fbpx

ପିଇଓ ଗୋଲାପ ନାଏକ ନିଲମ୍ବିତ

Advertisement

ବରଗଡ଼(ଓଡ଼ିଶା ଭାସ୍କର): ବରଗଡ଼ ବ୍ଲକ୍ ଖଣ୍ଡାହାତ ପିଇଓ ଗୋଲାପ ନାଏକଙ୍କୁ ନିଲମ୍ବିତ କରାଯାଇଛି । ମଡେଲ କୋଡ଼ ଅଫ୍ କଣ୍ଡକ୍ଟ ଉଲ୍ଲଙ୍ଘନ ଅଭିଯୋଗରେ ତାଙ୍କୁ ନିଲମ୍ବିତ କରାଯାଇଛି । ମଡେଲ କୋଡ ପାଇଁ ଗୋଲାପଙ୍କୁ ନିଲମ୍ବନ କରିଛନ୍ତି ବରଗଡ଼ ଜିଲ୍ଲାପାଳ ।

Get real time updates directly on you device, subscribe now.