ମହାରାଷ୍ଟ୍ରରେ ଆରମ୍ଭ ହେଲା ଅନଲକ ପ୍ରକ୍ରିୟା, କୋଲକାତାରେ ଖୋଲିଲା ରେଷ୍ଟୁରାଣ୍ଟ
ମୁମ୍ବାଇ: ମହାରାଷ୍ଟ୍ରରେ କରୋନା ଭାଇରସ ସଂକ୍ରମଣରେ କ୍ରମାଗତ ହ୍ରାସ ହେବା ପରେ ଏବେ ରାଜ୍ୟରୁ ଲକଡାଉନ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ତେବେ ଏହି ଅନଲକ ପ୍ରକ୍ରିୟା ୫ ପର୍ଯ୍ୟାୟରେ…