ମଝି ସମୁଦ୍ରରେ ବୁଡ଼ିଗଲା ପ୍ରବାସୀଙ୍କୁ ଧରି ଆସୁଥିବା ଜାହାଜ, ୪୫ ଜଣ ଫେରୁଥିଲେ
ଇସ୍ତାନବୁଲ୍ : ତୁର୍କିରେ ପ୍ରବାସୀଙ୍କୁ ଧରି ଫେରୁଥିବା ଜାହାଜ ବୁଡ଼ିଯାଇଥିବା ଖବର ସାମନାକୁ ଆସିଛି । ଏହି ଜାହାଜରେ ୪୫ ଜଣ ରହିଥିବା ଜଣାପଡ଼ିଛି । ସମସ୍ତେ ବର୍ତ୍ତମାନ ନିଖୋଜ ଅଛନ୍ତି । ତୁର୍କି ସେନାଙ୍କର ଜାହାଜ ଓ…