Breaking News ପରଲୋକରେ ଦିବଂଗତ ଅଭିନେତା ବିଜୟ ମହାନ୍ତିଙ୍କ ମାଆ Odisha Bhaskar Bureau May 8, 2021 ବାଲେଶ୍ୱର,୮ା୫(ଓଡିଶା ଭାସ୍କର): ଓଲିଉଡ ଜଗତର ଦିବଂଗତ ଅଭିନେତା ବିଜୟ ମହାନ୍ତିଙ୍କ ମାଆ ଶାନ୍ତିଲତା ମହାନ୍ତିଙ୍କର ଆଜି ପରଲୋକ ହୋଇଛି । ଅନକେ ଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ହୋଇ ଶାନ୍ତଲତା ମେଡିକାଲରେ…
Breaking News ଦେଶରେ ୬୮.୭ ପ୍ରତିଶତ ମହିଳା କର୍ମକ୍ଷେତ୍ରରେ ଯୌନ ଉତ୍ପୀଡନର ସାମନା କରନ୍ତି: ସର୍ଭେ Odisha Bhaskar Bureau May 8, 2021 ନୂଆଦିଲ୍ଲୀ,୦୮ । ୦୫ (ଓଡ଼ିଶା ଭାସ୍କର) : ପ୍ରତିଦିନ ଅନେକ ମହିଳା କର୍ମକ୍ଷେତ୍ରରେ ଯୌନ ଶୋଷଣର ସମ୍ମୁଖୀନ ହେଉଛନ୍ତି । ହେଲେ ସବୁଠାରୁ ଦୁଃଖର ବିଷୟ ଯେ ସେମାନେ ଏହି ଘଟଣାକୁ କାହା ଆଗରେ ପ୍ରକାଶ କରନ୍ତି ନାହିଁ ।…
Breaking News ଅନଲାଇନ ସପିଂ କରୁଥିବା ଲୋକଙ୍କ ପାଇଁ ବଡ ଖବର: ସ୍ଥଗିତ ହେଲା ଆମାଜନର ପ୍ରାଇମ୍ ଡେ ସେଲ୍ Odisha Bhaskar Bureau May 8, 2021 ନୂଆଦିଲ୍ଲୀ,୮ ।୪: କରୋନା ମହାମାରୀ ଯୋଗୁଁ ସବୁଆଡେ ହାହାକାର ସୃଷ୍ଟି ହୋଇଛି । ଏହାରି ମଧ୍ୟରେ ଅନଲେଇନ୍ ସପିଂ କରୁଥିବା ଗ୍ରାହକମାନଙ୍କୁ ଝଟକା ଲାଗିଛି । କାରଣ ସବୁଠାରୁ ବଡ ଅନଲାଇନ୍ ସପିଂ ପ୍ଲାଟଫର୍ମ ଆମାଜନ୍ ନିଜର…
Breaking News ଦେଶବ୍ୟାପୀ ଅକ୍ସିଜେନ୍ ଆବଣ୍ଟନ ନେଇ ତିଆରି ହେଲା ୧୨ ସଦସ୍ୟ ବିଶିଷ୍ଟ ଟାସ୍କ ଫୋର୍ସ Odisha Bhaskar Bureau May 8, 2021 ନୂଆଦିଲ୍ଲୀ, ୦୮/୦୫(ଓଡିଶା ଭାସ୍କର) : କରୋନା ଭାଇରସର ଦ୍ୱିତୀୟ ଲହର ଦ୍ରୁତ ଗତିରେ ବ୍ୟାପୁଥିବା ବେଳେ ବିଭିନ୍ନ ହସ୍ପିଟାଲରେ ହେଉଥିବା ଅକ୍ସିଜେନର ଅଭାବକୁ ନେଇ ସୁପ୍ରିମକୋର୍ଟ ଶନିବାର ୧୨ ସଦସ୍ୟ ବିଶିଷ୍ଟ ଏକ ଟାସ୍କ…
Breaking News ଅକ୍ସିଜେନ ସମସ୍ୟା ଦୂର ପାଇଁ ୧୨ ଜଣିଆ ଜାତୀୟ ଟାସ୍କଫୋର୍ସ ଗଠନ କଲେ ସୁପ୍ରିମ କୋର୍ଟ Odisha Bhaskar Bureau May 8, 2021 ନୂଆଦିଲ୍ଲୀ ୦୮ । ୦୫ (ଓଡ଼ିଶା ଭାସ୍କର) : ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଭୟଙ୍କର ରୂପରେ ମାଡିଚାଲିଛି । ରୋଗୀଙ୍କ ଲାଗି ଅକ୍ସିଜେନ ସମସ୍ୟା ଦେଖା ଯାଉଥିବାରୁ ପ୍ରତିଦିନ ହଜାର ହଜାର ଲୋକ ପ୍ରାଣ ହରାଉଛନ୍ତି।…
Breaking News ଦୈନିକ ହଜାରେ ଟପୁଛି ଭୁବନେଶ୍ୱରର ସଂକ୍ରମଣ: ଆଜି ୧୦୩୪ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ? Odisha Bhaskar Bureau May 8, 2021 ଭୁବନେଶ୍ୱର,୮ ।୫(ଓଡିଶା ଭାସ୍କର): ରାଜ୍ୟରେ ସଂକ୍ରମଣ ହୁ ହୁ ହୋଇ ବଢିଚାଲିଥିବା ବେଳେ କରୋନା ଟାର୍ଗେଟରେ ରହିଛି ଭୁବନେଶ୍ୱର । ରାଜଧାନୀ ଭୁବନେଶ୍ୱରରେ ପୁଣି ୧୦୩୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ…
Featured ‘ଗୋ ମୂତ୍ର’ ପିଇବା ଦ୍ୱାରା ଦୂର ହେବ କରୋନା:ବିଜେପି ବିଧାୟକଙ୍କ ମନ୍ତବ୍ୟ Odisha Bhaskar Bureau May 8, 2021 ଉତ୍ତରପ୍ରଦେଶ ୦୮ । ୦୫ (ଓଡ଼ିଶା ଭାସ୍କର) : ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର କଡ଼ା କଟକଣା ଲାଗୁ କରିଛନ୍ତି। ଅନ୍ୟପଟେ କେନ୍ଦ୍ର ସରକାର କରୋନା…
Featured ଧମାଲ୍ କରୁଛନ୍ତି ଭାଇରାଲ୍ ବଏ ତ୍ରୈଲୋକ୍ୟ, ପପୁ ପମ୍ ପମଙ୍କ ସହ ସୁଟିଂ କଲେ ମ୍ୟୁଜିକ୍ ଭିଡିଓ Odisha Bhaskar Bureau May 8, 2021 ଭୁବନେଶ୍ୱର, ୦୮ । ୦୫ (ଓଡ଼ିଶା ଭାସ୍କର) : କିଛି ମାସ ତଳେ ଖୋର୍ଦ୍ଧା ଜିଲ୍ଲାର ଏକ ଛୋଟ ପିଲାର ଭିଡିଓ ଖୁବ୍ ଭାଇରାଲ୍ ହୋଇଥିଲା । ସେ ହେଉଛନ୍ତି ତ୍ରୈଲୋକ ରାୟ । ତ୍ରୈଲୋକ୍ୟ ଏକ ସରକାରୀ ସ୍କୁଲ୍ ରେ ପଢ଼ୁଥିବା ବେଳେ…
Breaking News କରୋନା ସାଇବର୍ ଅପରାଧ: ଅନଲାଇନରେ ମିଳୁଛି ନକଲି ରେମଡେସିଭର୍ ଇଞ୍ଜେକସନ୍, ଭୁଲରେ ବି କିଣନ୍ତୁ ନାହିଁ Odisha Bhaskar Bureau May 8, 2021 ନୂଆଦିଲ୍ଲୀ, ୦୮/୦୫(ଓଡିଶା ଭାସ୍କର) : ଯଦି ଆପଣ ମାନେ କରୋନା ରୋଗୀଙ୍କ ପାଇଁ ଅନଲାଇନ୍ ରେ ରେମଡେସିଭର୍ ଇଞ୍ଜେକସନ୍ ଆଣୁଛନ୍ତି ତେବେ ସାବଧାନ ହୋଇ ଯାଆନ୍ତୁ । କାରଣ ବର୍ତ୍ତମାନ ସମୟରେ ରେମଡେସିଭର୍ ର ଚାହିଦା ଥିବା…
Featured ଇଟାୱା ସଫାରି ପାର୍କରେ ଦୁଇଟି ସିଂହୀ କରୋନା ପଜିଟିଭ ଚିହ୍ନଟ Odisha Bhaskar Bureau May 8, 2021 ଉତ୍ତରପ୍ରଦେଶ ୦୮ । ୦୫ (ଓଡ଼ିଶା ଭାସ୍କର) : ଉତ୍ତରପ୍ରଦେଶର ଇଟାୱା ସଫାରି ପାର୍କରେ ଦୁଇଟି ସିଂହୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସିଂହୀ ଦୁଇଟିଙ୍କ ନମୁନା ପରୀକ୍ଷା କରାଯିବାରୁ ସେମାନେ କରୋନା ଆକ୍ରାନ୍ତ…