ଦୁବାଇରେ ନୂର ନାମକ ସ୍ତ୍ରୀ ଓ ୧୭ ବର୍ଷର ଝିଅ ରହୁଥିବା କଥାକୁ ନେଇ ଏପରି କହିଲେ ସଲମାନ୍
ନୂଆଦିଲ୍ଲୀ: ବଲିଉଡ୍ ର ସବୁଠାରୁ ଲୋକପ୍ରିୟ ଅଭିନେତା ମାନଙ୍କ ମଧ୍ୟରୁ ସଲମାନ ଖାନ୍ ହେଉଛନ୍ତି ଜଣେ । ତେଣୁ ତାଙ୍କ ନାମରେ ଅନେକ ଖବର ସୋସିଆଲ୍ ମିଡିଆରେ ଘୂରି ବୂଲିଥାଏ । ତେବେ ସଲମାନଙ୍କର ବିବାହକୁ ନେଇ ନାନା…