CHARIDHAM

କଙ୍ଗନାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଆବେଦନ କଲେ ଜାଭେଦ ଅଖତର, ମାନହାନି କେସ୍ ସହ ଜଡ଼ିତ ଏହି ମାମଲା

ମୁମ୍ବାଇ: ଦିଗ୍ଗଜ ଲେଖକ ତଥା ଗୀତିକାର ଜାଭେଦ ଅଖତର ଏବଂ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ମଧ୍ୟରେ ବିବାଦ ବିଷୟରେ କାହରିକୁ ଅଛପା ନାହିଁ । ଏହାରି ମଧ୍ୟରେ ଜାଭେଦ ଅଖତର ସୋମବାର ମୁମ୍ବାଇର ଏକ କୋର୍ଟରେ ଯାଚିକା…

ଅନଲାଇନ ଗେମରେ ହାରିଗଲା ପଇସା: ୧୨ ବର୍ଷର ସାନଭାଇକୁ ହତ୍ୟା କରି ପୋତିଦେଲା

ନୂଆଦିଲ୍ଲୀ: ଆଜିକାଲିର ଅତ୍ୟାଧୁନିକ ଯୁଗରେ ପିଲା ପଡିଆକୁ ଯାଇ ଖେଳିବା ଭୁଲିଗଲେଣି । ଘରେ ବସି ଅନଲାଇନ୍ ଗେମ୍ ଖେଳିବା ସେମାନଙ୍କ ନିଶା ପାଲଟିଗଲାଣି । ଘଣ୍ଟା ଘଣ୍ଟା ଫୋନ ଧରି ଅନଲାଇନ୍ ଗେମ୍ରେ ନିଜକୁ ବ୍ୟସ୍ତ…

‘ଆଇଆଇସି କ’ଣ ମୋ ହଜବେଣ୍ଡ୍’: ବିଲ୍ ପୈଠକୁ ନେଇ ଅସନ୍ତୋଷ ପ୍ରକାଶ କଲେ ତପସ୍ୱିନୀ, ଦେଖନ୍ତୁ ଭିଡିଓ…

ଗଞ୍ଜାମ: ସୁମିତ୍ ତପସ୍ୱିନୀ ମାମଲା ଥମିବାର ନାଁ ନେଉନାହିଁ । ଶାଶୁଘରେ ନିଜର ହକ୍ ଦାବି କରି ଧାରଣାରେ ବସିଥିବା ତପସ୍ୱିନୀଙ୍କ ମମାଲାରେ ଶୁଣାଣି କରି ତପସ୍ୱିନୀ ଏବଂ ତାଙ୍କ ସ୍ୱାମୀ ସୁମିତଙ୍କୁ ୭ ଦିନ ପାଇଁ ଏକାଠି…

ହିନ୍ଦି ସିରିଏଲରେ ଅଭିନୟ କରିଛନ୍ତି ବ୍ରହ୍ମାଣ୍ଡ ସୁନ୍ଦରୀ ହରନାଜ ସାନ୍ଧୁ; ଭାଇରାଲ ହେଉଛି ପୁରୁଣା CLIP

ମୁମ୍ବାଇ: ତୃତୀୟ ଭାରତୀୟ ଭାବରେ ବ୍ରହ୍ମାଣ୍ଡ ସୁନ୍ଦରୀ ବା ମିସ୍ ୟୁନିଭର୍ସ ହେବାର ଗୌରବ ହାସଲ କରିଛନ୍ତି ହରନାଜ କୌର ସାନ୍ଧୁ । ୭୦ ତମ ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରତିଯୋଗିତାରେ ଭାରତର ୨୧ ବର୍ଷର ମରୁଡି ଅନ୍ତ କରିଥିଲେ…

ଓମିକ୍ରନ: ମହାରାଷ୍ଟ୍ରରେ ପୁଣି ୮ ଜଣ ସଂକ୍ରମିତ ଚିହ୍ନଟ

ମୁମ୍ବାଇ: ମହାରାଷ୍ଟ୍ରରେ ଆଉ ୮ ନୂଆ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ । ଏହି ୮ ଜଣ ବିଦେଶକୁ ନଯାଇ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ମହାରାଷ୍ଟ୍ରରେ ଏଯାଏଁ ୨୮ ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି । ୯ ଜଣ ସୁସ୍ଥ ହୋଇ ଘରକୁ…

ରୋହିତ ଟେଷ୍ଟରୁ ହଟିବା ପରେ ବିରାଟ ଦିନିକିଆରୁ ହଟିଲେ ! କଣ ଚାଲିଛି ଭାରତୀୟ ଦଳରେ

ମୁମ୍ବାଇ : ଯେବେଠୁ ଦିନିକିଆ ଫର୍ମାଟରେ ରୋହିତ ଶର୍ମାଙ୍କୁ ଅଧିନାୟକ କରାଯାଇଛି ସେହି ଦିନଠୁ ଭାରତୀୟ କ୍ରିକେଟ୍ ଦଳରେ ବିବାଦ ଥମିବାର ନାଁ ନେଉନାହିଁ। ପୂର୍ଣ୍ଣକାଳୀନ ଅଧିନାୟକ ହେବା ପରେ ରୋହିତ ସାମ୍ବାଦିକ…

ମନ୍ତ୍ରୀଙ୍କ ଆଚରଣରେ ଖପ୍ପା ବାଚସ୍ପତି, କହିଲେ- ଗୃହରେ ଚଲାନ୍ତୁ ନାହିଁ ନିଜ କାର୍ଯ୍ୟାଳୟ

ନୂଆଦିଲ୍ଲୀ: ଗୃହରେ ମନ୍ତ୍ରୀମାନଙ୍କ ଅଶୋଭନୀୟ ଆଚରଣରେ ମର୍ମାହତ ବାଚସ୍ପତି ଓମ ବିର୍ଲା। ଏ ନେଇ ସେ ମନ୍ତ୍ରୀମାନଙ୍କୁ ଉପଦେଶ ଦେବା ସହ ଗୃହ ଭିତରେ ନିଜର ମନ୍ତ୍ରଣାଳୟ ନଚଳାଇବାକୁ କହିଛନ୍ତି। ମଙ୍ଗଳବାର ଲୋକସଭାରେ…

ଭୁବନେଶ୍ୱର ବିମାନ ବନ୍ଦରରେ ବୋମା ଆତଙ୍କ: ଡଗ ସ୍କ୍ୱାଡ ସହାୟତାରେ ହେଲା ଖୁଲାସା, ଦେଖନ୍ତୁ Video

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମଙ୍ଗଳବାର ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ଖେଳି ଯାଇଥିଲା ଆତଙ୍କ । ବିମାନ ବନ୍ଦର ଟର୍ମିନାଲରେ ଏକ ଧଳା ଜରି ରହିଥିବା ବେଳେ ଏହା ମଧ୍ୟରେ କିଛି ବିସ୍ଫୋରକ…

ମହିଳାଙ୍କୁ ବିନା ବସ୍ତ୍ରରେ ଠିଆ କରାଇଲା ପୋଲିସ, ଏବେ ଦେବାକୁ ହେବ ୨୨ କୋଟି

ନୂଆଦିଲ୍ଲୀ: ମହିଳାଙ୍କୁ ର୍ଦୁବ୍ୟବହାର ପୋଲିସକୁ ପଡ଼ିଲା ମହଙ୍ଗା । କୃଷ୍ଣକାୟ ମହିଳାଙ୍କୁ ର୍ଦୁବ୍ୟବହାର କରିବା ଅଭିଯୋଗରେ ପୋଲିସକୁ ଦେବାକୁ ହେବ ୨୨ କୋଟି କ୍ଷତିପୂରଣ । ଏହି ଘଟଣା ଘଟିଛି ଆମେରିକାର ଚିକାଗୋ ସହରରେ ।…

ଓମିକ୍ରନ୍: ରିସ୍କ ଦେଶରୁ ଆସିଲେ କରିବାକୁ ହେବ ପ୍ରି-ବୁକିଂ ଟେଷ୍ଟ

ନୂଆଦିଲ୍ଳୀ: ଓମିକ୍ରନ କଟକଣା କଡ଼ା କଲା ବିମାନ ଚଳାଚଳ ମନ୍ତ୍ରାଳୟ । ଡିସେମ୍ବର ୨୦ରୁ ଆଟ୍ ରିସ୍କ ଦେଶରୁ ଆସୁଥିଲେ କରାଇବାକୁ ହେବ ପ୍ରି-ବୁକିଂ ଆରଟିପିସିଆର ଟେଷ୍ଟ । ଦେଶର ପ୍ରମୁଖ ୬ଟି ବିମାନ ବନ୍ଦର ପାଇଁ…