ସଲାମ୍! ଡେଲିଭରୀର ୨୨ ଦିନ ପରେ ପିଲାକୁ ନେଇ ଅଫିସରେ ପହଞ୍ଚିଲେ କମିଶନର

ବିଶାଖାପାଟଣା,୧୨ ।୪: କରୋନା ଭାଇରସ ଯୁଦ୍ଧରେ ଡାକ୍ତର ଓ ନର୍ସମାନେ ପ୍ରଥମ ଯୋଦ୍ଧା ହୋଇଥିବା ବେଳେ ଅନେକ ସରକାରୀ କର୍ମଚାରୀ ସେମାନଙ୍କ କାର୍ଯ୍ୟାଳୟରେ ରହି ସେମାନଙ୍କୁ ସାହାଯ୍ୟ କରଛନ୍ତି । ଗ୍ରେଟର ବିଶାଖାପାଟଣା…

ବିଶ୍ରା ସିଲ୍

ସୁନ୍ଦରଗଡ଼, ୧୨ା୪ (ଓଡ଼ିଶା ଭାସ୍କର): ସୁନ୍ଦରଗଡ଼ରୁ ୨ଜଣ କରୋନା ଭୁତାଣୁ ଆକ୍ରାନ୍ତ ଚିହ୍ନଟ ହେବା ପରେ ସତର୍କ ହୋଇ ଉଠିଛି ଜିଲ୍ଲା ପ୍ରଶାସନ । ରବିବାର ସୁନ୍ଦରଗଡ଼ର ବିଶ୍ରା ଅଞ୍ଚଳ ଓ ଏହା ଆଖପାଖରେ ଥିବା ୮ଟି ଗ୍ରାମକୁ…

ଲକ୍-ଡାଉନରେ ମଦ ନମିଳିବାରୁ ପିଇଗଲା ସାନିଟାଇଜର, ଆଉ ତା’ପରେ..

ଦେଶରେ କରୋନା ଭାଇରସ୍ ବିସ୍ତାର ନହେବା ପାଇଁ ସାନିଟାଇଜର ବ୍ୟବହାର କରିବାକୁ ସରକାର ବିଶେଷଜ୍ଞମାନେ ନିବେଦନ କରିଛନ୍ତି । ନିକଟରରେ କୋଏମ୍ବାଟୁରରେ ଏହି ସାନିଟାଇଜର କାରଣରୁ ଜଣେ ବ୍ୟକ୍ତି ନିଜ  ଜୀବନ ହରାଇଛନ୍ତି ।…

କରୋନାର କରାଳ ପ୍ରକୋପ, ରାଜଧାନୀ ପ୍ରତିଷ୍ଠା ଦିବସ ବନ୍ଦ କରିବାକୁ ନିଷ୍ପତ୍ତି

ଭୁବନେଶ୍ୱର, ୧୨ା୪(ଓଡ଼ିଶା ଭାସ୍କର): କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ରାଜଧାନୀ ପ୍ରତିଷ୍ଠା ଦିବସ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିବା ନେଇ ସୂଚନା ମିଳିଛି । ୧୯୪୮ ମସିହା ଏପ୍ରିଲ୍ ୧୩ତାରିଖ ଦିନ ଐତିହାସିକ…

କରୋନା ଲକ୍ଡାଉନ୍: ଦେଶକୁ ରେଡ୍, ଅରେଞ୍ଜ, ଗ୍ରୀନ୍ ଜୋନରେ ବାଣ୍ଟି ପାରନ୍ତି ମୋଦି ସରକାର

ନୂଆଦିଲ୍ଲୀ, ୧୨ା୪: ଦେଶରେ କରୋନା ଭାଇରସ୍ ଏହାର ପ୍ରକୋପ ଦେଖାଇବା ଆରମ୍ଭ କରିଛି । ଏହି ମହାମାରୀ ଭୁତାଣୁ ଯୋଗୁଁ ଦେଶରେ ମୃତ ଓ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ…

ସ୍ୱାମୀଙ୍କ ସହ ଝଗଡା ପରେ ୫ ସନ୍ତାନଙ୍କୁ ଗଙ୍ଗାରେ ଭସାଇଦେଲେ ମହିଳା: ଉଦ୍ଧାର କାର୍ଯ୍ୟ ଜାରି

ଭଦୋହୀ,୧୨ ।୪: ଉତ୍ତରପ୍ରଦେଶର ଭଦୋହୀ ଜିଲ୍ଲାର ଗୋପୀଗଞ୍ଜ କୋଟୱାଲୀ କ୍ଷେତ୍ରରେ ଥିବା ଜାହାଙ୍ଗୀରବାଦ ଗଙ୍ଗା ଘାଟରେ ଏକ ଅଦ୍ଭୁତ ଘଟଣା ଘଟିଯାଇଛି । ସ୍ୱାମୀଙ୍କ ସହ ଝଗଡା ପରେ ୫ ସନ୍ତାନଙ୍କୁ ଗଙ୍ଗା ନଦୀରେ…

କାଲି ଚିହ୍ନଟ ୪ କରୋନା ଆକ୍ରାନ୍ତଙ୍କ ସମ୍ପର୍କରେ ଆସିଲା ତଥ୍ୟ

ଭୁବନେଶ୍ୱର, ୧୨ା୪ (ଓଡ଼ିଶା ଭାସ୍କର): ଗତକାଲି ରାତିରେ ରାଜ୍ୟରେ ଚିହ୍ନଟ ହୋଇଥିବା ୪ ନୂଆ ଆକ୍ରାନ୍ତଙ୍କ ସମ୍ପର୍କରେ ରବିବାର ତଥ୍ୟ ଦିଆଯାଇଛି । ଗତକାଲି ରାତିରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ…

ପୋଲିସ ଉପରେ ନିହଙ୍ଗ ଶିଖମାନଙ୍କ ଆକ୍ରମଣ, ASIଙ୍କ କାଟିଦେଲେ ହାତ

ଚଣ୍ଡିଗଡ,୧୨ ।୪: କରୋନା ଭାଇରସ କାରଣରୁ ସାରା ଦେଶେ ଲକ୍-ଡାଉନ୍ ଜାରି ହୋଇଛି । ଏହାକୁ କଡାକଡି ପାଳନ କରିବାକୁ ବିଭିନ୍ନ ସ୍ଥାନରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଏଭଳି ପରିସ୍ଥିତିରେ ଆଜି ପଞ୍ଜାବର ପଟିଆଲା…

ମାସ୍କ ନପିନ୍ଧି ହଟହଟା ସୁର !

ଭୁବନେଶ୍ୱର, ୧୨ ।୪(ଓଡ଼ିଶା ଭାସ୍କର): କରେନା ମୁକାବିଲା ପାଇଁ ରାଜ୍ୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ମାସ୍କନପିନ୍ଧିଲେ ପ୍ରଥମ ୩ ଥର ୨୦୦ ଓ ପରେ ୫୦୦ ଟଙ୍କା ଫାଇନ ଆଦାୟ କରିବାକୁ ରାଜ୍ୟ ସରକାର…