CHARIDHAM

ଭିଜିଲାନ୍ସ ଚଢ଼ାଉ: ୧୫ ଘଣ୍ଟାର ରେଡ୍ ପରେ ମିଳିଲା ମାତ୍ରେ ୧୭ ହଜାର, ରାତି ୧୨ଟାରେ ଫେରିଲେ ଟିମ୍: ସପା ନେତା ରାଜୀବ ରାୟ

ଲଖନଉ: ଆଜି ଉତ୍ତରପ୍ରଦେଶର ଅନେକ ଜିଲ୍ଲାର ସମାଜବାଦୀ ପାର୍ଟି ନେତାଙ୍କ ଘର ଉପରେ ଆୟକର ବିଭାଗର ଚଢ଼ାଉ ପ୍ରକ୍ରିୟା ଜାରି ରହିଛି। ତେବେ ଆୟକର ବିଭାଗ ଟିମ୍ ସପାର ଜାତୀୟ ସଚିବ ତଥା ମୁଖପାତ୍ର ରାଜୀବ ରାୟଙ୍କ ବାସଭବନରୁ…

କେରଳରେ ବିଜେପି ଓ ଏସଡିପିଆଇ ନେତାଙ୍କ ହତ୍ୟା, ୨୪ ଘଣ୍ଟାରେ ଦୁଇ ମର୍ଡର, ୧୪୪ ଧାରା ଲାଗୁ

ବେଙ୍ଗାଲୁରୁ : ବିଜେପି ସମେତ ଦୁଇ ପାର୍ଟିର ନେତାଙ୍କ ହତ୍ୟା କେରଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଏହି ଘଟଣା ରବିବାର ସକାଳେ ଅଲପ୍ପୁଝା ଜିଲ୍ଲାରେ ଘଟିଛି । ହତ୍ୟାକାଣ୍ଡ ପରେ ଉତ୍ତେଜନାମୂଳକ ସ୍ଥିତିର ନିୟନ୍ତ୍ରଣ ପାଇଁ…

ଧର୍ମାନ୍ତରଣ କରାଇଲେ ମିଳିବ କଡା ଦଣ୍ଡ, ୧୦ ବର୍ଷ ଜେଲ୍ ଏବଂ ୫ ଲକ୍ଷ ଜରିମାନା

ବେଙ୍ଗାଲୁରୁ : ଧର୍ମାନ୍ତରଣ କରାଇଲେ ମିଳିବ କଡା ସଜା । କର୍ଣ୍ଣାଟକର ବିଜେପି ସରକାର ବିଧାନସଭା ଅଧିବେଶନରେ ଆଣିବାକୁ ଯାଉଛନ୍ତି ଧର୍ମାନ୍ତରଣ ବିରୋଧୀ ଆଇନ । ବିଜେପିର ବସବରାଜ ବୋମ୍ମଇ ସରକାର ଏହାର ସଙ୍କେତ ଦେଇଛନ୍ତି…

ଗୁଗୁଲ ବ୍ୟବହାର କରିବା ବେଳେ ଭୁଲରେ ବି କରନ୍ତୁନି ଏହି କାମ, ନଚେତ୍ ହୋଇଯିବ ଜେଲ୍

ଓଡ଼ିଶା ଭାସ୍କର ବ୍ୟୁରୋ: ସମଗ୍ର ବିଶ୍ୱର ପ୍ରାୟତଃ ସମସ୍ତ ଲୋକ ଗୁଗୁଲ ସର୍ଚ୍ଚ ଇଞ୍ଜିନକୁ ବ୍ୟବହାର କରନ୍ତି । ଏହି ସର୍ଚ୍ଚ ଇଞ୍ଜିନ୍ ଆମର ଅନେକ କାର୍ୟ୍ୟକୁ ସହଜ କରିଥାଏ । ଏହାର ଉତ୍କୃଷ୍ଟ ଆଲଗୋରିଦମ ହେତୁ, ଏହା ଆମକୁ…

ଯଦି ଡେଲଟା ଓ ଓମିକ୍ରନ୍ ଏକାଥରକେ ଜଣଙ୍କୁ ଆଟାକ୍ କରିବେ, ତେବେ ପରିସ୍ଥିତି କ’ଣ ହେବ ଜାଣନ୍ତୁ

ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ବିଶ୍ୱରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଚିନ୍ତା ବୃଦ୍ଧି ପାଇଥିବା ବେଳେ ପୁଣି ଏକ ଭୟଙ୍କର ତଥ୍ୟ ସାମନାକୁ ଆସିଛି । ବିଭିନ୍ନ ଦେଶରେ ମୃତ୍ୟୁର ତାଣ୍ଡବ ରଚିଥିବା ଡେଲଟା ଠାରୁ…

ପାନ୍ କାର୍ଡ ଅସଲି ନା ନକଲି? ଆପଣଙ୍କ ଫୋନ୍ କ୍ୟାମେରା କରିବ ଖୁଲାସା; ଜାଣନ୍ତୁ ଟ୍ରିକ୍

ନୂଆଦିଲ୍ଲୀ: ପାନ୍ କାର୍ଡ ହେଉଛି ଆମର ଏକ ଜରୁରୀ ଡକ୍ୟୁମେଣ୍ଟ୍, ଯାହାର ବ୍ୟବହାର ଆର୍ଥିକ ନେଣଦେଣ ସମୟରେ କରିଥାଉ । ଅନେକ ଥର ପାନ୍ କାର୍ଡ ଅସଲି ନା ନକଲି ଜାଣିବା ପାଇଁ ଆମେ ଜାଣିବାକୁ ଚାହିଁଥାଉ, କୌଣସି କାରଣ ପାଇଁ…

ଆସନ୍ତା ଫେବୃଆରୀରେ ହୋଇପାରେ ପଞ୍ଚାୟତ ନିର୍ବାଚନ, ନିର୍ବାଚନ କମିଶନ ଜାରିକଲେ ନିର୍ଦ୍ଦେଶନାମା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଖୁବଶୀଘ୍ର ହୋଇପାରେ ପଞ୍ଚାୟତ ନିର୍ବାଚନ । ଏନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ଜାରି ହୋଇଛି ନିର୍ଦ୍ଦେଶନାମା । ଏନେଇ ଯେ କୌଣସି ସମୟରେ ବିଜ୍ଞପ୍ତି ପ୍ରକାଶ ପାଇପାରେ । ତେଣୁ…

(ଦେଖନ୍ତୁ ଭିଡିଓ) ବିିସ୍ମୟ ଶିଶୁ ରୁଦ୍ରାଂଶୀ: ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲା ୧୭ ମାସର କୁନି ଝିଅ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିିସ୍ମୟ ଶିଶୁ ରୁଦ୍ରାଂଶୀ । ବୟସ ମାତ୍ର ବର୍ଷେ ୯ ମାସ, ହେଲେ ସେ କିନ୍ତୁ ବିଚକ୍ଷଣ । ଏତେ କମ୍ ବୟସରେ ଏହି ଛୋଟ ପିଲାର ପ୍ରତିଭା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ତୁଳସୀ ଦୁଇ ପତ୍ରରୁ…

ସୁମିତ ରାତିରେ ଲୁଚି ଲୁଚି ଘରକୁ ଆସୁଛନ୍ତି, ଏହା ପଛର କାରଣ କ’ଣ, କାହିଁକି ଏପରି କରୁଛନ୍ତି ସୁମିତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ତପସ୍ୱିନୀ ଦାଶ ଓ ସୁମିତ ସାହୁଙ୍କ ମାମଲା ଇତିମଧ୍ୟରେ ନୂଆ ମୋଡ଼ ନେଇଛି । ଗତ ୧୭ ତାରିଖରୁ ପୁଣି ଧାରଣାରେ ବସି ରହିଛନ୍ତି ତପସ୍ୱିନୀ । ତେବେ ଏହା ମଧ୍ୟରେ ସୁମିତଙ୍କୁ ନେଇ ତପସ୍ୱିନୀଙ୍କ…

୧ କୋଟି ଟଙ୍କାର ‘ହ୍ୱେଲ୍ ବାନ୍ତି’ ଜବତ, କଟକର ବ୍ୟବସାୟୀ ସମେତ ଅନ୍ୟ ଜଣେ ଗିରଫ

ଠାଣେ: ମହାରାଷ୍ଟ୍ରର ଠାଣେର ଦୁଇ ଜଣ ତସ୍କରଙ୍କ ଠାରୁ ୧ କୋଟି ଟଙ୍କାର ଏମ୍ବରଗ୍ରିସ୍ ଜବତ କରାଯାଇଛି । ଯାହାକୁ ସାଧାରଣ ଭାଷାରେ ହ୍ୱେଲ୍ ର ବାନ୍ତି କୁହାଯାଇଥାଏ । ଶନିବାର ଦିନ ପୋଲିସ୍ ଏନେଇ ସୂଚନା ଦେଇଛି । ଏହି…