ଖେଳିବେନି ମୁସ୍ତାଫିଜୁର, କାହାକୁ ସୁଯୋଗ ଦେବେ ଅଧିନାୟକ ଋତୁରାଜ? ହାଇଦ୍ରାବାଦ ସହ ହେବ ଟକ୍କର
ନୂଆଦିଲ୍ଲୀ: ଆଇପିଏଲ-୨୦୨୪ରେ ଦମଦାର ପ୍ରଦର୍ଶନ କରିଛି ଚେନ୍ନାଇ ସୁପର କିଙ୍ଗସ । ୩ଟି ମ୍ୟାଚ ଖେଳି ୨ଟି ମ୍ୟାଚରେ ବିଜୟ ହାସଲ କରିଥିବା ବେଳେ ଦିଲ୍ଲୀ ବିପକ୍ଷରେ ପରାସ୍ତ ହୋଇଛି ଚେନ୍ନାଇ । ତେବେ ଚତୁର୍ଥ ମ୍ୟାଚରେ…