ମୁଁ ମୋ ପାପାଙ୍କୁ ବିକ୍ରି କରିବି… କିଏ କିଣିବ? ଘର ଗେଟରେ ଏମିତି ନୋଟିସ ଲେଖିଦେଲା ପୁଅ
ନୂଆଦିଲ୍ଲୀ: ଆଜିକାଲିର ଛୁଆ ଖୁବ ମଡର୍ଣ୍ଣ ହୋଇ ଯାଉଛନ୍ତି । ବିଭିନ୍ନ ଇଲେକ୍ଟ୍ରୋନିକ ଗ୍ୟାଜେଟ ଚଳାଇବା ଏବେ ସେମାନଙ୍କ ବାଁ ହାତର ଖେଳ । ନୂଆ ନୂଆ ଟେକନିକରେ ଏସବୁକୁ ବ୍ୟବହାର କରିବା ସେମାନେ ଖୁବ ଭଲ ଭାବରେ…