ବାତିଲ୍ ହେଲା ଡିଏଲ ଓ ଏଲଏଲ ସ୍ଲଟ ବୁକିଂ

ଭୁବନେଶ୍ୱର,୧୧ ।୬(ଓଡିଶା ଭାସ୍କର): ଡିଏଲ ଓ ଏଲଏଲ ସ୍ଲଟ ବୁକିଂ ନିର୍ଦ୍ଦେଶକୁ ବାତିଲ କଲେ ରାଜ୍ୟ ସରକାର । ଡିଏଲ ଓ ଏଲଏଲ ସ୍ଲଟ ବୁକିଂ ନେଇ ସରକାର ବିଜ୍ଞପ୍ତି ଜାରି କରିବେ । ମାର୍ଚ୍ଚ ୧୮ରୁ ସେପ୍ଟେମ୍ବର ୩୦ ମଧ୍ୟରେ…

ଶୁକ୍ରବାର ନାଇଟ କର୍ଫ୍ୟୁ କୋହଳ କଲେ ରାଜ୍ୟ ସରକାର

ଭୁବନେଶ୍ୱର, ୧୧ା୬(ଓଡ଼ିଶା ଭାସ୍କର): ଆଉ ଦୁଇ ଦିନ ପରେ ଓଡ଼ିଆଙ୍କ ରଜ ପର୍ବ । ରଜ ପର୍ବ ପାଇଁ କର୍ଫ୍ୟୁ କୋହଳ କରିଛନ୍ତି ରାଜ୍ୟ ସରକାର । ଆସନ୍ତାକାଲି ନାଇଟ କର୍ଫ୍ୟୁକୁ କୋହଳ କରାଯାଇଛି । ୧୨ ତାରିଖ ସନ୍ଧ୍ୟା ୭ଟା…

ମଲାଇକା ଅରୋରାଙ୍କ ସୋସାଇଟରେ କରୋନା ପଜିଟିଭ୍, ପୁରା ବିଲ୍ଡିଂ ସିଲ୍

ମୁମ୍ବାଇ,୧୧ ।୬: ସାରା ଦେଶରେ ଅନଲକ୍-୧ ଲାଗୁ ହୋଇଥିଲେ ମଧ୍ୟ କରୋନା ମାମଲା ବଢି ବଢି ଚାଲିଛି । ଦିଲ୍ଲୀ ଓ ମହାରାଷ୍ଟ୍ରରେ ଅଧିକ କରୋନା ମାମଲା ସାମନାକୁ ଆସିବାରେ ଲାଗିଛି । ଏହାରି ମଧ୍ୟରେ ବଲିଉଡ ଅଭିନେତ୍ରୀ ମଲାଇକା…

ଓଡ଼ିଶା ଛୁଇଁଲା ମୌସୁମୀ

ଭୁବନେଶ୍ୱର, ୧୧ା୬(ଓଡ଼ିଶା ଭାସ୍କର): ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ମୌସୁମୀ ଛୁଇଁଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ମୌସୁମୀ ଓଡ଼ିଶା ଛୁଇଁବା ଫଳରେ ଆଜିଠାରୁ ରାଜ୍ୟରେ ସ୍ଥାନେ…

ରହସ୍ୟମୟ ଭାବେ ଅଚାନକ୍ ଲାଲ୍ ହୋଇଗଲା ହ୍ରଦର ଜଳ, ବୈଜ୍ଞାନିକ ବି ଆଶ୍ଚର୍ଯ୍ୟ

କରୋନା ସଙ୍କଟ ସମୟରେ ଏକ ଆଶ୍ଚର୍ଯ୍ୟକର ଘଟଣା ସାମନାକୁ ଆସିଛି । ମହାରାଷ୍ଟ୍ରର ବୁଲଢାନା ଜିଲ୍ଲାରେ ଥିବା ପ୍ରସିଦ୍ଧ ହ୍ରଦର ପାଣି ଅଚାନକ୍ ଲାଲ୍ ରଙ୍ଗରେ ପରିଣତ ହୋଇଛି । ପ୍ରଥମଥର ପାଣିର ଏପରି ପରିବର୍ତ୍ତନକୁ ଦେଖି…

ହୋଇନାହିଁ ମାସ୍କ ଦୁର୍ନୀତି, କେନ୍ଦ୍ରର ନୋଟିଫିକେସନ ଅନୁସାରେ କିଣାଯାଇଛି ମାସ୍କ: ସସ୍ମିତ

ଭୁବନେଶ୍ୱର, ୧୧ା୬(ଓଡ଼ିଶା ଭାସ୍କର): ମାସ୍କ ଦୁର୍ନୀତି ପ୍ରସଙ୍ଗକୁ ନେଇ ବିଜେଡ଼ି ମୁଖପାତ୍ର ସସ୍ମିତ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ କହିଛନ୍ତି ଯେ କୋଭିଡ଼ ମୁକାବିଲା ଓ ହସ୍ପିଟାଲ ପ୍ରତିଷ୍ଠା…

କରୋନା ଲଢ଼େଇରେ ଭାରତ ପଛକୁ ହଟିବାର ପ୍ରଶ୍ନ ଉଠୁନାହିଁ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୧୧ା୬: ଭାରତୀୟ ଚ୍ୟାମ୍ବର ଅଫ କମର୍ସର ବାର୍ଷିକ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧନ କରିଛନ୍ତି । ଲୋକାଲ ପାଇଁ ଭୋକାଲ ହେବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ କରିଛନ୍ତି । କରୋନା ଲଢ଼େଇରେ ଭାରତ…