ଭିଜିଲାନ୍ସ ଜାଲରେ ଫରେଷ୍ଟର, ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ଫସିଛନ୍ତି ଜଣେ ଫରେଷ୍ଟର । ଗଜପତି ଜିଲ୍ଲାର ନୂଆଗଡ଼ ଫରେଷ୍ଟର ଗଣେଶ ପ୍ରଧାନଙ୍କ ଘରେ ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରାଯାଇଛି । ଭିଜିଲାନ୍ସ ଟିମ୍…

ବାୟୁରେ ବ୍ୟାପୁଛି ଓମିକ୍ରନ, ରିସର୍ଚ୍ଚରୁ ପଦାକୁ ଆସିଲା ନୂଆ ତଥ୍ୟ

ନୂଆଦିଲ୍ଲୀ: ଓମିକ୍ରନ ବର୍ତ୍ତମାନ ସମଗ୍ର ବିଶ୍ୱର ଚିନ୍ତା ବଢ଼ାଇ ଦେଇଛି । ତେବେ ଏହି ଭୟଙ୍କର ଭାରିଆଣ୍ଟିକୁ ନେଇ ଆବଶ୍ୟକ ତଥ୍ୟ ପଦାକୁ ଆସିନଥିବା ବେଳେ ବୈଜ୍ଞାନିକମାନେ ଏ ଦିଗରେ ପ୍ରୟାସ ଜାରି ରଖିଛନ୍ତି । ତେବେ ଏଭଳି…

ବିବାହ ଋତୁରେ ନିଆରା ବାହାଘର: ସଂପୂର୍ଣ୍ଣ ରୀତିନୀତି ଅନୁଯାୟୀ ଦମ୍ପତ୍ତିଙ୍କ ବିବାହ କଲେ ମହିଳା ପୁରୋହିତ

କୋଲକାତା :   ଏବେ ଚାଲିଛି ବିବାହ ଋତୁ । କରୋନା କଟକଣା କୋହଳ ହେବା ପରେ ବିବାହକୁ ଧୂମଧାମରେ କରିବାକୁ ସମସ୍ତେ ଲାଗିପଡିଛନ୍ତି । ତେବେ ପଶ୍ଚିମବଙ୍ଗର ହୁଗଲି ଅଞ୍ଚଳରେ ଏକ ନିଆରା ବିବାହ ଏବେ ଚର୍ଚ୍ଚାର ବିଷୟ ପାଲଟିଛି…

ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌ ପାଇଁ ଭାରତୀୟ ଦଳ ଚୟନ ପ୍ରକ୍ରିୟା, ଖେଳାଳିଙ୍କ ମାନସିକତା ଉପରେ ଅଧିକ ଗୁରୁତ୍ୱ ଦିଆଯିବ: ଦ୍ରାବିଡ

ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ ଦଳ ମୁଖ୍ୟ କୋଚ ରାହୁଲ ଦ୍ରାବିଡ କହିଛନ୍ତି ଯେ ଆଗାମୀ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପାଇଁ ଉପଯୁକ୍ତ ଦଳ ଗଠନ ଉପରେ ବିଚାର ବିମର୍ଷ ଚାଲିଛି ।ଚଳିତ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ…

ବେତନୀ ନଦୀରେ ଅଘଟଣ: ପାଣି ମଝିରେ ଭାରସାମ୍ୟ ହାରାଇ ଓଲଟି ଡଙ୍ଗା, ୧୨ ନିଖୋଜ, ୧୨ ଉଦ୍ଧାର

କୋଲକାତା: ପଶ୍ଚିମବଙ୍ଗ ସୁନ୍ଦରବନ ଅଞ୍ଚଳର ବେତନୀ ନଦୀରେ ଏକ ଅଘଟଣ ଘଟିଛି । ଭାରସାମ୍ୟ ହାରାଇ ଏକ ଡଙ୍ଗା ଓଲଟି ପଡ଼ିଥିବା ବେଳେ ସେଥିରେ ଥିବା ୧୨ଜଣ ଯାତ୍ରୀ ନିଖୋଜ ହୋଇଥିବା ସୂଚନା ମିଳିଛି । ଅନ୍ୟ ୧୨ଜଣ ଅଳ୍ପକେ…

ପୁଣି ମେଡିକାଲ କଲେଜରେ କରୋନା ଆତଙ୍କ: ୪୩ ଅନ୍ତବାସୀଙ୍କ ସହ ଷ୍ଟାଫ୍ ସଂକ୍ରମିତ, ଆହୁରି ବଢ଼ିପାରେ ସଂଖ୍ୟା

ହାଇଦ୍ରାବାଦ: ଶିକ୍ଷାନୁଷ୍ଠାନରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି କରୋନା ସଂକ୍ରମଣ । ସ୍ଥାନୀୟ ଏକ ମେଡିକାଲ କଲେଜରେ ୪୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ତେଲେଙ୍ଗାନାର କରିମନଗର ଜିଲ୍ଲାର ବୋମକ୍କଲରେ ସ୍ଥିତ ଆନନ୍ଦ…

ଆଗକୁ ବଦଳିବ ଯାତାୟତର ମାଧ୍ୟମ ,୨୦୨୫ ପରେ କେବଳ ଇଲେକ୍ଟ୍ରିକ୍‌ ଦୁଇଚକିଆ ଗାଡି ହେବ ବିକ୍ରି

ନୂଆଦିଲ୍ଲୀ: ୨୦୨୫ ପରେ ଜୀବାଶ୍ମ ଇନ୍ଧନରେ ଚାଲୁଥିବା ଦହନଶୀଳ ଇଞ୍ଜିନ ଏତେ ଗ୍ରହଣୀୟ ହେବ ନାହିଁ । ଯୁବବର୍ଗର ଗ୍ରାହକମାନେ ସେଭଳି ଗାଡ଼ି କିଣିବାକୁ ପସନ୍ଦ କରିବେନି । ୨୦୨୫ ପରେ କେବଳ ଇଲେକ୍ଟ୍ରିକ୍‌ ଦୁଇ ଚକିଆ ଓ…

ଆଜିଠୁ ରାଜ୍ୟରେ ଶୁଖିଲା ପାଗ, ୨ରୁ ୩ ଡିଗ୍ରୀ ତଳକୁ ଖସିପାରେ ରାତିର ତାପମାତ୍ରା

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଜୱାଦ’ ଧୀରେ ଧୀରେ ଦୁର୍ବଳ ହୋଇ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇସାରିଛି । ତେଣୁ ଓଡ଼ିଶା ପାଇଁ କୌଣସି ସତର୍କ ସୂଚନା ନଥିବା ଭୁବନେଶ୍ୱରସ୍ଥିତ…

ରାଶିଫଳ(ମଙ୍ଗଳବାର,୦୭ ଡିସେମ୍ବର,୨୦୨୧)

ମେଷ - ଆଜି ପ୍ରତ୍ୟେକ କ୍ଷେତ୍ରରେ ପ୍ରତିବନ୍ଧକ ଲାଗି ରହିବ କିନ୍ତୁ ଆପଣ ଖର୍ଚ୍ଚାନ୍ତ ହୋଇ କାମ ହାସଲ କରିବେ ।ମନର ସରସତା ଉଭେଇ ଯାଇପାରେ । ଗୃହ ସମସ୍ୟା, ଗାଡିମୋଟର ସମ୍ପର୍କୀୟ ପ୍ରତିବନ୍ଧକ ଲାଗି ରହିବ ।…

ବଢିଲା ଜ୍ୟାକଲିନଙ୍କ ଅଡୁଆ: ୮ରେ ହାଜର ହେବା ନେଇ ଇଡିର ସମନ

ନୂଆଦିଲ୍ଲୀ: ଅର୍ଥ ନେଣଦେଣ ନେଇ ହୋଇଥିବା ଠକେଇ ମାମଲାରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଡିସଙ୍କୁ ଇଡିର ଚିଠି । ଏହି ସମନ ମାଧ୍ୟମରେ ସେ ଡିସେମ୍ବର ୮ରେ ଇଡିରେ ହାଜର ହେବା ନେଇ ସୂଚନା ମିଳିଛି । ପୂର୍ବରୁ ଦୁଇ…