fbpx

ହାଇପୋସୋନେରିକ ଟେକ୍ନୋଲୋଜି ପ୍ରଦର୍ଶନକାରୀ ଯାନର ସଫଳ ଉତକ୍ଷେପଣ

ବାଲେଶ୍ୱର, ୭ା୯(ଓଡ଼ିଶା ଭାସ୍କର): ବାଲେଶ୍ୱରର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ଆଜି ହାଇପୋସୋନେରିକ ଟେକ୍ନୋଲୋଜି ପ୍ରଦର୍ଶନକାରୀ ଯାନର ସଫଳ ଉତକ୍ଷେପଣ ହୋଇଥିବା ସୂଚନା ମିଳିଛି । ଦିନ ୧୧ଟାରେ ଅବଦୁଲ କାଲାମ ଆଇଲାଣ୍ଡର ୪ନମ୍ବର ଲଞ୍ଚ ପ୍ୟାଡ଼ରୁ ଉତକ୍ଷେପଣ ହୋଇଛି । ଡ଼ିଆରଡ଼ିଓ ସ୍ୱଦେଶୀ ଜ୍ଞାନ କୌଶଳରେ ଏହି ଯାନ ବିକଶିତ ହୋଇଛି ।

Get real time updates directly on you device, subscribe now.