ସଞ୍ଜୟଲୀଲା ଭନ୍ସାଲୀଙ୍କ ଡ୍ରିମ୍ ପ୍ରୋଜେକ୍ଟର ପ୍ରଥମ ପୋଷ୍ଟର ରିଲିଜ୍, ‘ହୀରା ମଣ୍ଡି’କୁ ନେଇ ଚର୍ଚ୍ଚା ଆରମ୍ଭ
ମୁମ୍ବାଇ (ଭାସ୍କର ନ୍ୟୁଜ୍): ସିଦ୍ଧ ଫିଲ୍ମ ନିର୍ମାତା ସଞ୍ଜୟ ଲୀଲା ଭନସାଲି ବଲିଉଡ୍କୁ ‘ଦେବଦାସ୍’ , ‘ବାଜିରାଓ ମସ୍ତାନୀ’ ଓ ‘ପଦ୍ମାବତ୍’ ଭଳି ଅନେକ ସୁରହିଟ୍ ଫିଲ୍ମ ଦେବା ପରେ ଏବେ ଓଟିଟି ପ୍ଲାଟଫର୍ମରେ ଡେବ୍ୟୁ…