CHARIDHAM
Browsing Tag

Former Indian Cricketer

“ମୋତେ ପସନ୍ଦ କରୁନଥିଲେ ଧୋନି”, ପୂର୍ବତନ କ୍ରିକେଟରଙ୍କ ଏଭଳି ବୟାନରେ ସମସ୍ତେ ଆଶ୍ଚର୍ଯ୍ୟ, କାହିଁକି କହିଲେ ଏମିତି

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ମନୋଜ ତିୱାରୀ ଏକ ବଡ଼ ଖୁଲାସା କରିଛନ୍ତି। ସେ ୧୫ଟି ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆର ପ୍ରତିନିଧିତ୍ୱ କରିଥିଲେ। ସେ ତାଙ୍କ କ୍ୟାରିୟରରେ ଏକ ନୂଆଁ ମାଇଲଖୁଣ୍ଟ ହାସଲ…

ଏହି ସିଜନ ମୋର ଶେଷ ସିରିଜ… Retirement ଘୋଷଣା କଲେ ଟିମ ଇଣ୍ଡିଆର ଷ୍ଟାର ଖେଳାଳି

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପରାଜୟ ପରେ ନିରାଶା ଜାହିର କରିଛନ୍ତି ଭାରତୀୟ ଫ୍ୟାନ୍ସ । ସିରିଜରେ ରୋହିତ ଏବଂ ବିରାଟ କୋହଲିଙ୍କ ପ୍ରଦର୍ଶନକୁ ନେଇ ମଧ୍ୟ ନାଖୁସ ଅଛନ୍ତି ପ୍ରଶଂସକ । ତେଣୁ ସୋସିଆଲ…

ବଡ଼ ଦୁଃଖ ଖବର: ପୂର୍ବତନ ଭାରତୀୟ କ୍ରିକେଟରଙ୍କ ମାଆଙ୍କ ପରଲୋକ

ନୂଆଦିଲ୍ଲୀ: ଆସିଛି ଏକ ଦୁଃଖ ଖବର । ଭାରତୀୟ କ୍ରିକେଟ ଟିମର ଜଣେ ପୂର୍ବତନ ଖେଳାଳିଙ୍କ ମାତୃ ବିୟୋଗ ଘଟିଛି । ପୂର୍ବତନ କ୍ରିକେଟର ସଲିଲ ଅଙ୍କୋଲାଙ୍କ ମାଆଙ୍କ ମୃତଦେହ ତାଙ୍କର ଫ୍ଲାଟରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର…

କ୍ରିକେଟକୁ Comeback କରିବେ ଶିଖର ଧୱନ: ଅବସର ପରେ ମଇଦାନକୁ ପୁଣି ଫେରିବାକୁ ନିଷ୍ପତ୍ତି

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଷ୍ଟାର କ୍ରିକେଟର ଶିଖର ଧୱନ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ବିଦାୟ ନେଇଛନ୍ତି । କିନ୍ତୁ ଅବସର ପରେ ବର୍ତ୍ତମାନ ପୁଣି କ୍ରିକେଟ ମଇଦାନକୁ ଫେରିବା ପାଇଁ ସେ ନିଷ୍ପତ୍ତି ନେଇଛନ୍ତି । ଭାରତୀୟ…

ଆତ୍ମହତ୍ୟା କଲେ ପୂର୍ବତନ ଭାରତୀୟ କ୍ରିକେଟର ଡେଭିଡ୍ ଜନସନ

ନୂଆଦିଲ୍ଲୀ: କ୍ରୀଡ଼ା ଜଗତରୁ ଆସିଛି ଏକ ଦୁଃଖଦ ଖବର । ପୂର୍ବତନ ଭାରତୀୟ କ୍ରିକେଟର ଡେଭିଡ୍ ଜନସନ୍ ଆଉ ନାହାନ୍ତି । କର୍ଣ୍ଣାଟକର ଏହି ବାମହାତୀ ବୋଲର ୫୨ ବର୍ଷ ବୟସରେ ଆତ୍ମହତ୍ୟା କରିଥିବା ନେଇ ଖବର ସାମ୍ନାକୁ ଆସିଛି ।…

ଶେଷ ହେବ ପ୍ରତୀକ୍ଷା, ଜୁନ୍ ଶେଷରେ ଘୋଷଣା ହେବ ଟିମ ଇଣ୍ଡିଆର ନୂଆ କୋଚ୍: କିଏ ଧରିବେ ଦଳର ମଙ୍ଗ?

ନୂଆଦିଲ୍ଲୀ: ଟି -୨୦ ବିଶ୍ୱକପ ୨୦୨୪ର ପ୍ରଥମ ପର୍ଯ୍ୟାୟ ଶେଷ ହେବାକୁ ଯାଉଛି । ଏହାପରେ ନକ୍-ଆଉଟ ମ୍ୟାଚ ଖେଳିବା ସହ ଜୁନ୍ ୨୯ ତାରିଖରେ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଖେଳାଯିବ । ତେବେ ଏହି ବିଶ୍ୱକପ…

ସଚିନ ତେନ୍ଦୁଲକରଙ୍କ ଝିଅ ସାରା ଓ କ୍ରିକେଟର ଶୁଭମନ ଗିଲଙ୍କ ମଧ୍ୟରେ ସମ୍ପର୍କ କ’ଣ? ଭାଇରାଲ ହେଲା ଏପରି ଫଟୋ

ଓଡ଼ିଶା ଭାସ୍କର: ଭାରତୀୟ କ୍ରିକେଟର ଶୁଭମନ ଗିଲ ଏବଂ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକରଙ୍କ ସମ୍ପର୍କକୁ ନେଇ ଅନେକ ଚର୍ଚ୍ଚା ଦେଖିବାକୁ ମିଳୁଛି। ପ୍ରାୟ ଦୀର୍ଘଦିନ ହେଲାଣି ଏହି ଚର୍ଚ୍ଚା ଲାଗିରହିଛି। ତେବେ…

ଧୋନୀଙ୍କ ପାଇଁ ଜେଲ୍ ଦଣ୍ଡ ଭୋଗିବେ IPS ଅଫିସର: କୋର୍ଟ ଶୁଣାଇଲେ ରାୟ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ପାଇଁ ଆଜି ଜଣେ ଆଇପିଏସ ଅଫିସରଙ୍କୁ ଜେଲ ଦଣ୍ଡାଦେଶ ହୋଇଛି । ଏହି ଅଫିସରଙ୍କ ବିରୋଧରେ ମାହି ମାମଲା ରୁଜୁ କରିଥିବା ବେଳେ ହାଇକୋର୍ଟ ଏହାକୁ…

M.S Dhoniଙ୍କୁ ବଡ଼ ସମ୍ମାନ: ମାହିଙ୍କ ଜର୍ସି ନମ୍ବରକୁ ରିଟାୟାର କଲା BCCI

ନୂଆଦିଲ୍ଲୀ: ଏଣିକି କୌଣସି ଭାରତୀୟ କ୍ରିକେଟରଙ୍କୁ ମିଳିବ ନାହିଁ ୭ ନମ୍ବରର ଜର୍ସି । ଭାରତର ସର୍ବଶ୍ରେଷ୍ଠ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ଏକ ସମ୍ମାନରେ ସମ୍ମାନିତ କରିଛି ଭାରତୀୟ କ୍ରିକେଟ ବୋର୍ଡ । ମାହିଙ୍କ…

ଏତେ ବଡ଼ ଦଣ୍ଡ: ପୂର୍ବତନ ଭାରତୀୟ କ୍ରିକେଟର ୧୪ ବର୍ଷ ପାଇଁ ବ୍ୟାନ, ICCର କଠୋର କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଜଣେ କ୍ରିକେଟର ମ୍ୟାଚ ଫିକ୍ସିଂ କାରଣରୁ ବହୁତ ବଡ଼ ଦଣ୍ଡ ଭୋଗିଛନ୍ତି । ମ୍ୟାଚ ଫିକ୍ସିଂ କାରଣରୁ ଉକ୍ତ କ୍ରିକେଟରଙ୍କୁ ୧୪ ବର୍ଷ ପାଇଁ ବ୍ୟାନ କରିଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) । ଏନେଇ…