ରାଜ୍ୟ କ୍ୟାବିନେଟ୍ରେ ୧୫ ପ୍ରସ୍ତାବକୁ ମୋହର : ଜମି ବିକ୍ରି ଚୁକ୍ତିପତ୍ର ପାଇଁ କମିଲା ଷ୍ଟାମ୍ପ ଡ୍ୟୁଟି
ଭୁବନେଶ୍ୱର,(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତାରେ ଶନିବାର ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୧୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ…