fbpx

ଆହୁରି 6 ମାସ ମାସ୍କ ବାଧ୍ୟତାମୂଳକ କଲେ ଏହି ସରକାର

କରୋନା ଭାଇରସ ର ପ୍ରକୋପ କମିବାର ନାମ ଧରୁ ନାହିଁ । ଭାରତ ର ମହାରାଷ୍ଟ୍ର ରାଜ୍ୟ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି କାରଣ ଭୁତାଣୁ ର ପ୍ରକୋପ ରେ ଏ।ଥିରୁ ରକ୍ଷା ପାଇବା ପାଇଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବଡ଼ ଘୋଷଣା କରିଛନ୍ତି। ଆଗାମୀ ୬ମାସ ପର୍ଯ୍ୟନ୍ତ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ।ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଗାମୀ ୬ ମାସ ପର୍ଯ୍ୟନ୍ତ ରାଜ୍ୟର ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ଅଭ୍ୟାସରେ ପରିଣତ ହେବା ଦରକାର। ତେବେ ମାସ୍କ ନପିନ୍ଧିଲେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯିବ, ଏ ନେଇ କୌଣସି ସୂଚନା ଦେଇନାହାନ୍ତି ମୁଖ୍ୟମନ୍ତ୍ରୀ।

Get real time updates directly on you device, subscribe now.