Breaking News ପିପିଲି ଉପନିର୍ବାଚନ: ବିଜେପି ଘୋଷଣା କଲା ଷ୍ଟାର ପ୍ରଚାରକ ତାଲିକା Manas Pradhan Sep 15, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପିପିଲି ଉପନିର୍ବାଚନ ପାଇଁ ବିଜେପି ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କରିଛି । ବିଜେପି ପିପିଲି ପାଇଁ ମୋଟ ୨୦ ଜଣ ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କରିଥିବା ବେଳେ ଲିଷ୍ଟରେ ୩ ଜଣ…
Breaking News ସରକାରଙ୍କ ସତର୍କ ସୂଚନା ! ୩୦ ସେପ୍ଟେମ୍ବର ପୂର୍ବରୁ କରିଦିଅନ୍ତୁ ଏହି କାମ, ନହେଲେ ଜୋରିମାନା Sushreejyoti Routray Sep 15, 2021 ନୂଆଦିଲ୍ଲୀ: ପାନ୍ କାର୍ଡଧାରୀଙ୍କ ପାଇଁ ଆସିଛି ବଡ଼ ଖବର । ପାନ୍ ଓ ଆଧାରକୁ ଲିଙ୍କ କରିବା ନେଇ ସରକାର ଏକ ସତର୍କ ସୂଚନା ଜାରି କରିଛନ୍ତି । ଯଦି ୩୦ ସେପ୍ଟେମ୍ବର ପୂର୍ବରୁ ଆଧାର ଓ ପାନ୍ ଲିଙ୍କ ନହୁଏ, ତେବେ ଆପଣଙ୍କ…
Breaking News ମରିବା ପୂର୍ବରୁ ମିଳିଥାଏ ଏହି ସଙ୍କେତ, ସ୍ୱପ୍ନରେ ମହିଳାଙ୍କ ସହ ସମ୍ବନ୍ଧ… Sushreejyoti Routray Sep 15, 2021 ମୃତ୍ୟୁର ନାଁ ଶୁଣିଲେ ସମସ୍ତେ ଭୟ କରନ୍ତି, କିନ୍ତୁ ଏହା ବିଷୟରେ ଅଧିକ ଜାଣିବାକୁ ଚାହାଁନ୍ତି । ମରିବା ସମୟରେ କିପରି ଅନୁଭବ ହୋଇଥାଏ, ଏହାକୁ ନେଇ ଅନେକ ସନ୍ଧାନ ଓ ଅଧ୍ୟୟନ ବି ଚାଲିଛି । ମୃତ୍ୟୁ ପରେ ଆତ୍ମାର ଯାତ୍ରା…
Breaking News ୧୮ ବର୍ଷୀୟ ଯୁବକଙ୍କ ‘ସିକ୍ସ ପ୍ୟାକ୍’ ପାଲଟିଲା ‘ବେବି ବମ୍ପ’: ମେଡିକାଲରେ ଅଲଟ୍ରାସାଉଣ୍ଡ ଓ ସିଟି ସ୍କାନ ପରେ ଜଣାପଡ଼ିଲା ପ୍ରକୃତ ସତ୍ୟତା Manas Pradhan Sep 15, 2021 ନୂଆଦିଲ୍ଲୀ: ଯଦି ଜଣେ ପୁରୁଷ ପ୍ରେଗନାଣ୍ଟ ହୋଇଛନ୍ତି ବୋଲି କୁହାଯିବ, ତେବେ ଯେ କେହି ଏହାଶୁଣି ବିସ୍ମିତ ହେବା ସ୍ୱାଭିବିକ । ୧୮ ବର୍ଷୀୟ କାଇଲ ସ୍ମିଥଙ୍କ କ୍ଷେତ୍ରରେ ଏପରି ଏକ ଘଟଣା ଘଟିଛି । ସ୍ମିଥ ସୁସ୍ଥ ଓ ଫିଟ୍…
Breaking News ଆଜି ବିଶ୍ୱ ଇଞ୍ଜିନିୟର ଦିବସ: ଜାଣନ୍ତୁ କାହିଁକି ଏହି ଦିବସ ପାଳନ କରାଯାଏ, ଏହା ପଛରେ କ’ଣ ରହିଛି ଇତିହାସ Abinash Kumar Dhal Sep 15, 2021 ଭୁବନେଶ୍ୱର (ଭାସ୍କର ନ୍ୟୁଜ୍):ଆଜି ବିଶ୍ୱ ଇଞ୍ଜିନିୟର ଦିବସ। ଭାରତରତ୍ନ ସାର୍ ମୋକ୍ଷଗୁଣ୍ଡମ୍ ବିଶ୍ୱେଶ୍ୱରାୟ ଭାରତର ଜଣେ ସଫଳ ଇଞ୍ଜିନିୟର ତଥା ବିଦ୍ୱାନ । ୧୯୧୨ରୁ ୧୯୧୮ ପର୍ଯ୍ୟନ୍ତ ସେ ମୈସୁର ଦିୱାନ ଥିଲେ ।…
Breaking News ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୬ଟି ଗେଟ୍ Sushreejyoti Routray Sep 15, 2021 ସମ୍ବଲପୁର(ଓଡ଼ିଶା ଭାସ୍କର): ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢ଼ିବାରେ ଲାଗିଛି । ଏହି କାରଣରୁ ଆଜି ପୁଣି ଡ୍ରାମର ୬ଟି ଗେଟ୍ ଖୋଲାଯାଇଛି । ଉପରମୁଣ୍ଡରେ ବର୍ଷା ଯୋଗୁଁ ଗେଟ୍ ଖୋଲାଯାଇଛି ।…
Breaking News ଏଣିକି Swiggy, Zomatoରୁ ଖାଦ୍ୟ ମଗାଇବା ହେବ ମହଙ୍ଗା, ଜାଣନ୍ତୁ କାହିଁକି Manas Pradhan Sep 15, 2021 ନୂଆଦିଲ୍ଲୀ: ଅନଲାଇନରେ ଖାଦ୍ୟ ମଗାଉଥିବା ଲୋକଙ୍କୁ ଝଟକା ଲାଗିପାରେ । ଏହା ଉପରେ ଜିଏସଟି କାଉନସିଲ କମିଟି ବିଚାରବିମର୍ଶ ଚଳାଇଥିବା ଜଣାପଡ଼ିଛି । ଫୁଡ ଡେଲିଭରି ଆପଗୁଡ଼ିକୁ ଅତି କମରେ ୫ ପ୍ରତିଶତ ଜିଏସଟି ଅଧୀନକୁ…
Breaking News କେୱାଇସି ଅପ୍ଡେଟ୍ ନାରେ ଠକେଇ, ଚିନ୍ତାରେ ରିଜର୍ଭ ବ୍ୟାଙ୍କ Abinash Kumar Dhal Sep 15, 2021 ମୁମ୍ବାଇ: କେୱାଇସି ଅପ୍ଡେଟ୍ ନାରେ ହେଉଥିବା ଠକେଇକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ବେଶ ଚିନ୍ତିତ ହୋଇପଡ଼ିଛି । କେୱାଇସି ନାମରେ ତଥ୍ୟ ମାଗୁଥିବା କୌଣସି ଅଜଣା ବ୍ୟକ୍ତି କିମ୍ବା ଏଜେନ୍ସିକୁ ବିଶ୍ୱାସ କର ନାହିଁ ।…
Breaking News ଆଜିଠାରୁ JEE ଆଡଭାନ୍ସଡ ପଞ୍ଜୀକରଣ Sushreejyoti Routray Sep 15, 2021 ନୂଆଦିଲ୍ଲୀ: ଆଜି ଅପରାହ୍ଣରୁ ଆରମ୍ଭ ହେଉଛି ଜେଇଇ ଆଡଭାନ୍ସଡ ପଞ୍ଜୀକରଣ । ଆଇଆଇଟି ନାମଲେଖା ପାଇଁ ଅକ୍ଟୋବର ୩ରେ ହେବ ଜେଇଇ ଆଡଭାନ୍ସଡ ପରୀକ୍ଷା । ଜେଇଇ ମେନ୍ର ପ୍ରଥମ ୨.୫ ଲକ୍ଷ ରାଙ୍କକୁ ପଞ୍ଜୀକରଣ ପାଇଁ ଅନୁମତି…
Breaking News ତାଲିବାନକୁ ଚୀନ ସମର୍ଥନ କରିବା ପଛର ଭିତିରି ରହସ୍ୟ ହେଉଛି ଜମ୍ମୁ କଶ୍ମୀର ଓ ଆଫଗାନିସ୍ତାନର ଖଣିଜ ଭଣ୍ଡାର, ଭାରତ ପାଇଁ ଏହା ବିପଦ ଘଣ୍ଟି Manas Pradhan Sep 15, 2021 ଭୁବନେଶ୍ୱର: ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ପ୍ରତ୍ୟାହାର ପରେ ସେଠାରେ ବର୍ତ୍ତମାନ ତାଲିବାନ ସରକାର ଗଠନ କରିଛି । ତେବେ ତାଲିବାନକୁ ଚୀନ ଓ ପାକିସ୍ତାନ ଉଭୟ ରାଷ୍ଟ୍ର ସମର୍ଥନ ଦେଇ ଆସୁଥିବା ଦେଖାଯାଇଥିଲା ।…