କରୋନା ରୋଗୀ ଠିକ୍ ହେବାର ଦେଖି ଖୁସିରେ ନାଚି ପକାଇଲେ ଡାକ୍ତର, ଦେଖନ୍ତୁ

ସାରା ବିଶ୍ୱରେ ଏବେ କରୋନା ନିଜର ଭୟଙ୍କର ତାଣ୍ଡବ ରଚିବାରେ ଲାଗିଛି । ମହାମାରୀକୁ ଭଲ କରିବାକୁ ନା କୌଣସି ଔଷଧ ବାହାରିଛି ନା କୌଣସି ଟୀକା । ଏହାରି ମଧ୍ୟରେ ରୋଗୀଙ୍କୁ ଅନ୍ୟ ଉପାୟରେ ସୁସ୍ଥ କରିବାରେ ଦିନ ରାତି…

ଭଦ୍ରକରେ ୪ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୨୪ା୪(ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣି ୪କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୪କୁ ବୃଦ୍ଧି ପାଇଛି । ସମସ୍ତ ଆକ୍ରାନ୍ତ ଭଦ୍ରକ ଜିଲ୍ଲାର ବୋଲି ଜଣାପଡ଼ିଛି…

ମାନବ ସମାଜକୁ ବିପଦରେ ପକାଇ ଧର୍ମ ପାଳନ କରାଯିବା ଉଚିତ ନୁହେଁ: ଗଜପତି ମହାରାଜ

ଭୁବନେଶ୍ୱର, ୨୪ା୪(ଓଡ଼ିଶା ଭାସ୍କର): ରଥଯାତ୍ରା ଓ ଚନ୍ଦନଯାତ୍ରାକୁ ନେଇ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ବସିଥିଲା । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଗଜପତି ମହାରାଜ ଦିବ୍ୟସିଂହ ଦେବ କହିଛନ୍ତି ଯେ…

ପ୍ରବାସୀ ଓଡ଼ିଆଙ୍କ ପାଇଁ ଆଜିଠୁ ଆରମ୍ଭ ପଞ୍ଜୀକରଣ

ଭୁବନେଶ୍ୱର, ୨୪ା୪(ଓଡ଼ିଶା ଭାସ୍କର):ଦେଶ ଓ ରାଜ୍ୟ ଲକ୍ ଡାଉନ ଥିବାରୁ ବାହାରେ ଓଡ଼ିଆମାନେ ଫସି ରହିଛନ୍ତି । ସେମାନଙ୍କୁ ରାଜ୍ୟକୁ ଫେରାଇ ଆଣିବାକୁ ପଦକ୍ଷେପ ନିଆଯାଇଛି । ତେଣୁ ପ୍ରବାସୀ ଓଡ଼ିଆଙ୍କ ପାଇଁ ଆଜିଠୁ ଆରମ୍ଭ…

ପାକିସ୍ତାନର ଅଜବ ଲକ୍-ଡାଉନରେ ବିରକ୍ତ ଡାକ୍ତର, ସ୍କୁଲ ବନ୍ଦ ହେଲେ ମସଜିଦ୍ ଖୋଲା

ପାକିସ୍ତାନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ହଜାରକୁ ବୃଦ୍ଧି ପାଇଥିବା ବେଳେ ୨୩୭ ଲୋକଙ୍କ ମୃତ୍ୟୁ ହୋଇସାରିଛି । ଏତେ ପରେ ଚେତୁନାହାନ୍ତି ସେଠାକାର ସରକାର । କରୋନାର ମୁକାବିଲା କରିବା ପାଇଁ ଲକ୍-ଡାଉନ୍ ଘୋଷଣା…

ଆଜି ସନ୍ଧ୍ୟାରେ ଆସିପାରେ ରଥଯାତ୍ରାକୁ ନେଇ ଚୂଡ଼ାନ୍ତ ନିଷ୍ପତ୍ତି !

ପୁରୀ, ୨୪ା୪(ଓଡ଼ିଶା ଭାସ୍କର): ଶ୍ରୀମନ୍ଦିର ପରିଚାଳନା କମିଟିର ଭିଡ଼ିଓ କନଫରେନ୍ସ ଜରିଆରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା । ସେହି ବୈଠକରେ…

ଦେଶରେ କରୋନା ତୃତୀୟ ଷ୍ଟେଜରେ ପହଞ୍ଚିନି: ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ, ୨୪ା୪: କରୋନା ପ୍ରସଙ୍ଗରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି ଯେ ଦେଶରେ ତୃତୀୟ ଷ୍ଟେଜରେ ପହଞ୍ଚି ନାହିଁ କରୋନା । ଦେଶରେ ସାଢ଼େ ୫ଲକ୍ଷରୁ ଅଧିକ ନମୁନା ପରୀକ୍ଷା ହେଲାଣି । ଏହାସହ…