CHARIDHAM

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୯.୯୩ ଲକ୍ଷରେ ପହଞ୍ଚିଲା

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୯ ଲକ୍ଷ ୯୩ ହଜାର ୩୧୯ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ କୋଟି ୪୫ ଲକ୍ଷ ୬୨…

ବିନା ଲାଇସେନ୍ସରେ ଚାଲିଛି ଡିଷ୍ଟେଲ୍‌ ୱାଟର୍‌ କାରଖାନ, ଚଢ଼ଉ କଲା ମାପ ଓଜନ ବିଭାଗ

ମାଲକାନଗିରି (ଓଡ଼ିଶା ଭାସ୍କର): ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥିତ ସ୍ଥାନୀୟ ଏମ୍‌ଭି ୨ ଠାରେ ବେଟେରୀ ଟନିକ୍‌ ନାମକ ଏକ କମ୍ପାନୀ ଖୋଲାଯାଇ ନକଲି ଡିଷ୍ଟେଲ ୱାଟର ବ୍ୟବସାୟ କାୟା ବିସ୍ତାର କରିଚାଲିଛି । କୌଣସି…

ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ ବିନପାଳ, ବାହା ହେବାକୁ ମନା କରିବାରୁ ଦୁଷ୍କର୍ମ ମାମଲାରେ ବନ୍ଧା ହେଲେ…

ମାଲକାନଗିରି (ଓଡ଼ିଶା ଭାସ୍କର): ମାଲକାନଗିରି ଜିଲ୍ଲା ସଦର ମହକୁମାର ଜଣେ ବନପାଳ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ବନପାଳ ଜଣକ ହେଲେ ମୁରଲିଧର ଅନୁଗୁଳିଆ । ସୂଚନା…

ଫିଲିପାଇନ୍ସରେ ସେନା ବିମାନ ଦୁର୍ଘଟଣାଗ୍ରସ୍ତ ଘଟଣା: ମୃତ୍ୟୁ ସଂଖ୍ୟା ୪୬ ଜଣକୁ ବୃଦ୍ଧି

ମାନିଲା,(ଓଡ଼ିଶା ଭାସ୍କର): ଫିଲିପାଇନ୍ସର ଏକ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ୪୬ଜଣ ସୈନିକଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୫୩ରୁ ଊଦ୍ଧ୍ୱର୍ ସୈନିକ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତଙ୍କୁ ନିକଟସ୍ଥ…

ଆଜି ‘ନିପୁଣ ଭାରତ’ର ଶୁଭାରମ୍ଭ କରିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଭୁବନେଶ୍ୱର,(ଓଡ଼ିଶା ଭାସ୍କର) : ସୋମବାର ଦିନ ୧୨ଟାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଡ. ରମେଶ ପୋଖରିଆଲ୍‌ ନିଶଙ୍କ ନ୍ୟାସନାଲ୍‌ ଇନିସିଏଟିଭ୍‌ ଫର ପ୍ରୋଫିସିଏନ୍ସି ଇନ ରିଡିଂ ୱିଥ୍‌ ଅଣ୍ଡରଷ୍ଟାଣ୍ଡିଂ ଆଣ୍ଡ ନ୍ୟୁମେରାସି…

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୯ ଜିଲ୍ଲାରେ ବଜ୍ରପାତ ସହ ପ୍ରବଳ ବର୍ଷା ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଆଜି ସକାଳ ଠାରୁ ୬ ତାରିଖ ସକାଳ ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ,…

ରାଶିଫଳ( ସୋମବାର ୦୫ ଜୁଲାଇ ୨୦୨୧)

ମେଷ: ପରିବାର ମଧ୍ୟରେ ହସଖୁସିରେ ଦିନ କଟିବ କିନ୍ତୁ ଅର୍ଥ ଚିନ୍ତା ରହିବ । କର୍ମକ୍ଷେତ୍ରରେ ସୁଧାର ଆସିବ । ସରକାରୀ ସହାୟତା ମିଳିବ । ପାରିବାରିକ ସମ୍ପର୍କରେ ବୁଝାମଣା ଅଭାବ ରହିବ । ବୃଷ: ଚାକିରି ବା ରୋଜଗାର…

୬୪ ବର୍ଷରେ ୧୬୪ଥର ରକ୍ତଦାନ, ଜାଣନ୍ତୁ କିଏ ଏହି ବ୍ୟକ୍ତି

ଭୁବନେଶ୍ୱର, (ଓଡ଼ିଶା ଭାସ୍କର ) : ୬୪ ବୟସରେ ୧୬୪ଥର ରକ୍ତଦାନ । ପ୍ଲେଟଲେଟ୍ ବି ୧୯ଥର ଦାନ କରିଛନ୍ତି । ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ସତ, ଏଭଳି ବ୍ୟକ୍ତି  ସମାଜରେ ନିଃସ୍ୱାର୍ଥ ଭାବେ ତାଙ୍କ କର୍ମ କରି ଚାଲିଛନ୍ତି ।…

ମିଥାଲି ରାଜଙ୍କ ବିଶ୍ୱ ରେକର୍ଡ

ଓର୍ସେଷ୍ଟର: ଭାରତୀୟ ମହିଳା ଦିନିକିଆ ଦଳର ଅଧିନାୟିକା ମିଥାଲି ରାଜ ଆଉ ଏକ ବିଶ୍ୱରେକର୍ଡ ନିଜ ନାମରେ କରିଛନ୍ତି । ଇଂଲଣ୍ଡ ବିପକ୍ଷ ଅନ୍ତିମ ଦିନିକିଆରେ ଅପରାଜିତ ଅର୍ଦ୍ଧଶତକ ହାସଲ କରିଥିବା ମିଥାଲି ୩ଟି ଯାକ…

ଜାଣନ୍ତୁ କାହିଁକି ୪୦ ବର୍ଷ ପରେ ବଢିଥାଏ ମହିଳାଙ୍କ ଓଜନ

ନୂଆଦିଲ୍ଲୀ: ଶରୀରର ଓଜନ ବଢିବା ଏକ ସାମାନ୍ୟ କଥା । ସାରା ଦୁନିଆରେ ଲୋକେ ଓଜନ ବଢିବା ସମସ୍ୟା ଦେଇ ଗତି କରୁଛନ୍ତି । ଜୀବନଶୈଳୀ, ଖାଦ୍ୟାଭ୍ୟାସ ଆଦି ଓଜନ ବୃଦ୍ଧିର ମୁଖ୍ୟ କାରଣ । ଓଜନ ବୃଦ୍ଧିର ଅନ୍ୟ କାରଣ ମଧ୍ୟ…