ଜୁନିୟର ବିଶ୍ୱକପ୍ ହକି: କଳିଙ୍ଗ ଷ୍ଟାଡିୟମରେ ଗୋଲ ବର୍ଷା, ଆମେରିକାକୁ ୧୭-୦ରେ ହରାଇଲା ସ୍ପେନ

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମରେ ଜୁନିୟର ହକି ବିଶ୍ୱ କପ୍ ଆରମ୍ଭ ହୋଇ ଯାଇଛି । ଆଜି ଥିଲା ଦ୍ୱିତୀୟ ଦିନ । ମ୍ୟାଚରେ ଗୋଟିଏ ମ୍ୟାଚରେ ସର୍ବାଧିକ ଗୋଲ୍ କରିବାରେ ସ୍ପେନ ର ନୂଆ ରେକର୍ଡ । ଜୁନିଅର୍ ହକି ବିଶ୍ଵକପ ରେ…

ବାରମ୍ବାର କ୍ଷୀରକୁ ଫୁଟାଉଛନ୍ତି କି? ତେବେ ଜାଣନ୍ତୁ ଏହା ଦ୍ୱାରା କ’ଣ ହୋଇଥାଏ କ୍ଷତି

ଘରକୁ କ୍ଷୀର ଆସିବା ମାତ୍ରେ ତାକୁ ପ୍ରଥମେ ଫୁଟାଯାଏ ଓ ପରେ ବ୍ୟବହାର ହୋଇଥାଏ । କ୍ଷୀରରେ ଅନେକ ପ୍ରକାରର ଭିଟାମିନ, କ୍ୟାଲସିୟମ, ପ୍ରୋଟିନ୍ ଇତ୍ୟାଦି ପୁଷ୍ଟିକର ତତ୍ତ୍ୱ ମିଳିଥାଏ, ତେଣୁ ପ୍ରତିଦିନ କ୍ଷୀର ପିଇବାକୁ…

ପରିବହନ ମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ

ବୌଦ୍ଧ ଯିବାବେଳେ ପରିବହନ ମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ । ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ କଳାପତାକା ପ୍ରଦର୍ଶନ । ବିଏସକେୱାଇ କାର୍ଡ ବାଣ୍ଟିବାକୁ ଗଲାବେଳେ ବଲାସିଂହାରେ କଳାପତାକା ଦେଖାଇଲେ ।

ଶ୍ରେୟସ ବଢାଇଲେ ଅଧିନାୟକଙ୍କ ଟେନସନ, ବିରାଟ ଫେରିଲେ ପ୍ଲେଇଙ୍ଗ ଇଲେଭେନରୁ କେଉଁ ଖେଳାଳି ପଡିବେ ବାଦ୍ ?

ନୂଆଦିଲ୍ଲୀ : ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ କାନପୁରରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଦମଦାର ବ୍ୟାଟିଂ କରିଛି । ଘରୋଇ ଭାରତୀୟ ଦଳ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ୪ ୱିକେଟ୍ ହରାଇ ୨୫୮ ରନ କରିଛି ।…

ଗ୍ୟାସ୍ ଦର ବୃଦ୍ଧି ପ୍ରସଙ୍ଗ: ୩୦ ଯାଏଁ ସମୟ ଦେଲା ବିଜେଡି

ଭୁବନେଶ୍ୱର: ଗ୍ୟାସ୍ ଦର ହ୍ରାସ କରିବାକୁ କେନ୍ଦ୍ରକୁ ୩୦ ଯାଏଁ ସମୟ ଦେଲା ବିଜେଡି । ୩୦ ତାରିଖ ମଧ୍ୟରେ ଗ୍ୟାସ୍ ଦର ହ୍ରାସ ନକଲେ ଆନ୍ଦୋଳନ ଜୋରଦାର କରିବାକୁ ବିଜେଡିର ଚେତାବନୀ । ଏନେଇ ପ୍ରେସମିଟରେ ବିଧାୟକ ବ୍ୟୋମକେଶ…

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ କାନ୍ଧରେ ହାତ ରଖି କଣ କହୁଥିଲେ ପ୍ରଧାନମନ୍ତ୍ରୀ ମୋଦୀ, ଖୁଲାସା କଲେ ରାଜନାଥ ସିଂହ

ନୂଆଦିଲ୍ଲୀ : ପ୍ରତିରକ୍ଷା ରାଜନାଥ ସିଂହ ଗୁରୁବାର ସୀତାପୁରରେ ଆୟୋଜିତ ବୁଥ୍ ଅଧ୍ୟକ୍ଷ ସମ୍ମିଳନୀରେ ଏକ ବଡ ଖୁଲାସା କରିଛନ୍ତି । ସେ କହିଛନ୍ତି, କିଛି ଦିନ ପୂର୍ବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଧାନମନ୍ତ୍ରୀ…

INS Vela: ଭାରତର ଶତ୍ରୁ ସାବଧାନ! ଭାରତୀୟ ନୌସେନାରେ ସାମିଲ ହେଲା ‘ସାଇଲେଣ୍ଟ କିଲର୍’

ନୂଆଦିଲ୍ଲୀ: ଆଇଏନଏସ ଭେଲା ଭାରତୀୟ ନୌସେନାରେ ସାମିଲ ହେବା ପରେ ବଢ଼ିଲା ଭାରତୀୟ ନୌସେନାର ଶକ୍ତି । ଗୁରୁବାର ନୌସେନା ମୁଖ୍ୟ ଆଡମିରଲ କରମବୀର ସିଂହ ନୌସେନାରେ ଏହାକୁ ସାମିଲ କରିଛନ୍ତି । ଭାରତୀୟ ନୌସେନାର କଲବରୀ…

ଧ୍ୟାନ ଦିଅନ୍ତୁ ବିଜୁଳି ଉପଭୋକ୍ତା…ଏବେ ସିଧାସଳଖ ଆପଣଙ୍କ ଆକାଉଣ୍ଟକୁ ଆସିବ ଇଲେକ୍ଟ୍ରିକ ସବସିଡି ! ସଂସଦରେ ଆଗତ ହେବ ନୂତନ ବିଲ୍

ନୂଆଦିଲ୍ଲୀ : ସଂସଦରେ ନଭେମ୍ବର ୨୯ରୁ ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଅଧିବେଶନରେ କେନ୍ଦ୍ର ସରକାର ଏକ ନୂତନ ବିଜୁଳି ସଂଶୋଧନ ବିଲ୍ ଆଗତ କରିବାକୁ ଯାଉଛନ୍ତି । ବିଜୁଳି ସଂଶୋଧନ ବିଲର ଡ୍ରାଫ୍ଟ ପ୍ରାୟତଃ…

ଡେବ୍ୟୁ ଟେଷ୍ଟରେ ଚମକିଲେ ଶ୍ରେୟସ ଆୟର, ଗିଲ୍-ଜାଡେଜାଙ୍କ ଅର୍ଦ୍ଧଶତକ, ପ୍ରଥମ ଦିନରେ ଭାରତ ୨୫୮/୪

କାନପୁର : ପଦାର୍ପଣ ମ୍ୟାଚରେ ଚମକିଲେ ଶ୍ରେୟସ ଆୟର । ଅର୍ଦ୍ଧଶତକ ହାସଲ କରି ନିଜର ଚୟନକୁ ଯଥାର୍ଥ ପ୍ରତିବାଦନ କରିଛନ୍ତି ମୁମ୍ବାଇର ଏହି ବ୍ୟାଟସମ୍ୟାନ । କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମରେ ଖେଳାଯାଉଥିବା ପ୍ରଥମ…

ଏଣିକି ନାକରେ ସ୍ପ୍ରେରୁ ହୋଇପାରିବ କରୋନା ଚିକିିତ୍ସା, ITC ଆରମ୍ଭ କଲା କ୍ଲିନିକାଲ ଟ୍ରାଏଲ

ନୂଆଦିଲ୍ଲୀ: ଏଣିକି ନାକରେ ଏକ ସ୍ପ୍ରେ କରିବା ଦ୍ୱାରା କରୋନା ଚିକିତ୍ସା ହୋଇପାରିବ । ଆଇଟିସି କମ୍ପାନୀ ଏହାକୁ ନେଇ କ୍ଲିନିକାଲ ଟ୍ରାଏଲ ଆରମ୍ଭ କରିଦେଇଛି । ଗୁରୁବାର ଦିନ ଏହାକୁ ନେଇ କମ୍ପାନୀ ପକ୍ଷରୁ ନିଶ୍ଚିତ…