ଆସନ୍ତା ବର୍ଷ ମାଲାମାଲ୍ ହେବ ବିସିସିଆଇ, ଭାରତରେ ଆୟୋଜନ ହୋଇପାରେ ଆଇପିଏଲ୍
ନୂଆଦିଲ୍ଲୀ: ବିଶ୍ୱ ପୃଷ୍ଠରୁ କରୋନା ମହାମାରୀ ଆତଙ୍କ କେବେ ହଟିବ ,ତାହା କହିବା କିମ୍ବା ପୂର୍ବାନୁମାନ କରିବା କଷ୍ଟକର । କାରଣ କରୋନାର ଲହର ପରେ ଲହର ମାଡି ଆସୁଛି । ତେଣୁ କରୋନା ନିକଟରେ ବିଶ୍ୱର ସମସ୍ତ ଶକ୍ତିଶାଳୀ…