ଭଦ୍ରକରୁ ‘ଅଗ୍ନି ପ୍ରାଇମ-୧’ର ସଫଳ ପରୀକ୍ଷଣ, ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ
ଭଦ୍ରକ(ଓଡ଼ିଶା ଭାସ୍କର): ଭଦ୍ରକ ଧାମରା ଅବଦୁଲ କଲାମ ଦ୍ୱୀପରୁ ଆଜି ସକାଳ ୧୦ଟା ୫୫ ମିନିଟରେ ଅଗ୍ନି ଶୃଙ୍ଖଳାର ଏକ ନୂଆ ମିସାଇଲ ଅଗ୍ନି ପ୍ରାଇମ-୧ର ସଫଳ ପରୀକ୍ଷଣ ହୋଇଛି । ୪ ନମ୍ବର ଲଞ୍ଚ ପ୍ୟାଡ୍ରୁ ଅଗ୍ନି ପ୍ରାଇମ-୧…