fbpx

ଶ୍ରୀଲଙ୍କାର ୨ ଖେଳାଳୀ ଓ କୋଚ୍‌ କରୋନାରେ ଆକ୍ରାନ୍ତ

ବାଲାଂଦେଶ : ଶ୍ରୀଲଙ୍କା ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ତିନିଟିକିଆ ଦିନିକିଆ ସିରିଜ ଅବସରରେ ଶ୍ରୀଲଙ୍କା ବୋଲିଂ କୋଚ୍‌ ଓ ଦୁଇ ଖେଳାଳୀଙ୍କ
କରୋନା ରିପୋର୍ଟ ପଜିଟିଭ ଆସିଛି । ଏହା ସତ୍ୱେ ପ୍ରଥମ ଦିନିକିଆ ଅନୁଷ୍ଠିତ ହୋଇଛି । ଶ୍ରୀଲଙ୍କାର ବୋଲିଂ କୋଚ୍‌ ଚାମିଣ୍ଡା ଭାସ୍‌, ଇସୁରୁ ଉଦାନା
ଏବଂ ଶିରେନ୍‌ ଫର୍ନାଣ୍ଡୋଙ୍କ କରୋନା ଭାଇରସ୍‌ ରିପୋର୍ଟ ପଜିଟିଭ ଆସିଛି । ଭାସ୍‌, ଉଦାନା ଏବଂ ଫର୍ନାଣ୍ଡୋଙ୍କ ନମୁନା ମେ ୨୧ତାରିଖରେ ସଂଗ୍ରହ ହୋଇଥିଲା ।

Get real time updates directly on you device, subscribe now.