ଜୋତା ଷ୍ଟାଣ୍ଡରେ ଚାବି ରଖି ଯାଇଥିଲେ ମର୍ଣ୍ଣିଂୱାକ୍, ଫେରିଲା ବେଳକୁ ଘରେ କଳାକନା ବୁଲାଇଦେଇଛି ଚୋର
ଭୁବନେଶ୍ବର(ଓଡ଼ିଶା ଭାସ୍କର): ମର୍ଣ୍ଣିଂୱାକ୍ ଯିବା ପାଇଁ ଘରର ମୁଖ୍ୟ କବାଟରେ ତାଲା ପକାଇ । ହେଲେ ଚାବିକୁ ସାଙ୍ଗରେ ନ ନେଇ ଜୋତା ଷ୍ଟାଣ୍ଡରେ ଲୁଚାଇ ରଖିଦେଲେ । କିନ୍ତୁ ଚୋର ଏହା ଉପରେ ନଜର ରଖିଥିବା ସେ…