fbpx

୧୧ଟା ୩୦ ସୁଦ୍ଧା ଟ୍ବିନ୍‌ ସିଟି ପାଇଁ ସତର୍କତା

Advertisement

ଭୁବନେଶ୍ୱର,୨୨ ।୧୦(ଓଡିଶା ଭାସ୍କର) :ଟ୍ବିନ୍‌ ସିଟି ପାଇଁ ସତର୍କ ସୂଚନା ଜାରି କରିଛି  ପାଣିପାଗ ବିଭାଗ । ଦିନ ୧୧ଟା ୩୦ ସୁଦ୍ଧା ଟ୍ବିନ୍‌ ସିଟିରେ ପ୍ରବଳ ବର୍ଷା ଆଶଙ୍କା  ରହିଛି । କଟକ ଓ ଭୁବନେଶ୍ବରରେ ଘଣ୍ଟାରେ ୨ରୁ ୩ ସେଣ୍ଟିମିଟର ବର୍ଷା ଆଶଙ୍କା ରହିଛି । ବର୍ଷା ପ୍ରଭାବରେ ତଳିଆ ଅଞ୍ଚଳରେ ପାଣି ଜମି ରହିବା ଆଶଙ୍କା ରହିଛି । ଯଥା ସମ୍ଭବ ଘରୁ ନ ବାହାରିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

Get real time updates directly on you device, subscribe now.