ଅଭିନେତ୍ରୀ ପାୟଲ ଘୋଷଙ୍କ ଉପରକୁ ଏସିଡ୍ ଆଟାକ୍, କିଛି ମୁଖାପିନ୍ଧା ଦୁର୍ବୃତ୍ତ ଆକ୍ରାମଣ କରିଥିବା ନେଇ ଅଭିଯୋଗ
ମୁମ୍ବାଇ (ଭାସ୍କର ନ୍ୟୁଜ୍): ପୁଣି ଚର୍ଚ୍ଚାରେ ବଲିଉଡ୍ ଅଭିନେତ୍ରୀ ପାୟଲ ଘୋଷ । ପାୟଲଙ୍କୁ ଏସିଡ୍ ଆଟାକ୍ ହୋଇଥିବା ଅଭିଯୋଗ ହୋଇଛି । ମେଡିସିନ୍ କିଣବାକୁ ଯାଉଥିବା ବେଳେ କେହି ମୁଖାପିନ୍ଧା ଦୁର୍ବୃତ୍ତ ତାଙ୍କୁ…