲାଇଟ୍ କ୍ୟାନସଲ୍, ଯାତ୍ରୀ ହନ୍ତସନ୍ତ Abinash Kumar Dhal Dec 29, 2021 ନୂଆଦିଲ୍ଲୀ: ବିଶ୍ୱରେ ଚିନ୍ତା ବଢ଼ାଉଛି ଓମିକ୍ରନ୍ ସଂକ୍ରମଣ । ଦିନକୁ ଦିନ ଏହି ସଂକ୍ରମଣ ସଂଖ୍ୟା ବଢ଼ି ଚାଲିଛି । ଆମେରିକା ଏବଂ ବ୍ରିଟେନ ସମେତ ଅନେକ ଦେଶରେ ଓମିକ୍ରନ ଆତଙ୍କ ମଧ୍ୟରେ କରୋନା ମାମଲା ଦ୍ରୁତ ଗତିରେ…
Breaking News (VIDEO) କରୋନା ଭ୍ୟାକ୍ସିନର ବୁଷ୍ଟର ଡୋଜ୍ ନେଇ ଆସିଲା ଗାଇଡଲାଇନ୍: ଜାଣନ୍ତୁ ଏନେଇ ସରକାର କ’ଣ କହିଲେ Manas Pradhan Dec 29, 2021 ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ କୋଭିଡ୍ ଭ୍ୟାକ୍ସିନର ବୁଷ୍ଟର ଡୋଜ୍ ଲଗାଇବା ନେଇ ଗାଇଡଲାଇନ ଜାରି କରାଯାଇଛି । ବୁଷ୍ଟର ଡୋଜ୍ ୬୦ ବର୍ଷରୁ ଅଧିକ ବୟସ୍କଙ୍କୁ ପ୍ରଦାନ କରାଯିବ । ଗମ୍ଭୀର ବିମାରୀରେ ଆକ୍ରାନ୍ତ…
Breaking News ଆଇସିସି ଟେଷ୍ଟ କ୍ରିକେଟ୍ର ଅଫ ଦି ଇୟର ପୁରସ୍କାର: ଅଶ୍ୱିନଙ୍କ ସହିତ ୪ ଖେଳାଳିଙ୍କ ନାମ ସୁପାରିସ, ଜାନୁୟାରୀ ୨୪ରେ ନାଁ ଘୋଷଣା Abinash Kumar Dhal Dec 29, 2021 ଦୁବାଇ: ଭାରତୀୟ ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ସହିତ ୪ ଖେଳାଳିଙ୍କ ନାମ ଆଇସିସି ଟେଷ୍ଟ କ୍ରିକେଟର ଅଫ ଦିନ ଇୟର ପୁରସ୍କାର ପାଇଁ ସୁପାରିସ କରା ଯାଇଛି । ଅଶ୍ୱିନ ଚଳିତ ବର୍ଷ ୮ ଟେଷ୍ଟ ଖେଳି ୫୨ ୱିକେଟ ଅକ୍ତିଆର…
Breaking News ଭାରତର ୧୩ ବଡ଼ ସହରରେ ଆରମ୍ଭ ହେବ ୫ଜି ସେବା, ଆସନ୍ତା ବର୍ଷରୁ ଉପଭୋକ୍ତାଙ୍କୁ ମିଳିବ ଫାଇଦା Abinash Kumar Dhal Dec 29, 2021 ନୂଆଦିଲ୍ଲୀ: ଦୂରସଞ୍ଚାର ମନ୍ତ୍ରାଳୟ ଦ୍ୱାରା ପରିଚାଳିତ ହେଉଥିବା ୫ଜି ପରୀକ୍ଷଣ ଯୋଜନା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଡିସେମ୍ବର ୩୧ ତାରିଖ ସୁଦ୍ଧା ଏହି ପରୀକ୍ଷଣ ଶେଷ ହେବ ବୋଲି ଆଶା କରାଯାଉଛି । ଏୟାରଟେଲ, ଜିଓ…
Breaking News କାନପୁରରେ ୧୧,୦୦୦ କୋଟି ଟଙ୍କାର ମେଟ୍ରୋ ପ୍ରକଳ୍ପ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ, ଫଟୋ ଉଠାଇ ସୋସିଆଲ ମିଡ଼ିଆରେ ସେୟାର କଲେ ମୋଦି Abinash Kumar Dhal Dec 29, 2021 ଲକ୍ଷ୍ନୌ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ୟୁପିର କାନପୁରରେ ୧୧,୦୦୦ କୋଟି ଟଙ୍କାର ମେଟ୍ରୋ ପ୍ରକଳ୍ପ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ମୋଦି ମେଟ୍ରୋ ଟ୍ରେନ୍ରେ ଯାତ୍ରା କରିଥିଲେ । ତାଙ୍କ ସହ…
Breaking News ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୬୨ତମ ପ୍ରତିଷ୍ଠା ଦିବସ, ବାଘ ଛୁଆଙ୍କ ନାମ କରଣ କରାଯିବ Abinash Kumar Dhal Dec 29, 2021 ବାରଙ୍ଗ (ଭାସ୍କର ନ୍ୟୁଜ୍): ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ୬୨ତମ ପ୍ରତିଷ୍ଠା ଦିବସରେ ପ୍ରତିଷ୍ଠା ଦିବସ। ଚଳିତ ବର୍ଷ ଧଳା ବାଘୁଣୀ ବିଜୟା ଗର୍ଭରୁ ଜନିତ ୩ ବାଘ ଛୁଆ ଓ ବାଘୁଣୀ ମେଘା ଜନ୍ମ ଦେଇଥିବା ୩ଟି ଶାବକଙ୍କର…
Breaking News ନାବାଳିକା ଛାତ୍ରୀକୁ ଅସଦାଚରଣ ଅଭିଯୋଗ, ରଙ୍ଗିଲା ଟ୍ୟୁସନ ସାର୍ଙ୍କୁ ବାନ୍ଧିଲା ପୁଲିସ Abinash Kumar Dhal Dec 29, 2021 ଡେଲାଙ୍ଗ (ଭାସ୍କର ନ୍ୟୁଜ୍): ଡେଲାଙ୍ଗ ଥାନା ଅଞ୍ଚଳରେ ଜଣେ ୯ ବର୍ଷର ୪ର୍ଥ ଶ୍ରେଣୀ ଛାତ୍ରୀକୁ ଅସଦାଚରଣ କରିଥିବା ଅଭିଯୋଗରେ ଟିଉସନ ମାଷ୍ଟରକୁ ଡେଲାଙ୍ଗ ପୁଲିସ ଗିରଫ କରିଛି । ଗିରଫ ହୋଇଥିବା ଅଭିଯୁକ୍ତ ହେଲେ ସେହି…