ପହିଲାରୁ କମିଲା ଗ୍ୟାସ ଦର, ଏଲପିଜି ଗ୍ୟାସ ଦରରେ ହେଲା ବଡ଼ ପରିବର୍ତ୍ତନ
ନୂଆଦିଲ୍ଲୀ: ଦେଶରେ ଶସ୍ତା ହେଲା କମର୍ସିଆଲ ଗ୍ୟାସ ଦର। ସେପ୍ଟେମ୍ୱର ପହିଲାରୁ କମିଲା ଗ୍ୟାସ ଦର। ଲୋକଙ୍କୁ ମିଳିଲା ଆଶ୍ୱସ୍ତି। ଏଲପିଜି ଗ୍ୟାସ ଦରରେ ହେଲା ବଡ଼ ପରିବର୍ତ୍ତନ।
୧୯ କିଲୋଗ୍ରାମ ଏଲପିଜି ଦରରେ ୫୧.୫୦…