କାମ କରୁନାହିଁ ଚୀନ୍ ଭ୍ୟାକ୍ସିନ, ଚୀନ ନିର୍ମିତ ଭ୍ୟାକ୍ସିନ୍ ବିରୋଧରେ ଆସିଲା ସାଂଘାତିକ ତଥ୍ୟ

ନୂଆଦିଲ୍ଲୀ: କରୋନା ଭାଇରସର ଉତ୍ପତ୍ତି ସ୍ଥଳ ଚୀନ୍ ବୋଲି ପୂର୍ବରୁ ଅନେକବାର ଚର୍ଚ୍ଚା ହୋଇଛି । ତେବେ ବର୍ତ୍ତମାନ ଚୀନ ଭ୍ୟାକ୍ସିନକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ ହସ୍ତଗତ ହୋଇଛି । ଚୀନ ବିଭିନ୍ନ ଦେଶକୁ…

ପୁଅର ବୟସ ୧୮ ବର୍ଷ ହୋଇଗଲେ ବି ବାପାର ଦାୟିତ୍ଵ ଶେଷ ହୁଏ ନାହିଁ: ହାଇକୋର୍ଟଙ୍କ ଗୁରୁତ୍ଵପୂର୍ଣ୍ଣ ରାୟ 

ନୂଆଦିଲ୍ଲୀ : ଯଦି ପୁଅର ବୟସ ୧୮ ବର୍ଷ ହୋଇଯାଏ, ତେବେ ବି ବାପାର ପୁଅ ପ୍ରତି ଦାୟିତ୍ଵ ଶେଷ  ହୁଏ ନାହିଁ। ପୁଅ ସାବାଳକ ହେବା ପରେ ଏହାର ଶିକ୍ଷା ଏବଂ ଅନ୍ୟ ସମସ୍ତ ଖର୍ଚ୍ଚ ଏକାକୀ ମା ଉଠାଇ ପାରିବ ନାହିଁ। ବାପାଙ୍କୁ…

ଉବୁଟୁବୁ ରାଜଧାନୀ, କଲବଲ ଜନତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବେଙ୍ଗ ମୁତିଲେ ରାଜଧାନୀ ଉବୁଟୁବୁ! ଲଗାଣ ବର୍ଷା ହେଲେ ବେହାଲ ହେଉଛି ସ୍ମାର୍ଟ ସିଟି । ଫି’ ବରଷ ଏଭଳି ସମସ୍ୟା ଲାଗି ରହୁଥିଲେ ମଧ୍ୟ ସମସ୍ୟା ସୁଧାରି ପାରୁନାହାନ୍ତି ସରକାର । ପ୍ରଶାସନର…

ଛେରାପହଁରା କରିବେନି ଗଜପତି: ଅନ୍ୟ ସ୍ଥାନରେ ରଥଯାତ୍ରାକୁ ନେଇ ହାଇକୋର୍ଟଙ୍କ ଏପରି ଶୁଣାଣି

ପୁରୀ (ଓଡ଼ିଶା ଭାସ୍କର): କରୋନା କାଳରେ ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ କଟକଣାରେ ପାଳିତ ହେବ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା । ଶ୍ରୀମନ୍ଦିରରେ ସ୍ନାନପୂର୍ଣ୍ଣିମା ପ୍ରସ୍ତୁତି ସମୀକ୍ଷା ପରେ ପୁରୀ ଜିଲ୍ଲାପାଳ…

WTC Final:  ରିଜର୍ଭ ଡେ ପାଇଁ ନିୟମ ତିଆରି କଲା ଆଇସିସି, ଏମିତି ରହିବ ଶେଷ ଘଣ୍ଟାର ଖେଳ

ସାଉଥମ୍ପଟନ :  ପୂରା ପାଞ୍ଚ ଦିନ ପରେ ମଧ୍ୟ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା  ବିଶ୍ଵ ଟେଷ୍ଟ ଚମ୍ପିଆନସିପ ଫାଇନାଲ୍ ମୁକାବିଲାର ପରିଣାମ ବାହାରି ପାରି ନାହିଁ। ସାଉଥମ୍ପଟନର ଏଜିସ ବାଉଲରେ ଖେଳାଯାଉଥିବା…

ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲ: ରିଜର୍ଭ ଡେରେ ସୂର୍ଯ୍ୟକିରଣରେ ଛାଇଲା ସାଉଥମ୍ପଟନ, ହେବ ପୂରା ଦିନର ଖେଳ !

ସାଉଥମ୍ପଟନ : ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ସାଉଥମ୍ପଟନରେ ବିଶ୍ଵ ଟେଷ୍ଟ ଚମ୍ପିଆନସିପ ଫାଇନାଲ୍ ମୁକାବିଲା ଜାରି ରହିଛି। ପଞ୍ଚମ ଦିନର ଖେଳ ସମାପ୍ତ ହୋଇ ସାରିଥିବା ବେଳେ ଏବେ ଫଳାଫଳ ପାଇଁ ରିଜର୍ଭ ଡେରେ ମ୍ୟାଚ୍…

ତେଜିଲା ଫଟୋ ରାଜନୀତି: ଅପରାଜିତାଙ୍କୁ ଏପରି ଜବାବ୍ ଦେଲେ ସସ୍ମିତ ପାତ୍ର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଟିକାକରଣରେ ଫଟୋକୁ ନେଇ ତେଜିଛି ରାଜନୀତି । ମୁହାଁମୁହିଁ ହୋଇଛି ବିଜେଡି ଓ ବିଜେପି । କୋଭିଡ ଟିକାକରଣ କେନ୍ଦ୍ରରେ ଫଟୋକୁ ନେଇ ସାଂସଦ ଅପରାଜିତାଙ୍କ ଟ୍ୱିଟ ପରେ କଡା ଜବାବ ଦେଇଛନ୍ତି…

ବିବାହ ବୈଧ ନୁହେଁ ତ, ଏ ଡ୍ରାମା କାହିଁକି …

ନୂଆଦିଲ୍ଲୀ: ପଶ୍ଚିମବଙ୍ଗଳା ଟିଏମସି ସାଂସଦ ତଥା ଅଭିନେତ୍ରୀ ନୁସରତ ଜାହାଁ ଗତ କିଛି ଦିନ ହେବ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ସେ ଏବେ ହେଡଲାଇନରେ ରହିଛନ୍ତି । ତାଙ୍କୁ ନେଇ ସବୁ ଆଡେ ଚର୍ଚ୍ଚାର ବିଷୟ ପାଲଟିଛି ।…

ବ୍ୟାଙ୍କକୁ ୯ ହଜାର କୋଟି ସ୍ଥାନାନ୍ତର କଲା ଇଡି: ମାଲ୍ୟା, ମୋଦି ଓ ଚୋକସିଙ୍କ ଠାରୁ ଜବତ ହେଲା ବେଆଇନ୍ ସମ୍ପତ୍ତି

ନୂଆଦିଲ୍ଲୀ: ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା, ନିରବ ମୋଦି ଓ ମେହୁଲ ଚୋକସିଙ୍କ ଠାରୁ ବେଆଇନ୍ ସମ୍ପତ୍ତି ଆଦାୟ କରାଯାଇଛି । ଏହି ତିନି ଠକଙ୍କ ଠାରୁ ମୋଟ ୯୩୭୧ କୋଟି ଟଙ୍କା ବିଭିନ୍ନ ରାଜ୍ୟର ବ୍ୟାଙ୍କକୁ ସ୍ଥାନାନ୍ତର…

କରୋନାର ତୃତୀୟ ଲହର ଓ ଡେଲଟା ପ୍ଲସ ନେଇ କ’ଣ କହିଲେ ଡିଏମଇଟି ? ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଏବେ ବି ଜାରି ରହିଥିବା ବେଳେ ତୃତୀୟ ଲହରକୁ ନେଇ ଚିନ୍ତା ବଢିଛି । ଏହାରି ମଧ୍ୟରେ ତୃତୀୟ ଲହର ଓ ଡେଲଟା ପ୍ଲସ ଭେରିଏଣ୍ଟ ନେଇ ପ୍ରତିକ୍ରିୟା ପ୍ରକାଶ…