ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
ନୂଆଦିଲ୍ଲୀ : ଶେଷରେ ରଦ୍ଦ ହେଲା ବିବାଦୀୟ ତିନି କୃଷି ଆଇନ। ବୁଧବାର କୃଷି ଆଇନ ପ୍ରତ୍ୟାହାର ବିଧେୟକ ଉପରେ ମୋହର ମାରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏଥିସହ ଆନୁଷ୍ଠାନିକ ଭାବେ ବିଧେୟକ ପ୍ରତ୍ୟାହାର…