ମୋମୋ ଖାଉଥିଲେ ସାବଧାନ, ଏହା ଶରୀର ପାଇଁ ସବୁଠୁ ବେଶୀ କ୍ଷତିକାରକ: ରିସର୍ଚ୍ଚରୁ ସାମ୍ନାକୁ ଆସିଲା ବିସ୍ଫୋରକ ତଥ୍ୟ
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ଆଜିକାଲି ସମସ୍ତେ ପ୍ରାୟ ଷ୍ଟ୍ରିଟ୍ ଫୁଡ୍ ଖାଇବାକୁ ପସନ୍ଦ କରୁଛନ୍ତି । ଷ୍ଟ୍ରିଟ୍ ଫୁଡ୍ରେ ଲୋକମାନେ ବେଶୀ ଗୁୁପୁଚୁପୁ, ମୋମୋ ଆଦି ଖାଇବାକୁ ବେଶୀ ପସନ୍ତ କରିଥାନ୍ତି । ଗୁୁପୁଚୁପୁ…