ସିଲ୍ ହେଲା ଭୁବନେଶ୍ୱରର ଆଉ ଏକ ବାର୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୋଭିଡ ଯୋଗୁଁ କଟକଣାକୁ ସାମାନ୍ୟ କୋହଳ କରିଥିଲେ ହେଁ ଏବେବି କିଛି ନିୟମ ମାନିବାକୁ ନିର୍ଦ୍ଦେଶ ରହିଛି । ଏହାରି ମଧ୍ୟରେ କୋଭିଡ ନିୟମ ଭାଙ୍ଗିବା ଅଭିଯୋଗରେ ଭୁବନେଶ୍ୱର ଆଉ ଏକ ବାର୍ ସିଲ୍…

ରାଶିଫଳ (ସୋମବାର ,୨୦ ସେପ୍ଟେମ୍ବର ,୨୦୨୧)

ମେଷ - ଆଜି କର‌୍ୟ୍ୟ ସାମାନ୍ୟ ବିଳମ୍ବିତ ସମୟରେ ସମ୍ପନ୍ନ ହେବ। ପ୍ରତ୍ୟେକ ଦୃଷ୍ଟିକୋଣରୁ ଦିନଟି ବହୁତ ଭଲ ଏବଂ ଆଶାଜନକ ସୁଫଳ ନିଶ୍ଚିତ ପାଇବେ। ଶିଳ୍ପ, ବ୍ୟବସାୟ, ନିର୍ମାଣ ଓ ପରିବହନ କ୍ଷେତ୍ରରେ ତରବରିଆ ପଦକ୍ଷେପ…

ଅଟୋକୁ ଧକ୍କା ଦେଲା ସ୍କୋର୍ପିଓ: ଗୋଟିଏ ପରିବାରର ୮ ମୃତ, ୯ରୁ ଅଧିକ ଲୋକ ଗୁରୁତର

ରାୟପୁର : ଛତିଶଗଡର କୋଣ୍ଡାଗାଓଁରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ସ୍କର୍ପିଓ ଏବଂ ଅଟୋ ମଧ୍ୟରେ ଭୟଙ୍କର ଦୁର୍ଘଟଣା ହେବାରୁ ଘଟଣାସ୍ଥଳରେ ୮ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯ରୁ ଉର୍ଦ୍ଧ୍ୱ ଲୋକ ଗୁରୁତର…

ପେଟ ପାଇଁ ବିଶୋଧକର କାମ କରିଥାଏ ମୂଳା, ଜାଣନ୍ତୁ ଏହାକୁ ଖାଦ୍ୟରେ ସାମିଲ କଲେ ଆଉ କ’ଣ ସବୁ ମିଳିବ ଫାଇଦା

ଭୁବନେଶ୍ବର (ଭାସ୍କର ନ୍ୟୁଜ୍): ପନିରିବା ମଧ୍ୟରେ ମୂଳା ଅନ୍ୟତମ । ମୂଳା ପେଟର ବିଭିନ୍ନ ରୋଗ ଏବଂ ପାକସ୍ଥଳୀ ନିମନ୍ତେ ଲାଭଦାୟକ ହୋଇଥାଏ ସେଥିପାଇଁ ଆର୍ୟୁବେଦରେ ମୂଳାକୁ ପେଟ ଏବଂ ପାକସ୍ଥଳୀ ପାଇଁ ସବୁଠୁ ଉତ୍ତମ…

ଆସୁଛି ଆଉ ଦୁଇଟି ଲଘୁଚାପ: ଆଜି-କାଲି ପ୍ରବଳ ବର୍ଷା ସମ୍ଭାବନା, ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ଉତ୍ତର-ପଶ୍ଚିମ ଏବଂ ତତ୍‌ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା…

କେଶ ଝଡିବାରୁ ମୁକ୍ତି ପାଇଁ ଆପଣାନ୍ତୁ ଏହି ଉପାୟ

ଯଦି ଆପଣ କେଶ ଝଡିବା ସମସ୍ୟାରୁ ବହୁତ ଚିନ୍ତିତ ଅଛନ୍ତି ତେବେ ଏପରି ଘରୋଇ ଉପଚାର ବିଷୟରେ ଜାଣନ୍ତୁ ଯାହା ଆପଣଙ୍କ କେଶ ଝଡିବା ରୋକିବା ସହ କେଶ ବୃଦ୍ଧିରେ ସାହାଯ୍ୟ କରିଥାଏ । ଏହା ସହ ଆମେ ଆପଣଙ୍କୁ କିଛି ଏପରି ଉପାୟ…

IPL ୨୦୨୧: ସୁପର କିଙ୍ଗସର ସୁପର ବିଜୟ

ନୂଆଦିଲ୍ଲୀ: ଆଇପିଏଲ ମହାସମରର ବଳକା ମ୍ୟାଚ ଆଜିଠାରୁ ଆରମ୍ଭ ହୋଇଛି। ପ୍ରଥମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନସକୁ ୨୦ ରନରେ ପରାସ୍ତ କରିଛି ଚେନ୍ନାଇ। ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ୧୫୬ ରନ କରିଥିବା ବେଳେ ମୁମ୍ବାଇ ୧୩୬…

‘ଛାତ୍ର ସଂସଦ ନିବାଚନ ବାତିଲ; ଗଣତନ୍ତ୍ରର ଭ୍ରୂଣ ହତ୍ୟା’

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଲଗାତର ୪ର୍ଥ ପାଇଁ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ବାତିଲ୍ ପାଇଁ ସରକାରଙ୍କ ନିଷ୍ପତ୍ତି ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ । ଏହା ସଂସଦୀୟ ଗଣତନ୍ତ୍ରର ଭ୍ରୁଣ ହତ୍ୟା ବୋଲି ଏ.ଆଇ.ଏସ୍.ଏଫ୍.…

ରାଜଧାନୀରେ ଅଭାବନୀୟ ଘଟଣା: ମୁକୁଳା ଡ୍ରେନ୍‌ରେ ପଡି ଭାସିଗଲେ ଦଶମ ଶ୍ରେଣୀର ଛାତ୍ର, ମିଳୁନି ପତ୍ତା

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ରାଜଧାନୀ ଭୁବନେଶ୍ୱରରେ ରବିବାର ଘଟିଛି ଏକ ଅଭାବନୀୟ ଘଟଣା । ଘରୁ ବାହାରି ସାଇକେଲ୍‌ରେ ଟ୍ୟୁସନ୍‌ ଯାଉଥିବା ବେଳେ ଡ୍ରେନ୍‌ରେ ଭାସିଯାଇ ନିଖୋଜ ଅଛନ୍ତି ଜଣେ ଦଶମ ଶ୍ରେଣୀର ଛାତ୍ର ।…

ବିଗବସ ଓଟିଟି ଜିତିଲେ ଦିବ୍ୟା ଅଗ୍ରୱାଲ; ମିଳିଲା ୨୫ ଲକ୍ଷ ଟଙ୍କା

ମୁମ୍ବାଇ: ପ୍ରଥମଥର ପାଇଁ ଓଟିଟି ପ୍ଲାଟଫର୍ମରେ ଆରମ୍ଭ ହୋଇଥିବା 'ବିଗବସ୍ ଓଟିଟି' ର ଗ୍ରାଣ୍ଡ ଫାଇନାଲ ଶେଷ ହୋଇଛି । ଏହି ରିଆଲିଟି ସୋରେ ସମସ୍ତଙ୍କୁ ପଛରେ ପକାଇ ସିଜିନ୍ -୧ର ବିଜେତା ହୋଇଛନ୍ତି ଦିବ୍ୟା ଅଗ୍ରଓ୍ବାଲ ।…