Whatsapp କୁ ଟକ୍କର ଦେବ Gmail ର ଏହି ନୂଆ ଫିଚର? ଆପ୍ ରେ ମିଳିବ ଏହି ସୁବିଧା
ହ୍ୱାଟ୍ସଆପ କୁ ଟକ୍କର ଦେବ ଜିମେଲ୍ ର ନୂଆ ଫିଚର । ଜିମେଲ୍ ଦ୍ୱାରା ଏବେ କଲ୍ ମଧ୍ୟ କରାଯାଇପାରିବ । ଗୁଗଲ ଏହି ସୁବିଧା ଆରମ୍ଭ କରିଛି । ଗୁଗଲର ଏହି ଫିଚର ବ୍ୟବହାର କରିବା ପାଇଁ ଆପଣଙ୍କ ଜିମେଲ ଆପ୍ ଲେଟେଷ୍ଟ ବା…