fbpx

ଟସ୍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ପଞ୍ଜାବ କିଙ୍ଗ୍ସକୁ ନିମନ୍ତ୍ରଣ କଲା ଆରସିବି

ବେଙ୍ଗାଲୁରୁ: ଆଇପିଏଲ ୨୦୨୪ର ସୋମବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଅଧିନାୟକ ଫାଫ୍ ଡୁ ପ୍ଲେସିସ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍ ର ଦ୍ବିତୀୟ ଦଳ ହେଉଛି ପଞ୍ଜାବ କିଙ୍ଗ୍ସ।

ଶିଖର ଧାୱନ ପଞ୍ଜାବର ନେତୃତ୍ୱ ନେଉଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ତା’ର ପ୍ରଥମ ମ୍ୟାଚ୍ ରେ ଚେନ୍ନାଇ ସୁପର କିଙ୍ଗ୍ସ ଠାରୁ ପରାସ୍ତ ହୋଇଥିଲା। ତେବେ ପଞ୍ଜାବ କିଙ୍ଗସ ପ୍ରଥମ ମ୍ୟାଚ୍ ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଥିଲା।

Get real time updates directly on you device, subscribe now.