ପୋଲିସ କର୍ମଚାରୀଙ୍କ ଉପରକୁ ବାଇକ୍ ଚଢ଼ାଇ ଦେଲେ ଚାଳକ, ଡାହାଣ ଗୋଡ଼ରେ ଲାଗିଛି ଆଘାତ

ସୁବର୍ଣ୍ଣପୁର (ଭାସ୍କର ନ୍ୟୁଜ୍‌): ଗାଡି ଚେକିଂ ସମୟରେ ପୋଲିସ କର୍ମଚାରୀଙ୍କ ଉପରେ ଚଢ଼ିଯାଇଛି ବାଇକ୍‌ । ସେ ଗୁରୁତର ଆହତ ହୋଇଛନ୍ତି । ସନ୍ଧ୍ୟା ସମୟରେ ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅଧିନସ୍ଥ କମସରା ଫାଣ୍ଡି…

ବାଣ ଗୋଦାମରେ ଭୟଙ୍କର ବିସ୍ଫୋରଣ: ୩ ମୃତ, ୪ ଜଣ ଗୁରୁତର

ବେଙ୍ଗାଲୁରୁ : ବେଙ୍ଗାଲୁରୁର ଭିଭି ପୁରମ୍‌ ଥାନା ଅନ୍ତର୍ଗତ ଥରାଗ୍‌ ଉପେଟ୍‌ ଅଞ୍ଚଳରେ ଥିବା ବାଣ ଗୋଦାମରେ ଗୁରୁବାର ଭୟଙ୍କର ବିସ୍ଫୋରଣ ଘଟିଛି । ଏହି ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ…

ଖୁସିଖବର! କୃଷକଙ୍କ ଆକାଉଣ୍ଟକୁ ୬୦୦୦ ବଦଳରେ ଆସିବ ୩୬,୦୦୦ ଟଙ୍କା, ଜାଣନ୍ତୁ କିପରି ଉଠାଇବେ ଫାଇଦା

ନୂଆଦିଲ୍ଲୀ: କୃଷକଙ୍କ ପାଇଁ ଆସିଛି ଏକ ଖୁସି ଖବର, ଯେଉଁଠାରେ ଆପଣଙ୍କୁ ସିଧାସଳଖ ୩୬,୦୦୦ ଟଙ୍କାର ଫାଇଦା ହେବ । ତେବେ କୃଷକଙ୍କ ଆୟ ବୃଦ୍ଧି ନେଇ କେନ୍ଦ୍ର ସରକାର ଅନେକ ଯୋଜନା ଆରମ୍ଭ କରିଛନ୍ତି । ସେହିପରି ପିଏମ…

ଆଜି ଓଡ଼ିଶା ଆସିବେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି, ଆସନ୍ତାକାଲି ପୁରୀ ଯାଇ ମହାପ୍ରଭୁଙ୍କୁ କରିବେ ଦର୍ଶନ

ନୂଆଦିଲ୍ଲୀ, ୨୩ା୯: ଆଜି ଓଡ଼ିଶା ଗସ୍ତରେ ଆସିବେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଏନ୍‌.ଭି. ରମନ୍ନା । ପ୍ରଧାନ ବିଚାରପତିଙ୍କ ୨ ଦିନିଆ ଓଡ଼ିଶା ଗସ୍ତକୁ ଦୃଷ୍ଟିରେ ରଖି ଗୁରୁବାର ରାଜ୍ୟ ପ୍ରଶାସନ ପକ୍ଷରୁ…

ଆଇପିଏଲ୍‌ ୨୦୨୧: ମୁମ୍ବାଇ ଇଣ୍ଡିଆନ୍ସକୁ ଦ୍ୱିତୀୟ ଝଟ୍‌କା, ଦମ୍‌ଦାର୍‌ ବିଜୟ ହାସଲ କଲା କୋଲକାତା ନାଇଟ୍‌ ରାଇଡର୍ସ

ଆବୁଧାବି: ଓପନର ଭେଙ୍କଟେଶ ଆୟାର ଓ ରାହୁଲ ତ୍ରିପାଠୀଙ୍କ ଧୂଆଁଧାର ବ୍ୟାଟିଂ ବଳରେ କୋଲକାତା ନାଇଟ ରାଇଡର୍ସ ଗୁରୁବାର ଦିନ ଏଠାରେ ଅନୁଷ୍ଠିତ ଚଳିତ ଆଇପିଲର ଦ୍ୱିତୀୟ ଭାଗର ପଞ୍ଚମ ମ୍ୟାଚରେ ପାଞ୍ଚଥର ଟାଇଟଲ ବିଜେତା…

ରାଶିଫଳ(ଶୁକ୍ରବାର,୨୪ ସେପ୍ଟେମ୍ବର,୨୦୨୧)

ମେଷ - ବ୍ୟବସାୟ ଏବଂ ଚାକିରି ଉଭୟ କ୍ଷେତ୍ରରେ ସହଯୋଗ ଏବଂ ଲାଭ ପାଇବେ,ମାତ୍ର ଚର୍ମରୋଗ ଏବଂ ଆଂଠୁଗଣ୍ଠି ଜନିତ ପିଡା ଭୋଗିବେ, ବ୍ୟବସାୟରେ ଲାଭ ପାଇବେ, ଚାକିରିରେ ପଦମର୍ଯ୍ୟଦା ପାଇବେ, ନୁତନ ବ୍ୟବସାୟ ଆରମ୍ଭ କିମ୍ବା…

ମହାରାଷ୍ଟ୍ରରେ ଛାତିଥରା ଘଟଣା: ନାବାଳିକାଙ୍କୁ ୯ମାସରେ ଧରି ଗଣଦୁଷ୍କର୍ମ କଲେ ୩୦ ଅଭିଯୁକ୍ତ, ୨୬ ଗିରଫ

ମୁମ୍ବାଇ: ମହାରାଷ୍ଟ୍ରର ଥାନେ ଜିଲ୍ଲାରେ ଘଟିଛି ଭୟାନକ ଘଟଣା । ଯାହା ମାନବିକତାର ସମସ୍ତ ସୀମାକୁ ଟପିଛି । ଜିଲ୍ଲାରେ ଜଣେ ନାବାଳିକାକୁ ୩୦ ଜଣ ଗଣଦୁଷ୍କର୍ମ କରିଥିବା ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି । ଦୀର୍ଘ ୯…

ଆସୁଛି ଆଉ ଏକ ଲଘୁଚାପ, ୨୫ରୁ ୨୭ ଯାଏଁ ପ୍ରବଳ ଛେଚିବ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ମିଆଁମାର ଉପକୂଳ ଓ ତତ୍‌ସଂଲଗ୍ନ ମାର୍ଟାବାନ୍‌ ଉପକୂଳ ଅଞ୍ଚଳରେ ସକ୍ରିୟ ରହିଛି । ଏହା ଉତ୍ତର-ପଶ୍ଚିମ, ଉତ୍ତର-ପୂର୍ବ ଦିଗକୁ ଗତି…

ନିମାପଡା ରାସ୍ତାରେ ଷଣ୍ଢ ଆତଙ୍କ, ବୁଲା ଷଣ୍ଢ ଆକ୍ରମଣରେ ପ୍ରାଣୀ ଚିକିତ୍ସାଳୟର କର୍ମଚାରୀ ଗୁରୁତର

ନିମାପଡା (ଭାସ୍କର ନ୍ୟୁଜ): ନିମାପଡା ବିଜ୍ଞାପିତ ଅଂଚଳ ପାଇଁ ସମସ୍ୟା ସୃଷ୍ଟି କରିଛନ୍ତି ବୁଲା ଗୋରୁ ଓ ଷଣ୍ଢ । ଯାହାଦ୍ୱାରା ଲୋକମାନଙ୍କୁ ଆକ୍ରମଣ କରିବା ସହିତ ଗ୍ରୋସରୀ ସାମଗ୍ରୀ, ପନିପରିବା ବାଇକରୁ ଭିଡି ଖାଇବା ସହ…

ମଝି ଆକାଶରେ ଧକ୍କା ହେଲେ ଦୁଇ ବିମାନ: ଚଳନ୍ତା ବିମାନରୁ ଡେଇଁଲେ ପାଇଲଟ୍ ଓ ଯାତ୍ରୀ,ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ: ମଝି ଆକାଶରେ ପରସ୍ପରକୁ ଧକ୍କା ଦେଲେ ଦୁଇ ବିମାନ। ଜୀବନ ବଞ୍ଚାଇବା ପାଇଁ ବିମାନରୁ ଡେଇଁ ପଡ଼ିଥିଲେ ପାଇଲଟ୍ ଓ ସମସ୍ତ ଯାତ୍ରୀ। ସୌଭାଗ୍ୟ ବଶତଃ କୌଣସି ଯାତ୍ରୀ ତଥା ପାଇଲଟଙ୍କ କୌଣସି କ୍ଷତି ହୋଇ ନଥିଲା। ୮…