fbpx

୯ଜଣ ଅନ୍ତଃରାଜ୍ୟ ଡକାୟତ ଗିରଫ

Advertisement

ଗଞ୍ଜାମ, ୩ା୧(ଓଡ଼ିଶା ଭାସ୍କର): ଗଞ୍ଜାମ ଜିଲ୍ଲାରେ ୯ଜଣ ଅନ୍ତଃ ଜିଲ୍ଲା ଡକାୟତ ଗିରଫ ହୋଇଥିବା ସୂଚନା ମିଳିଛି । ଏହାସହ ୪ବନ୍ଧୁକ, ୧୦ଗୁଳି, ଖଣ୍ଡା, ୪ବାଇକ ଓ ୧୬ମୋବାଇଲ ଫୋନ୍ ଜବତ ହୋଇଛି । ବିଭିନ୍ନ ଫାଇନାନ୍ସ କମ୍ପାନୀର କର୍ମଚାରୀଙ୍କୁ ଦୁବୃର୍ତ୍ତ ଲୁଟୁଥିଲେ ।

ସେହିପରି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରେ ଡକାୟତି ଯୋଜନା କରୁଥିବା ବେଳେ ୪ଜଣ ଗିରଫ ହୋଇଛନ୍ତି । ବନ୍ଧୁକ,୨ଟି ଭୁଜାଲି ଓ ଅନ୍ୟ ମାରଣାସ୍ତ୍ର ଜବତ କରିଛି ପୋଲିସ । ପେଟ୍ରୋଲ ପମ୍ପରେ ଡକାୟତି ଯୋଜନା ବେଳେ ଧରାପଡ଼ିଥିଲେ ଦୁବୃତ୍ତ ।

Get real time updates directly on you device, subscribe now.