Browsing Tag

#India

ପାକିସ୍ତାନର ୯୦୦ରୁ ଅଧିକ ନାଗରିକଙ୍କୁ କଳା ତାଲିକାଭୁକ୍ତ କଲା ଭାରତ, ଏବେ ମିଳୁନି ଭିସା

ବାଡମେର: ପାକିସ୍ତାନ ଭିସାରେ ଭାରତ ଆସି କିଏ ୪୫ ଦିନ ପରିବର୍ତ୍ତେ ମାସ ମାସ ଧରି ରହିଲାଣି ତ ଆଉ କିଏ ୬ ମାସ ରହିଲାଣି। ଏହାକୁ ଗମ୍ଭୀରତାର ସହ ନେଇ ଭାରତ ସରକାର ୯୦୦ରୁ ଅଧିକ ପାକିସ୍ତାନୀ ନାଗରିକଙ୍କୁ କଳା…

UNSCରେ ଭାରତର ସ୍ଥାୟୀ ସଦସ୍ୟତା ଦାବିକୁ ନର୍ଡିକ ଦେଶର ସମର୍ଥନ, ଚୀନ ସାଜିଛି ବଡ ବାଧକ

ନୂଆଦିଲ୍ଲୀ : ନର୍ଡିକ ଦେଶ ପୁଣି ଥରେ ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ ଦେବେ ବୋଲି କହିଛନ୍ତି। ପୂର୍ବରୁ ନରଓ୍ଵେ ଏବଂ ଫିନଲାଣ୍ଡ ୟୁଏନଏସସିରେ ଭାରତର ସ୍ଥାୟୀ ସଦସ୍ୟତାକୁ…

ମୋଦୀ-ମାକ୍ରୋନଙ୍କ ସାକ୍ଷାତ ପୂର୍ବରୁ ଫ୍ରାନ୍ସର ବଡ ଘୋଷଣା, ଭାରତର ଏହି ପ୍ରୋଜେକ୍ଟରୁ ଓହରିଲା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂପ୍ରତି ୟୁରୋପ ଗସ୍ତରେ ଅଛନ୍ତି। ଗତକାଲି ଜର୍ମାନୀ ଯାତ୍ରା ପରେ ମଙ୍ଗଳବାର ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ମୋଦୀ। ନିକଟରେ…

ଯେସାକୁ ତେସା ! ଚୀନ ନାଗରିକଙ୍କ ପାଇଁ ପର୍ଯ୍ୟଟକ ଭିସା ରଦ୍ଦ କଲା ଭାରତ

ନୂଆଦିଲ୍ଲୀ: ଚୀନକୁ ଝଟକା ଦେଲା ଭାରତ। ଆଉ ଆପଣେଇଲା ଯେସାତକୁ ତେସା ନୀତି। ଏବେ ଡ୍ରାଗନ ମୁହଁରେ ବାଜିଲା ଶକ୍ତ ଚାପୁଡା। ୨୦ ହଜାରରୁ ଅଧିକ ଭାରତୀୟ ଛାତ୍ରଙ୍କୁ ଫେରିବାକୁ ଅନୁମତି ନଦେବାରୁ ଭାରତ ଏବେ ଚୀନର…

ବୁଲେଟ୍ ଟ୍ରେନ ପ୍ରୋଜେକ୍ଟରେ ନୂତନ ବାଧା, ଇନକମ ଟ୍ୟାକ୍ସ ଉପରେ ପ୍ରଶ୍ନ ଉଠାଇଲା ଜାପାନ, ଦେଲା ଚେତାବନୀ

ମୁମ୍ବାଇ: ମୁମ୍ଵାଇରୁ ଅହମ୍ମଦାବାଦ ଦୂରତା କମ କରିବା ପାଇଁ ଜାରି ବୁଲେଟ୍ ଟ୍ରେନ ପ୍ରକଳ୍ପରେ ନୂତନ ବାଧା ଉପୁଜିଛି। ଜମି ଅଧିଗ୍ରହଣ ଏବଂ ପରିବେଶ ସଂପର୍କିତ ସମସ୍ୟା ଦୂର କରିବା ପରେ ଏବେ ଇନକମ ଟ୍ୟାକ୍ସ ମାମଲା…

ଭାରତକୁ ଜି-୭ ବୈଠକରୁ ଦୂରେଇ ରଖିବାକୁ ବିଚାର କରୁଛି ଜର୍ମାନୀ, ରୁଷକୁ ବିରୋଧ କରୁନଥିବାରୁ ଖପ୍ପା

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଆକ୍ରମଣ କରିଥିବା ରୁଷ ବିରୋଧରେ ମୁହଁ ଖୋଲି ନାହିଁ ଭାରତ। ଭାରତର ଏତାଦୃଶ୍ୟକୁ ନେଇ ଖପ୍ପା ଜର୍ମାନୀ। ଭାରତକୁ ଜି-୭ ବୈଠକରୁ ଦୂରେଇ ରଖିବାକୁ ବିଚାର କରୁଛି ଜର୍ମାନୀ। ଏହି ଦେଶ ଜୁନ ୨୬…

ଭାରତକୁ ଆମେରିକାର କଡା ଚେତାବନୀ, ଚୀନ ଆକ୍ରମଣ କଲେ ରୁଷ ବଞ୍ଚାଇବାକୁ ଆସିବ ନାହିଁ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଆକ୍ରମଣ ପରଠୁ ଆମେରିକା ରୁଷ ଉପରେ ଅନେକ ପ୍ରକାରର କଟକଣା ଲଗାଇ ସାରିଛି। ନିଜେ ଯେମିତି କଟକଣା ଲଗାଇଛି ଠିକ୍ ସେହି ପରି ଅନ୍ୟ ଦେଶ ମଧ୍ୟ ରୁଷ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାନ୍ତୁ ବୋଲି…

ଚୀନ ବୈଦେଶିକ ମନ୍ତ୍ରୀଙ୍କୁ ଅଜିତ୍ ଡୋଭାଲଙ୍କ ରୋକ୍ ଠୋକ୍, ସୀମାରୁ ହଟାଓ ସେନା, ତେବେ ଯାଇ ଆଲୋଚନା ଆଗକୁ ବଢିବ

ନୂଆଦିଲ୍ଲୀ : ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୱି ଭାରତ ଗସ୍ତରେ ଅଛନ୍ତି । ସେ ଭାରତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ପ୍ରାୟ ଏକ ଘଣ୍ଟା ଆଲୋଚନା କରିଛନ୍ତି । ଶୀଘ୍ର ସୀମାରୁ ସୈନ୍ୟ ହଟାଇବା ଉପରେ ଜୋର…

ଇସଲାମକୁ ନେଇ ୟୁଏନରେ ପାରିତ ହେଲା ପାକିସ୍ତାନର ପ୍ରସ୍ତାବ, ବିରୋଧ କଲେ ଭାରତ-ଫ୍ରାନ୍ସ

ନୂଆଦିଲ୍ଲୀ:  ଇସଲାମୋଫୋବିଆର ମୁକାବିଲା ପାଇଁ ମାର୍ଚ୍ଚ ୧୫ ତାରିଖକୁ ଅନ୍ତର୍ଜାତୀୟ ଦିବସ ଭାବେ ପାଳନ କରିବାକୁ ଆଗତ ପ୍ରସ୍ତାବ ମିଳିତ ଜାତିସଂଘ ମହାସଭାରେ ପାରିତ ହୋଇଛି। ଭାରତ ଅନ୍ତର୍ଜାତୀୟ ଇସଲାମୋଫୋବିଆ ଦିବସ…

ରୁଷ ପାଇଁ ଅସ୍ତ୍ର ଶସ୍ତ୍ର ସଙ୍କଟ, ଚୀନଠୁ ଲୋଡିଲା ସହାୟତା, ଚିନ୍ତାରେ ଭାରତ

ନୂଆଦିଲ୍ଲୀ: ୟୁକ୍ରେନ ଏବଂ ରୁଷ ମଧ୍ୟରେ ଯୁଦ୍ଧକୁ 19 ଦିନ ବିତି ଯାଇଛି। ଏହା ମଧ୍ୟରେ ଆମେରିକା ମିଡିଆ ଦାବି କରିଛି ୟୁକ୍ରେନରେ ଆକ୍ରମଣ ଆହୁରି ଜୋରଦାର କରିବା ପାଇଁ ରୁଷ ଏବେ ଚୀନର ସହାୟତା ଲୋଡିଛି। ୟୁକ୍ରେନ ଦଖଲ…