ରାଶିଫଳ (ରବିବାର ,୧୯ ସେପ୍ଟେମ୍ବର ,୨୦୨୧)

ମେଷ - ଟଙ୍କାପଇସାକୁ  ନେଇ ଚିନ୍ତା କମିବ ଏବଂ କୌଣସି ଜାଗାରୁ ଅର୍ଥ ଓ କର୍ମ ପ୍ରାପ୍ତିର ସୂଚନା ମିଳିଵ, ନୂଆ ଭୁମି କ୍ରୟ, ଗାଡି କ୍ରୟ, ରୋଜଗାର ପନ୍ଥା, ଔଷଧ ଏବଂ ଖେଳ ସାମଗ୍ରୀ ଜନିତ ବ୍ୟବସାୟ ଆଦି କ୍ଷେତ୍ରରେ ଶୁଭଫଳ…

ଆଧାର-ପ୍ୟାନ ଲିଙ୍କକୁ ନେଇ ବଡ଼ ଖବର: ଏତିକି ତାରିଖ ଯାଏଁ ବଢିଲା link ଅବଧି

ନୂଆଦିଲ୍ଲୀ: କୋଭିଡ୍‌-୧୯ ମହାମାରୀ ସଂକ୍ରମଣ ହେତୁ କେନ୍ଦ୍ର ସରକାର ‘ପର୍‌ମାନେଣ୍ଟ୍‌ ଆକାଉଣ୍ଟ୍‌ ନମ୍ବର’ (ପାନ୍‌) ସହ ‘ଆଧାର’ ସଂଯୋଗ ସମୟସୀମା ୨୦୨୨ ମାର୍ଚ ୩୧ ତାରିଖ ପର୍ୟ୍ୟନ୍ତ ବୃଦ୍ଧି କରିଛନ୍ତି।ଆୟକର ବିଭାଗ…

ସିଦ୍ଧୁ ପଞ୍ଜାବର ରାଖୀ ସାୱନ୍ତ

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟିର ବିଧାୟକ ରାଘବ ଚଡ୍ଡା ନବଜୋତ ସିଂ ସିଦ୍ଧୁଙ୍କୁ ପଞ୍ଜାବ ରାଜନୀତିର ରାଖୀ ସାୱନ୍ତ ବୋଲି ସମାଲୋଚନା କରିଛନ୍ତି । ଏ ନେଇ ଏବେ ଆପ ଓ କଂଗ୍ରେସ କର୍ମୀମାନେ ମୁହାଁମୁହିଁ ହୋଇଛନ୍ତି।…

ରାଷ୍ଟ୍ରୀୟ ସୁରକ୍ଷା ପାଇଁ ସିଦ୍ଧୁ ବିପଦ; ପାକିସ୍ତାନ ସହିତ ରହିଛି ତାଙ୍କର ସମ୍ପର୍କ: ଅମରିନ୍ଦର

ନୂଆଦିଲ୍ଲୀ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ନିଜ ପଦରୁ ଇସ୍ତଫା ପ୍ରଦାନ କରିବା ପରେ ନଭଜୋତ ସିଂ ସିଦ୍ଧୁଙ୍କ ପ୍ରତି ଆକ୍ରମଣକୁ ଶାଣିତ କରିଛନ୍ତି । ପାକିସ୍ତାନ ସହିତ ସିଦ୍ଧୁଙ୍କ ସମ୍ପର୍କ ରହିଛି ଏବଂ ସେ…

ସମାଜର ପୂର୍ବତନ ସମ୍ପାଦିକା ମନୋରମା ମହାପାତ୍ରଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାର ପ୍ରତିଷ୍ଠିତ ଦୈନିକ ଖବର କାଗଜ ସମାଜର ପୂର୍ବତନ ସମ୍ପାଦିକା ମନୋରମା ମହାପାତ୍ରଙ୍କ ପରାଲୋକ ଘଟିଛି । ଶନିବାର ଏସସିବିରେ ୮୭ ବର୍ଷ ବୟସରେ ମହାପାତ୍ରିଙ୍କ ପରଲୋକ ଘଟିଛି । ଛାତିରେ…

ମାଲକାନଗିରିରେ ଭୟଙ୍କର ଦୁର୍ଘଟଣା ; ଜଣେ ମୃତ, ୪ ଗୁରୁତର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ମୋଟୁ ଥାନା ଅନ୍ତର୍ଗତ ଏମ ଭି ୮୮ ଗ୍ରାମ ନିକଟରେ ଆଜି ଅପରାହ୍ନ ସମୟରେ ହୋଇଥିବା ଏକ ସଡକ ଦୁର୍ଘଟଣାରେ ଜଣକର ମତ୍ୟୁ ଘଟିଛି । ଏହା ସହିତ ୪ ଜଣ…

ପଞ୍ଜାବ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଆଗୁଆ ସୁନୀଲ ଜାଖର

ନୂଆଦିଲ୍ଲୀ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ଇସ୍ତଫା ପରେ ପଞ୍ଜାବ ରାଜନୀତିରେ ସୃଷ୍ଟି ହୋଇଛି ବଡ ଶୂନ୍ୟସ୍ଥାନ । ମୁଖ୍ୟମନ୍ତ୍ରୀ ଦୌଡ଼ରେ ଏକାଧିକ ଆଶାୟୀ ରହିଥିବା ବେଳେ ପୂର୍ବତନ କଂଗ୍ରେସ ମୁଖ୍ୟ ସୁନୀଲ…

ପୋଷା କୁକୁର ପାଇଁ ବିଜିନେସ୍ କ୍ଲାସ୍ ବିମାନ ବୁକ୍ କଲେ ମାଲିକ

ମୁମ୍ବାଇ: ପୋଷା କୁକୁର ପାଇଁ ତାର ମାଲିକ ବୁକ୍ କଲେ ବିଜିନେସ୍ କ୍ଲାସ୍ ବିମାନ । ସେଥିରେ କେବଳ ସେ ଓ ତାର ମାଲିକ ହିଁ ଯାତ୍ରା କରିବା ପାଇଁ ଏହି ବିମାନ ବୁକ୍ କରିଥିଲେ । ପୋଷା କୁକୁର .ଯେପରି ଆରାମଦାୟକ ଯାତ୍ରା କରିବ…

ପୋଖରୀରେ ବୁଡି ଦୁଇ ଭଉଣୀଙ୍କ ସଲୀଳ ସମାଧି

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଫୁଲବାଣୀର ମାର୍ଲଙ୍ଗାରେ ଘଟିଯାଇଛି ଅଭାବନୀୟ ଘଟଣା । ଗାଁ ପୋଖରୀରେ ବୁଡି ପ୍ରାଣ ହରାଇଛନ୍ତି ଦୁଇ ସମ୍ପର୍କୀୟ ଭଉଣୀ । ଗାଁ ପୋଖରୀରେ ବୁଡି ଦୁଇ ଭଉଣୀଙ୍କ ପରଲୋକ ଘଟିଥିବା ଜଣା ପଡିଛି ।…

୨୦ରୁ ୟୁଜି କ୍ଲାସରୁମ୍ ପାଠପଢ଼ା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସେପ୍ଟେମ୍ବର ୨୦ ତାରିଖରୁ ୟୁଜି ପ୍ରଥମ ବର୍ଷ ପିଲାଙ୍କ କ୍ଲାସରୁମ୍ ପାଠପଢ଼ା ଆରମ୍ଭ ହେବ । ଉଭୟ ୟୁଜି ୩ ବର୍ଷ ଓ ୪ ବର୍ଷ ପାଠ୍ୟକ୍ରମ ପ୍ରଥମ ବର୍ଷ ପିଲାଙ୍କ କ୍ଲାସ୍ ଆରମ୍ଭ ହେବ । ଏନେଇ…