Breaking News ଉବୁଟୁବୁ ମାୟା ନଗରୀ; ରାସ୍ତା ଘାଟ ଜଳାର୍ଣ୍ଣବ, ଟ୍ରେନ୍ ସେବା ବାତିଲ Odisha Bhaskar Bureau Jul 16, 2021 ନୂଆଦିଲ୍ଲୀ: ମୁମ୍ବାଇରେ ଶୁକ୍ରବାରରୁ ଲଗାତର ପ୍ରବଳ ବର୍ଷା ଜାରି ରହିଛି । ଫଳରେ ମୁମ୍ବାଇର ରାସ୍ତା ଘାଟ ଜଳାର୍ଣ୍ଣବ ହୋଇଯାଇଛି । ଯଦ୍ୱାରା ସାଧାରଣ ଲୋକଙ୍କ ଯାତାୟାତ ବାଧାପ୍ରାପ୍ତ ହୋଇଛି । ସହରର ବିଭିନ୍ନ ସ୍ଥାନରେ…
Breaking News ସରିଲା ମାଟ୍ରିକ୍ ଅଫଲାଇନ୍ ଆବେଦନ, ଜାଣନ୍ତୁ କେବେ ହେବ ପରୀକ୍ଷା? Manas Pradhan Jul 16, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସରିଯାଇଛି ମାଟ୍ରିକ୍ ଅଫଲାଇନ୍ ଆବେଦନ ପ୍ରକ୍ରିୟା । ଫର୍ମପୂରଣ ପ୍ରକ୍ରିୟା ଗତ ୫ ତାରିଖରୁ ଆରମ୍ଭ ହୋଇ ୧୪ ତାରିଖ ମଧ୍ୟରେ ସମାପ୍ତ ହୋଇଛି । ତେବେ ଆସନ୍ତା ୩୦ ତାରିଖରୁ ପରୀକ୍ଷା ଆରମ୍ଭ…
Featured ଜଳେଶ୍ୱରରୁ ପିସ୍ତଲ ଓ ଗୁଳି ଜବତ, ଜଣେ ଗିରଫ Odisha Bhaskar Bureau Jul 16, 2021 ବାଲେଶ୍ୱର(ଓଡ଼ିଶା ଭାସ୍କର): ଜଳେଶ୍ୱର ଥାନା ଉତ୍ତରପଡ଼ା-ଖଳାବାଡ଼ିଆ ଅଞ୍ଚଳରୁ ପିସ୍ତଲ ଓ ୨ ରାଉଣ୍ଡ ଗୁଳି ଜବତ ହୋଇଛି । ଏଥିରେ ସମ୍ପୃକ୍ତ ଜଣେ ଯୁବକକୁ ମଧ୍ୟ ପୋଲିସ୍ ଗିରଫ କରିଛି । ଗିରଫ ଯୁବକ ଜଣକ ହେଲେ ଚନ୍ଦ୍ରକାନ୍ତ…
Breaking News ଚଳିତ ମାସରେ ୧୦୩ ଡେଙ୍ଗୁ ରୋଗୀ ଚିହ୍ନଟ Odisha Bhaskar Bureau Jul 16, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ କାରଣରୁ ପୂର୍ବରୁ ହିଁ ଜଟିଳ ପରିସ୍ଥିତି ଲାଗି ରହିଥିବା ବେଳେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଚଳିତ ମାସରେ ୧୦୩ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି…
Breaking News ଆସନ୍ତା ୧୯ ତାରିଖରୁ ରାସ୍ତାରେ ପୁଣି ଗଡ଼ିବ ‘ମୋ ବସ୍’ Odisha Bhaskar Bureau Jul 16, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୧୯ ତାରିଖରୁ ରାସ୍ତାରେ ପୁଣି ଗଡ଼ିବ ‘ମୋ ବସ୍’ । କରୋନା କଟକଣା ଏବଂ ଲୋକ ମାନଙ୍କର ଜୀବନ ଜୀବିକାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କୋହଳ କରିଛନ୍ତି। ଏଥିରେ ସମଗ୍ର ରାଜ୍ୟରେ…
Breaking News ବାଲେଶ୍ୱରରେ ନାରୀ ନିର୍ଯାତନା, ଆଖି ବୁଜିଲେ ବଧୂ, ଆଉଜଣେ କଲବଲ Odisha Bhaskar Bureau Jul 16, 2021 ବାଲେଶ୍ୱର(ଓଡ଼ିଶା ଭାସ୍କର): ବାଲେଶ୍ୱରରେ ନାରୀ ନିର୍ଯାତନାର ଦୁଇଟି ଘଟଣା ସାମ୍ନାକୁ ଆସିଛି । ଗୋଟିଏ ଖଇରା ଥାନା ଅଞ୍ଚଳର ଓ ଅନ୍ୟଟି ବସ୍ତା ଥାନା ଅନ୍ତର୍ଗତ ଘଟିଛି । ଖଇରା ଥାନା ଅଧୀନ ସରସତିଆ ଗାଁର ସସ୍ମିତା ଦାସ…
Breaking News ପିଏମ୍-ସିଏମ୍ ବୈଠକ ଜାରି, ଯୋଗ ଦେଇଛନ୍ତି ଏହି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ Odisha Bhaskar Bureau Jul 16, 2021 ନୂଆଦିଲ୍ଲୀ: ଦେଶରେ କରୋନାର ତୃତୀୟ ଲହରର ଆଶଙ୍କା ଏବଂ ଟିକାକରଣକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମୀକ୍ଷା ବୈଠକ କରିଛନ୍ତି । ଏଥିରେ ୬ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ସାମିଲ ରହିଛନ୍ତି । ଉକ୍ତ ରାଜ୍ୟ ଗୁଡ଼ିକ…
Breaking News ଆଜି ଓ ଆସନ୍ତାକାଲି ବନ୍ଦ ରହିବ SBIର ଏହି ସେବା, ବ୍ୟାଙ୍କ ଟୁଇଟ୍ କରି ଦେଲା ସୂଚନା Odisha Bhaskar Bureau Jul 16, 2021 ନୂଆଦିଲ୍ଲୀ: ଦେଶର ବୃହତ୍ତମ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଏହାର ୪୪ କୋଟି ଆକାଉଣ୍ଟଧାରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଛି । ବ୍ୟାଙ୍କ ପକ୍ଷରୁ ଟୁଇଟ୍ କରି କୁହାଯାଉଛି ଯେ, ବ୍ୟାଙ୍କ୍…
Breaking News ୧୪ ବର୍ଷର ନାବାଳକକୁ ବଞ୍ଚାଇବାକୁ ଯାଇ ଗଭୀର କୂଅରେ ଖସି ପଡ଼ିଲେ ୩୦ ଜଣ, ଜାଣନ୍ତୁ ମୃତାହତଙ୍କ ସଂଖ୍ୟା Manas Pradhan Jul 16, 2021 ନୂଆଦିଲ୍ଲୀ: ମଧ୍ୟପ୍ରଦେଶରୁ ଏକ ହୃଦୟ ବିଦାରକ ଘଟଣା ସାମନାକୁ ଆସିଛି । ଜଣେ ୧୪ ବର୍ଷର ନାବାଳକକୁ ବଞ୍ଚାଇବାକୁ ଯାଇ ୩୦ ଜଣ ଲୋକ ଏକ ଗଭୀର କୂଅରେ ଖସି ପଡ଼ିବା ଘଟଣା ବର୍ତ୍ତମାନ ଚର୍ଚ୍ଚାରେ ରହିଛି । କୂଅରେ ଖସି…
Breaking News ଚିରନିଦ୍ରାରେ ଶୋଇଗଲେ ‘ବାଳିକା ବଧୂ’ର ଦାଦୀ ସା, ଅଭିନେତ୍ରୀ ସୁରେଖା ସିକ୍ରୀ Manas Pradhan Jul 16, 2021 ନୂଆଦିଲ୍ଲୀ: ଲୋକପ୍ରିୟ ସିରିଏଲ ‘ବାଳିକା ବଧୂ’ର ଅଭିନେତ୍ରୀ ସୁରେଖା ସିକ୍ରୀଙ୍କ ନିଧନ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା । ଆଜି ସକାଳ ସେ ହୃଦଘାତରେ ପ୍ରାଣତ୍ୟାଗ କରିଥିବା ଜଣାପଡ଼ିଛି ।…