ପ୍ରବାସୀ ଶ୍ରମିକଙ୍କ ପାଇଁ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ, ୨୮ା୫: କରୋନା ସତର୍କତା ନେଇ ସମଗ୍ର ଦେଶ ଲକ ଡାଉନ ରହିଛି । ତେଣୁ ପ୍ରବାସୀ ଶ୍ରମିକଙ୍କୁ ଫେରେଇ ଆଣିବାକୁ ବହୁ ପଦକ୍ଷେପ ଗ୍ରହଣ କରାଯାଇଛି । ଏହାସହ ଆଜି ପ୍ରବାସୀ ଶ୍ରମିକଙ୍କ ପାଇଁ ସୁପ୍ରିମକୋର୍ଟ ଏକ ବଡ଼…

ରାତିରେ ମଲା, ସକାଳେ ବଞ୍ଚିଲା

ଉତ୍ତରପ୍ରଦେଶର ସନ୍ତ କମିରନଗର ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମନାକୁ ଆସିଛି, ଯେଉଁଥିରେ ପୋଲିସ ଓ ସ୍ୱାସ୍ଥ୍ୟ ବିଭାଗର ଅବହେଳାର ଖୁଲାସା ହୋଇଛି । କରୋନାରେ ପୁଅ ମରିଛି ବୋଲି ବାପାଙ୍କୁ ସୂଚନା ଦେଇଥିଲା ପୋଲିସ…

ଖୁସି ଖବର , ରାଜ୍ୟରେ ଆଉ ୭୫ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର, ୨୮ା୫(ଓଡ଼ିଶା ଭାସ୍କର): ଆଜି ରାଜ୍ୟରେ ୬୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭୫ଜଣ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତ ସୁସ୍ଥ ସଂଖ୍ୟା ୮୮୭କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଥିବା…

ଲକଡାଉନରେ ଗାଁକୁ ଫେରିଲା ପରିବାର, ଆଲମିରା ଝାଡୁ ଝାଡୁ ବାହାରିଲା ସୁନା ବିସ୍କୁଟ୍

ଭାଗ୍ୟ କେତେବେେଳେ ଯେ କାହାର ବଦଳିଯିବ, ତାହା କାହାକୁ ବା ଜଣାଥାଏ । କରୋନା ସଙ୍କଟରେ କିଛି ଲୋକଙ୍କର ଆର୍ଥିକ ସମସ୍ୟା ସୃଷ୍ଟି ହେଉଥିବା ବେଳେ ଆଉ କିଛି ଲୋକଙ୍କ ଭାଗ୍ୟ ଚମକିବାରେ ଲାଗିଛି । ଏପରି ଏକ ମାମଲା…

ରାଜ୍ୟବ୍ୟାପୀ କଂଗ୍ରେସର ଡିଜିଟାଲ ସଚେତନତା ଅଭିଯାନ

ଭୁବନେଶ୍ୱର, ୨୮ା୫(ଓଡ଼ିଶା ଭାସ୍କର): ରାଜ୍ୟବ୍ୟାପୀ କଂଗ୍ରେସ ଡିଜିଟାଲ ସଚେତନତା ଅଭିଯାନ ଆରମ୍ଭ କରିଛି । ଏହାସହ ଏହି ସୋସିଆଲ ମିଡ଼ିଆ ଅଭିଯାନରେ ସାମିଲ ହେବାକୁ ଲୋକଙ୍କୁ ଆହ୍ୱାନ କରାଯାଇଛି । ସରକାରଙ୍କୁ ପ୍ରଶ୍ନ…

୭ଟି ଜିଲ୍ଲାରେ ବର୍ଷା ସହ ବଜ୍ରପାତ ଆଶଙ୍କା !

ଭୁବନେଶ୍ୱର, ୨୮ା୫(ଓଡ଼ିଶା ଭାସ୍କର): ଦିନକୁ ଦିନ ରାଜ୍ୟରେ ତାପମାତ୍ରା ବଢ଼ିବାରେ ଲାଗିଛି । ଆଗକୁ ଆହୁରି ତାପମାତ୍ରା ବଢ଼ିବା ନେଇ ଆଶଙ୍କା ମଧ୍ୟ ରହିଛି । ଏହାସହ ସ୍ଥାନେ ସ୍ଥାନେ କାଳବୈଶାଖୀ ମଧ୍ୟ ହେଉଛି । ଏହାରି…

୬ ନୁହେଁ ବରଂ ୨୦ ଫୁଟ ଦୂରକୁ ବ୍ୟାପିପାରେ କରୋନା

ସାରା ବିଶ୍ୱରେ ଭୟଙ୍କର ଭାବେ ମାଡିଚାଲିଛି କରୋନା ଭାଇରସ । ଏହି ସମସ୍ୟାରୁ ଦୂରେଇ ରହିବାକୁ ହେଲେ ଘରେ ରହିବ ଓ ସାମାଜିକ ଦୂରତାକୁ ବର୍ତ୍ତମାନ ସମୟରେ ଅଧିକ ଗୁରୁତ୍ୱ ଦିଆଯାଉଛି । ସାମାଜିକ ଦୂରତା ପାଇଁ ପରସ୍ପରଠାରୁ ୬…