ଆଜି ଶ୍ରୀନହରକୁ ରାଜପ୍ରସାଦ ବିଜେ ,ମହାପ୍ରଭୁଙ୍କ ସମ୍ପୂର୍ଣ୍ଣ ସୁସ୍ଥତାର ଖବର ଗଜପତି ମହାରାଜାଙ୍କୁ ଦିଆଯିବ
ପୁରୀ (ଓଡ଼ିଶା ଭାସ୍କର): ସ୍ନାନ ପୂର୍ଣ୍ଣିମାରେ ଜଳ ଲାଗି ପରେ ଅସୁସ୍ଥ ହୋଇ ଅଣସର ପିଣ୍ଡିରେ ଥିବା ମହାପ୍ରଭୁ ଧୀରେ ଧୀରେ ସୁସ୍ଥ ହୋଇଛନ୍ତି । ଜ୍ୱରରେ ପିଡୀତ ବିଗ୍ରହମାନଙ୍କୁ ଏକାଦଶୀ ତଥିରେ ଦଶମୂଳ ମୋଦକ ଲାଗି ହୋଇଛି…